ଜାତୀୟ

ମୃତ୍ୟୁ ପୂର୍ବରୁ ସ୍ୱଚ୍ଛ ଲିଙ୍ଗ ପାଇଁ ପ୍ରାର୍ଥନା କରନ୍ତି ହିଞ୍ଜଡ଼ା

ମୃତ୍ୟୁ ପୂର୍ବରୁ ସ୍ୱଚ୍ଛ ଲିଙ୍ଗ ପାଇଁ ପ୍ରାର୍ଥନା କରନ୍ତି ହିଞ୍ଜଡ଼ା > ଶୁଭ୍ ଭାରତ ଟାଇମ୍ସ, ୧୪/୧୦- ହଜାର ହଜାର ବର୍ଷ ଧରି ହିଞ୍ଜଡ଼ାମାନେ ଗୁପ୍ତରେ ସମାଜରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଆସୁଛନ୍ତି। ସମାଜରେ ସେମାନଙ୍କର ଅନେକ ଅଧିକାର ଥିବା ସତ୍ତ୍ୱେ, ସେମାନେ ଆମ ସମ୍ପ୍ରଦାୟର ଅନେକଙ୍କ ପାଇଁ ସାମାଜିକ ଭାବରେ ଗ୍ରହଣୀୟ ନୁହଁନ୍ତି। ସମାଜ ଦ୍ୱାରା ଗ୍ରହଣ ନହେବା ପାଇଁ, ସେମାନେ ନିଜର ଜୀବନଶୈଳୀ ସୃଷ୍ଟି କରିଛନ୍ତି ଏବଂ ସମାଜରେ ନିଜ ପାଇଁ ଏକ Read more

ଏଣ୍ଟରଟେନମେଣ୍ଟ

ଟ୍ୟାଲେଣ୍ଟ ଖୋଜୁଛି ଆମେରିକା

ଶୁଭ୍ ଭାରତ ଟାଇମ୍ସ, ୧୪/୧୦- ଆମେରିକା ସିଟିଜେନ୍ ଭାରତୀୟଙ୍କ ପ୍ରତି ଆନୁଗତ୍ୟ ଦେଖାଉଛନ୍ତି। ଭାରତୀୟ ସଂସ୍କୃତି, ପରମ୍ପରା ସହ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ମଧ୍ୟ ଆଗ୍ରହରେ ସ୍ୱାଗତ କରୁଛନ୍ତି ଆମେରିକାବାସୀ। ଯାହାର ପ୍ରମାଣ ଦେଇଛି ଆମେରିକୀୟ ଟେଲିଭିଜନ ସୋ’ ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ। ଭାରତୀୟ ପ୍ରତିଭାଶାଳୀ ଏହି ସୋ’ ଆଡକୁ ଅଧିକ ଆକର୍ଷିତ ହେଉଛନ୍ତି। ଗ୍ଲୋବାଲ ଗଟ୍ ଟ୍ୟାଲେଣ୍ଟ ଫ୍ରାଞ୍ଚାଇଜର ଏକ ଅଂଶ ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ। ସୋ’ରେ ବିଭିନ୍ନ ଦେଶର ଟ୍ୟାଲେଣ୍ଟମାନଙ୍କୁ ଦେଖିବାକୁ ମିଳୁଛି। ନାଚ, Read more

ଜୀବନଚର୍ଯ୍ୟା

ସ୍ମାର୍ଟଫୋନ୍ ପାଇଁ ଆତ୍ମହତ୍ୟା

ଶୁଭ୍ ଭାରତ ଟାଇମ୍ସ, ୧୪/୧୦- ଯୁବପିଢି ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ଟ୍ୟାବ୍ ବିନା ପାଗଳ ହେଇଯିବେ। କିନ୍ତୁ ମର୍ଡନ ଷ୍ଟଫ୍ ପାଲଟିଥିବା ଏହି ଅତ୍ୟାଧୂନିକ ଯନ୍ତ୍ରାଂଶ ଜୀବନ ନେଇଯାଏ। ଖୁବ୍ କମ୍ ଅଭିଭାବକ ଏବିଷୟରେ ଜାଣିଥାନ୍ତି। ସ୍ମାର୍ଟଫୋନ୍‌, ଲ୍ୟାପଟପ୍ କିମ୍ବା ଟ୍ୟାବ୍ ସ୍କ୍ରିନ୍‌କୁ ଅଧିକ ସମୟ ଚାହିଁଲେ ଅଥବା ବ୍ରାଉଜ୍ କଲେ ସ୍ୱାସ୍ଥ୍ୟ ପାଇଁ ନିଶ୍ଚୟ ହାନୀକାରକ। ଯଦିଓ ଏହାର ବ୍ୟବହାରକାରୀ ନିଜ ଗାଁ ଠାରୁ ଅନ୍ତରିକ୍ଷ ଯାଏଁ ବିଶ୍ୱର କୋଣ ଅନୁକୋଣ ଖବର ଯେକୌଣସି ମୁହୂର୍ତରେ ଜାଣିପାରନ୍ତି। Read more