ମହାନଗର

୨୩ ବର୍ଷରେ ବିଜେଡି

୨୩ ବର୍ଷରେ ବିଜେଡି > ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୬/୧୨- ଆଜି (୨୬ ଡିସେମ୍ବର, ୨୦୧୯) ବିଜୁ ଜନତା ଦଳକୁ ୨୩ ଛୁଇଁଛି। ୧୯୯୭ ଡିସେମ୍ବର ୨୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ଲାଭ କରିଥିବା ଏହି ଦଳ ଓଡ଼ିଶାରେ ବିପୁଳ ଜନସମର୍ଥନ ହାସଲ କରିଛି, ଲଗାତର ୫ଥର କ୍ଷମତା ଦଖଲ କରି ୨ଟି ଜାତୀୟ ଦଳକୁ ବିରୋଧୀ ଆସନରେ ବସାଇ ଆସୁଛି। ଦଳର ବିଜୟ ପଛରେ ଲୁଚି ରହିଛି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ବିଜେଡି ଓଡ଼ିଶାରେ ଖୁବ୍ ପ୍ରଭାବଶାଳୀ ଓ ନମ୍ବର ୱାନ୍ ଦଳ ଭାବେ ନିଜକୁ ସାବ୍ୟସ୍ତ କରିଛି। ଆଜି ୨୨ ବର୍ଷ ପୁର୍ତ୍ତି ଅବସରରେ ଅପରାହ୍ନରେ ଦଳୀୟ ମୂଖ୍ୟାଳୟରେ ପାଳିତ ହେଉଛି ୨୩ତମ ପ୍ରତିଷ୍ଠା ଦିବସ। ଏନେଇ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, “ଏକ ଆଞ୍ଚଳିକ ଦଳ ଭାବରେ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ଦଳର ମୂଳ ଲକ୍ଷ୍ୟ, ଏଥିପାଇଁ ଆମେ ଜାଗ୍ରତପ୍ରହରୀ ଭାବେ କାମ କରିଚାଲିଛୁ” >follow us: http://twitter.com/@Suvbharat_Times

One Reply to “୨୩ ବର୍ଷରେ ବିଜେଡି

  1. Somebody necessarily help to make significantly articles I’d state. That is the very first time I frequented your website page and so far? I surprised with the analysis you made to make this actual put up amazing. Great job!

Leave a Reply

Your email address will not be published. Required fields are marked *