ଜୀବନଚର୍ଯ୍ୟା

ସମଲିଙ୍ଗୀଙ୍କ ସମ୍ପର୍କରେ ବଲିଉଡ୍ ଅଭିନେତ୍ରୀ

Suvbharat Times/ Bhubaneswar http://www.suvbharattimes.in/ 10012021- ବଲିଉଡର ନାମୀଦାମୀ ଅଭିନେତ୍ରୀମାନେ ସମଲିଙ୍ଗୀଙ୍କ ସମ୍ପର୍କରେ ଅଛନ୍ତି।  ଘଟଣାକୁ ନେଇ ଚର୍ଚ୍ଚା ହେବାରେ ସିନେ ବଜାର ହୁଲସ୍ତୁଲ୍। ସମଲିଙ୍ଗୀ ଜଣକ ପେଶାରେ ଫ୍ୟାସନ୍ ଡିଜାଇନର୍। ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, କରିନା କପୁର୍, ଦୀପିକା ପଦୁକୋନ୍, ଅନୁଷ୍କା ଶର୍ମାଙ୍କ ଭଳି ବଲିଉଡ୍ ଅଭିନେତ୍ରୀମାନେ ତାଙ୍କ ସହ ନିବିଡ ସମ୍ପର୍କରେ ଅଛନ୍ତି। ଚର୍ଚ୍ଚା ଉପରୁ ପର୍ଦା ହଟିବା ପରେ ଘଟଣା ସହ ଆଉ ଏକ ଟୁଇଷ୍ଟ୍ ସିନେ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। Twitter/ Read more