Suvbharat Times/ Bhubaneswar/24122020- ଭରତପୁର ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କର୍ମୀଙ୍କ ବିରୋଧ ପ୍ରଦର୍ଶନ। ଖୋଦ୍ ବିଜେପି କର୍ମୀ କହିଲେ ଗୋ ବ୍ୟାକ୍ ମାଡାମ୍। ଏଥିରେ ହଡବଡେଇ ଗଲେଣି ମାଡାମ୍ ସାଂସଦ। ଆଇଏଏସ୍ ବୃତ୍ତି ଛାଡି ବିଜେପିରୁ ରାଜନୀତି ଆରମ୍ଭ କରିବାର ୨ବର୍ଷ ମଧ୍ୟରେ ମାଡାମଙ୍କୁ କର୍ମୀ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିଛି। ଘଟଣାଟି ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚାରେ ଅଛି। https://twitter.com/Suvbharat_Times ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଲୋକସଭାକୁ ଯାଇଛନ୍ତି ଅପରାଜିତା Read more
Year: 2020
ପଶ୍ଚିମବଙ୍ଗରେ ଅନୁକମ୍ପା ସାଉଁଟୁଛି ବିଜେପି
Suvbharat Times http://www.suvbharattimes.in/ #Bhubaneswar 12122020- ପଶ୍ଚିମବଙ୍ଗରେ ଇମରଜେନ୍ସି ଜାରି ପାଇଁ ମସୁଧା କରୁଛି କେନ୍ଦ୍ର ସରକାର। ବିଜେପି ଅଧକ୍ଷ ଜେପି ନଡ୍ଡାଙ୍କ ଗାଡିକୁ ପଥର ଫିଙ୍ଗିବା ଘଟଣା ପରେ ରାଜ୍ୟର ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କୁ ଭୟଭୀତ କରାଯାଉଛି। ତୃଣମୂଳ କଂଗ୍ରେସ ଦଳ ଅଭିଯୋଗ କରିଛି ବିଜେପି ନେତୃତ୍ୱ ପଶ୍ଚିମବଙ୍ଗ ଦଖଲ ନିଶାରେ ଆକ୍ରୋଶମୂଳକ ପଦକ୍ଷେପ ନେବାକୁ ତତ୍ପର ହୋଇଛନ୍ତି। ପ୍ରକାରାନ୍ତରେ ପଶ୍ଚିମବଙ୍ଗ ପୋଲିସ୍ ଓ ପ୍ରଶାସନିକ ସେବାରେ ନିୟୋଜିତ ୩ ଜଣ ଅଧିକାରୀମାନଙ୍କୁ ଡେପୁଟେସନରେ Read more
ଲୋୟର୍ ପିଏମଜିରେ କାନ୍ଦୁଛନ୍ତି ସ୍ୱାସ୍ଥ୍ୟକର୍ମୀ
Suvbharat Times http://www.suvbharattimes.in/ #Bhubaneswar 10122020- “ଏଏନଏମ୍ ଦିଦି ତୁମକୁ ଧିକ୍କାର କରୁଛନ୍ତି ସୈତାନ୍ ଶାସକ। ଲୋୟର୍ ପିଏମଜିର ଆର୍ତ୍ତନାଦ କ’ଣ ତୁମ କର୍ଣ୍ଣପଟଳ ସ୍ପର୍ଶ କରୁନି ନବୀନ ବାବୁ ? ତୁମେ ନିଜ ଦକ୍ଷତା ବଳରେ ନା ବିଜୁବାବୁଙ୍କ ଦାୟାଦ ଭାବେ ଗାଦି ଦଖଲ କରି ବସିଛ ଏକଥା କେବେ ତୁମ ବିଲାୟିତି ମସ୍ତିସ୍କକୁ ଛୁଇଁଛି ? “ମା’କୁ ସମ୍ନାନ” ବିଜେଡି ନିର୍ବାଚନୀ ସ୍ଲୋଗାନର ଏକ ଅଂଶ। ହେଲେ ମିଥ୍ୟା ପ୍ରଲୋଭନ ଦେଖାଇ ଅସହାୟ ନାରୀ Read more
ମୁକ୍ତିଲାଭ କଲା ଏନ.ଏନ ଫିଲ୍ମସ୍ ପ୍ରାୟୋଜିତ ‘ସାଇ ଶଙ୍କର’
Suvbharat Times http://www.suvbharattimes.in/ #Bhubaneswar 05122020- ମ୍ୟୁଜିକ୍ ଭିଡିଓ ଗୁଡିକ ବିଂଶ ଦଶକର ପ୍ରାସଙ୍ଗିକତାରେ ଏକ ଦୁର୍ଭାଗ୍ୟଜନକ ସ୍ଲାଇଡ୍ ବୋଲି ଧାରଣା ସୃଷ୍ଟି କରିଛି। ଓଡିଶାର ଆଗଧାଡିର ଆଲବମ୍ ନିର୍ମାତା ଧୀରେ ଧୀରେ ସେମାନଙ୍କ ପ୍ରୋଗ୍ରାମିଂରୁ ଭିଡିଓ କାଟିବାରେ ଲାଗିଛନ୍ତି। ଯେତେବେଳେ ସମସାମୟିକ ମ୍ୟୁଜିକ୍ ଭିଡିଓର ଅନେକ ଶ୍ରେଷ୍ଠ ଆଇକନ୍ ଦର୍ଶକ, ପ୍ରଶଂସକଙ୍କୁ ମନେଇବାରେ ସମ୍ବଳ ବିନିଯୋଗ କରି ନିରାଶ ହେଲେଣି, ସେତେବେଳେ ବଜାର ପ୍ରବେଶ କରିଛି ଏନ.ଏନ ଫିଲ୍ମସ୍ ପ୍ରାୟୋଜିତ ସାଇ ଭଜନ “ସାଇ ଶଙ୍କର”। Read more
ସାମ୍ବାଦିକଙ୍କୁ ସହାୟତା ପ୍ରସଙ୍ଗରେ ଆଲୋଚନା
Suvbharat Times http://www.suvbharattimes.in/ #Bhubaneswar 03122020- କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଲକ୍ଷରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ। ଲକ୍ ଡାଉନ, ସଟ୍ ଡାଉନ୍ ପାଇଁ ବେରୋଜଗାରୀ ସୀମା ଲଂଘିବା ପରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେଲେ ସରକାର। କିନ୍ତୁ ବାଦ୍ ପଡିଲେ ସାମ୍ବାଦିକ। କରୋନା ସଂକ୍ରମିତ ସାମ୍ବାଦିକ ଯଦି ମରଯାନ୍ତି ତ ମିଳିବ ଆର୍ଥିକ ସହାୟତା। ମା’ ରାଣ ଢିଙ୍କି ଗିଳ୍ ଭଳି ବିଜୁ ଜନତା ଦଳ ସରକାରର ସହାୟତା Read more
ଫ୍ରଜିଟ୍ ଆଉଟଲେଟ୍ ଉଦଘାଟିତ
Suvbharat Times http://www.suvbharattimes.in/ #Bhubaneswar 02122020- ଫାଷ୍ଟଫୁଡ୍ ବଜାର ପ୍ରବେଶ କରିଛି “ରୁଚି”। ମସଲା କାରବାରରେ ଶୀର୍ଷ ଛୁଇଁଥିବା “ରୁଚି” ଭୁବନେଶ୍ୱରର ପଟିଆ ଏବଂ ଶହିଦନଗର ଅଂଚଳରେ ଦୁଇଟି ଫ୍ରଜିଟ୍ ଆଉଟଲେଟ୍ ଖୋଲି ଆଜିଠାରୁ କାରବାର ଆରମ୍ଭ କରିଛି। ଫ୍ରଜେନ ଫୁଡସ, ରେଡି ଟୁ ଇଟ୍ ଫୁଡସ୍, ବେକରି, ମୃଦ୍ୟୁ ପାନୀୟ ଉତ୍ପାଦନ ବୃଦ୍ଧି ଲକ୍ଷରେ “ରୁଚି” ଯୁବପିଢିର ଚାହିଦାକୁ ଗୁରୁତ୍ୱ ଦେଇଛି। ଯାହା ପିଜା, ବର୍ଗର, ରୋଲ୍, ସାଣ୍ଡୱିଚ୍, ପାସ୍ତା, କେକ୍, ନୁଡୁଲସ, ବିରିୟାନୀ, ପୋଡପିଠା, Read more
ସ୍ୱାସ୍ଥ୍ୟସେବାରେ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଦାବି
Suvbharat Times http://www.suvbharattimes.in/ #Berhampur 29112020 ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ଦାବି ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଏନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଏବଂ ଚାଷୀ ବିରୋଧୀ Read more
କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱାସ କରିବା ?
Suvbharat Times / http://www.suvbharattimes.in/ 27112020 ନରେନ୍ଦ୍ର ମୋଦୀ ସରକାର ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ଦେଶର କୃଷକ। ଏମାନେ ଦାବି କରୁଛନ୍ତି କୃଷି ଆଇନ ପ୍ରତ୍ୟାହାର ହେଉ। ଏମଏସପି ଗ୍ୟାରେଣ୍ଟି ଆଇନ ଏବଂ ପ୍ରସ୍ତାବିତ ବିଦ୍ୟୁତ ବିଲ୍- ୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହାକୁ ଶାଣିତ କରିବାକୁ ହଜାର ହଜାର କୃଷକ ‘ଚଲୋ ଦିଲ୍ଲୀ’ ଅଭିଯାନକୁ ଦିଲ୍ଲୀରେ ପହଁଚି ସଫଳ କରିଛନ୍ତି। କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରି ଶୀତରେ Read more
The El Dorado World Tour
Suvbharat Times http://www.suvbharattimes.in/ The El Dorado World Tour was the sixth world tour by Colombian singer Shakira, in support of her diamond-certified eleventh studio album, El Dorado. The tour began on June 3, 2018, in Hamburg, Germany, and ended on November 3, 2018, in Bogota, Colombia. It was her first tour in seven years. Comprising Read more
ସଙ୍କଟରେ ବଲିଉଡ୍ ସିନେମା ଶିଳ୍ପ
ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ୧୯୯୩ ମୁମ୍ବାଇ ବ୍ଲାଷ୍ଟ ପରେ ସଞ୍ଜୟ ଦତ୍ତଙ୍କ ସିନେମା କ୍ୟାରିୟର ଘୋର ପ୍ରଭାବିତ ହେଲା। ସଞ୍ଜୟଙ୍କ ଘରୁ ଏକେ-୪୭ ଜବତ ପରେ ତାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ୍। ୧୯୯୩ରେ ସୁବାଷ ଘାଇ ପ୍ରଯୋଜିତ ବ୍ଲକ୍ ବଷ୍ଟର ସିନେମା ଖଳନାୟକର ରିଲ୍ ଖଳନାୟକ ସଞ୍ଜୟ ଦତ୍ତ। ମୁମ୍ବାଇ ବ୍ଲାଷ୍ଟ ଘଟଣାରେ ରିଅଲ୍ ଖଳନାୟକ ଭାବେ ଧରାପଡି ଜେଲ୍ ହାଜତକୁ ଗଲେ। ଜେଲ୍ ଫେରନ୍ତା ସଞ୍ଜୟଙ୍କ ପ୍ରଥମ ସିନେମା ଥିଲା ୧୯୯୭ରେ ରିଲିଜ୍ Read more