ମହାନଗର

ସ୍ୱାସ୍ଥ୍ୟସେବାରେ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଦାବି

Suvbharat Times http://www.suvbharattimes.in/ #Berhampur 29112020 ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ଦାବି ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଏନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଏବଂ ଚାଷୀ ବିରୋଧୀ Read more

ଜାତୀୟ

କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱାସ କରିବା ?

Suvbharat Times / http://www.suvbharattimes.in/ 27112020 ନରେନ୍ଦ୍ର ମୋଦୀ ସରକାର ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ଦେଶର କୃଷକ। ଏମାନେ ଦାବି କରୁଛନ୍ତି କୃଷି ଆଇନ ପ୍ରତ୍ୟାହାର ହେଉ। ଏମଏସପି ଗ୍ୟାରେଣ୍ଟି ଆଇନ ଏବଂ ପ୍ରସ୍ତାବିତ ବିଦ୍ୟୁତ ବିଲ୍- ୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହାକୁ ଶାଣିତ କରିବାକୁ ହଜାର ହଜାର କୃଷକ ‘ଚଲୋ ଦିଲ୍ଲୀ’ ଅଭିଯାନକୁ ଦିଲ୍ଲୀରେ ପହଁଚି ସଫଳ କରିଛନ୍ତି। କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରି ଶୀତରେ Read more

ଏଣ୍ଟରଟେନମେଣ୍ଟ

The El Dorado World Tour

Suvbharat Times http://www.suvbharattimes.in/ The El Dorado World Tour was the sixth world tour by Colombian singer Shakira, in support of her diamond-certified eleventh studio album, El Dorado. The tour began on June 3, 2018, in Hamburg, Germany, and ended on November 3, 2018, in Bogota, Colombia. It was her first tour in seven years. Comprising Read more

ଏଣ୍ଟରଟେନମେଣ୍ଟ

ସଙ୍କଟରେ ବଲିଉଡ୍ ସିନେମା ଶିଳ୍ପ

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ୧୯୯୩ ମୁମ୍ବାଇ ବ୍ଲାଷ୍ଟ ପରେ ସଞ୍ଜୟ ଦତ୍ତଙ୍କ ସିନେମା କ୍ୟାରିୟର ଘୋର ପ୍ରଭାବିତ ହେଲା। ସଞ୍ଜୟଙ୍କ ଘରୁ ଏକେ-୪୭ ଜବତ ପରେ ତାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ୍। ୧୯୯୩ରେ ସୁବାଷ ଘାଇ ପ୍ରଯୋଜିତ ବ୍ଲକ୍ ବଷ୍ଟର ସିନେମା ଖଳନାୟକର ରିଲ୍ ଖଳନାୟକ ସଞ୍ଜୟ ଦତ୍ତ। ମୁମ୍ବାଇ ବ୍ଲାଷ୍ଟ ଘଟଣାରେ ରିଅଲ୍ ଖଳନାୟକ ଭାବେ ଧରାପଡି ଜେଲ୍ ହାଜତକୁ ଗଲେ। ଜେଲ୍ ଫେରନ୍ତା ସଞ୍ଜୟଙ୍କ ପ୍ରଥମ ସିନେମା ଥିଲା ୧୯୯୭ରେ ରିଲିଜ୍ Read more

ଜୀବନଚର୍ଯ୍ୟା

ସେକ୍ସ ଜୀବନର ଅଭିନ୍ନ ଅଂଶ

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ସମ୍ଭୋଗ ବା ସେକ୍ସର ସମୀକରଣ କରିବା ମୁସ୍କିଲ୍ ବ୍ୟାପାର। ମନ୍ଦିର ଗାତ୍ରରେ ଖୋଦିତ ଶୀଳା ହେଉ କିମ୍ବା, ସାମ୍ପ୍ରତିକ ନ୍ୟୁଜ୍ ମ୍ୟାଗଜିନରେ ଦେଖିବାକୁ ମିଳୁଥିବା ପ୍ରେମୀ ଯୁଗଳବନ୍ଦୀଙ୍କ ନିବିଡତାର ଛବି। ସେସବୁ କେବଳ ସେକ୍ସ ଓ ସମ୍ମୋହନକୁ ପ୍ରମାଣିତ କରୁଛି। ଆପଣଙ୍କର କିମ୍ବା ଆମ୍ଭର ଯୁକ୍ତି ସେସବୁକୁ ସେକ୍ସ ଏଲିମେଂଟସ୍ ବୋଲି ପ୍ରମାଣିତ କରିପାରୁନେ। ଏଭଳି ପ୍ରତ୍ୟୟ ହୋଇଛି ବର୍ତ୍ତମାନ ପ୍ରଚଳିତ ସେକ୍ସର ଭାବାର୍ଥ https://twitter.com/suvbharat_times ସେକ୍ସକୁ ଖୋଲା ବଜାର କରିଥିବା Read more

ଜାତୀୟ

ପର୍ଯ୍ୟାପ୍ତ ସୁନାର ଭଣ୍ଡାର କେ.ଜି.ଏଫ୍‌

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ପ୍ରେକ୍ଷାଳୟରେ ଆଶାତୀତ ରୋଜଗାର କରିଛି କେ.ଜି.ଏଫ୍‌। ଭାରତରେ ମହଜୁଦ୍ ସୁନା ଖଣି ଉପରେ ପର୍ଯ୍ୟବସିତ କେ.ଜି.ଏଫ୍ ସିନେମାରୁ ଦର୍ଶକ ଭରପୁର ମଜା ନେଇଛନ୍ତି। ସିନେମା ରିଲିଜ୍ ପରେ ଅନେକଙ୍କ ପ୍ରଶ୍ନ, ସତରେ କଣ ଆମ ଦେଶରେ ଗୋଲ୍ଡ ଫିଲ୍ଡ ଥିଲା, ନା ଏହା କୌଣସି କାଳ୍ପନିକ କାହାଣୀ! ମାତ୍ର, ଏହା ସତ୍ୟ ଯେ, କେ.ଜି.ଏଫରେ ବିପୁଳ ସୁନା ମହଜୁଦ୍ ଅଛି। କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ଶହେ କିଲୋମିଟର ଦୂରବର୍ତ୍ତୀ କୋଲାର ଗୋଲ୍ଡ Read more

ଏଣ୍ଟରଟେନମେଣ୍ଟ

ଆଶ୍ରମରେ ବେଶ୍ୟାବୃତ୍ତି

Suvbharat Times 12102020- ହଟ୍ ସେନସସେନ୍ ତ୍ରୀଧା ଚୌଧୂରୀ ଓରଫ୍ ବବିତା। ବେଶ୍ୟାବୃତ୍ତି ଛାଡି ବାବା ନିରାଲାଙ୍କ ଶିଷ୍ୟଙ୍କୁ ବିବାହ କରିଥିଲେ ବବିତା। ସ୍ୱାମୀ ଥିଲେ ଢୋଙ୍ଗି ବାବାର ଅନ୍ଧଭକ୍ତ। ଚଉଠୀ ରାତିରେ ପତ୍ନୀ ବବିତାଙ୍କୁ ବାବା ନିରାଲା ସହ ଶୋଇବାକୁ ଭେଟି ରୂପେ ପଠାଇ ଦେଲେ ସ୍ୱାମୀ। twitter.com/@suvbharat_times ଏମଏକ୍ସ ପ୍ଲେୟାର୍ ୱେବ୍ ସିରିଜ୍ “ଆଶ୍ରମ” ଫେମ୍ ତ୍ରିଧା ଚୌଧୂରୀ। ପ୍ରକାଶ ଝା ପ୍ରଡକ୍ସନର ଏହି ଭାରତୀୟ ଅପରାଧ ଡ୍ରାମା ଖୁବ୍ ପ୍ରଶଂସା ପାଇଛି। ୱେବ୍ Read more

ଏଣ୍ଟରଟେନମେଣ୍ଟ

ଫ୍ୟାସନ ପାଲଟିଛି ବିଚ୍ଛେଦ

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ବଲିଉଡ ଆକ୍ଟର ଆକ୍ଟ୍ରେସ ଖୁବ୍‌ଶୀଘ୍ର ପ୍ରେମରେ ପଡନ୍ତି। ମନୋମାଳିନ୍ୟ ମାତ୍ରେ ବିନା ଦ୍ୱିଧାରେ ଡିଭର୍ସ ନିଅନ୍ତି। ଏସବୁ ଘଟଣା ବଲିଉଡର ଫ୍ୟାସନ୍ ପାଲଟିଛି। ଏଭଳି ଏକ ଉଦାହରଣ ରଖିଛନ୍ତି ଭେଟେରାନ୍ ସଲିମ୍ ଖାଁଙ୍କ ପୁତ୍ର ଅଭିନେତା ଅରବାଜ୍ ଖାଁ। ମଲାଇକା ଆରୋରାଙ୍କ ସହ୧୯ ବର୍ଷର ବୈବାହିକ ଜୀବନ କାଟିବା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତି ନେଇଥିଲେ।  କୋର୍ଟରେ ଡିଭର୍ସ ପେପର୍ସ ଦାଖଲ କଲେ। ଅଦାଲତ ରାୟ ଶୁଣାଣି Read more

ଆନ୍ତର୍ଜାତୀୟ

ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍

ଶୁଭ୍ ଭାରତ ଟାଇମ୍ସ, ୦୭/୧୧/୨୦୨୦- ୭୭ ବର୍ଷୀୟ ବୟସ୍କ ବ୍ୟକ୍ତି ଜୋ ବାଇଡେନ୍ ହେବାକୁ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି। ଏନୱାଇଟି ଅନୁଯାୟୀ, ପେନସିଲଭାନିଆରେ ବିଜୟ ସହ ବାଇଡେନ୍ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ଭୋଟ୍ ସଂଗ୍ରହ କରିଥିଲେ। ତେବେ ୪ଟି ରାଜ୍ୟରେ ଗଣନା ଜାରି ରହିଛି। ବାଇଡେନ୍ ଏପର୍ଯ୍ୟନ୍ତ ୭କୋଟିରୁ ଅଧିକ ଭୋଟ୍ ପାଇଛନ୍ତି। ଏହାପୂର୍ବରୁ କୌଣସି ରାଷ୍ଟ୍ରପତି ଏତେ ଭୋଟ୍ ପାଇନାହାଁନ୍ତି। ଆରିଜୋନାରେ ବାଇଡେନଙ୍କର ୨୦ ହଜାରରୁ ଅଧିକ ଭୋଟ୍ ରହିଛି। ଜର୍ଜିଆରେ ସେ ୭ ହଜାରରୁ Read more

ଆନ୍ତର୍ଜାତୀୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ରେସ୍‌’ରେ ଆଗୁଆ ଜୋ ବାଇଡେନ୍

ଶୁଭ୍ ଭାରତ ଟାଇମ୍ସ, ୦୫/୧୧- ୨୦୨୦ ଆମେରିକୀୟ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି ଡେମୋକ୍ରାଟ ପାର୍ଟି ନେତା ଜୋ ବାଇଡେନ୍। ବୁଧବାର ମିଚିଗାନ୍ ଏବଂ ୱିସ୍କୋନସିନ୍ ବିଜୟ ସମେତ ଆବଶ୍ୟକୀୟ ୨୭୦ଟି ନିର୍ବାଚନୀ କଲେଜ ଭୋଟ୍ ମଧ୍ୟରୁ ୨୬୪ଟି ଅକ୍ତିଆର କରି ବିଜୟ ସମ୍ଭାବନା ସୁଦୃଢ କରିଛନ୍ତି ବାଇଡେନ୍। ପ୍ରତିଦ୍ୱନ୍ଦି ଡୋନାଲ୍ଡ ଟ୍ରମ୍ପ୍ ମୈନେ ବିଜୟ ସହ ବୁଧବାର ଫଳାଫଳ ସୁଦ୍ଧା୨୧୪ କଲେଜ୍ ଭୋଟ୍ ମଧ୍ୟରେ ସୀମିତ ଅଛନ୍ତି। କିନ୍ତୁ ଫଳାଫଳକୁ ଚ୍ୟାଲେଞ୍ଜ Read more