ଧର୍ମ

ଅକ୍ଷର ପୁରୁଷ ପରଂବ୍ରହ୍ମ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ସୃଷ୍ଟିର ଦର୍ଶନରେ ସ୍ରଷ୍ଟାଙ୍କୁ ଉପଲବ୍ଧି କରିହୁଏ। ସୃଷ୍ଟିର ପ୍ରାରମ୍ଭରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସ୍ୱରୂପରେ ବ୍ରହ୍ମ ବିକଟିତ ହୋଇଥିଲେ। ବ୍ରହ୍ମା ଓ ବିଷ୍ଣୁ କିଏ କାହାଠାରୁ ବଡ ବୋଲି କୌଣସି ସିଦ୍ଧାନ୍ତରେ ପହଁଚିନପାରି, ମହେଶ୍ୱରଙ୍କ ଆଦି ଅନ୍ତ ଅନ୍ୱେଷଣରେ ମଗ୍ନ ହେଲେ।

ଶେଷରେ ପ୍ରଭାସ ତୀର୍ଥରେ ବ୍ରହ୍ମା ଓ ବିଷ୍ଣୁଙ୍କୁ ଜ୍ୟୋତିର୍ଲିଂଗ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହେଲା। ମର୍ତ୍ତ୍ୟ ଲୋକର କଲ୍ୟାଣ ନିମନ୍ତେ ଦେବାଧିଦେବ ମହାଦେବ ଦ୍ୱାଦଶ ଜ୍ୟୋତିର୍ଲିଂଗ ସ୍ୱରୂପ ଧାରଣ କରିଥିଲେ, ତ୍ରେତୟା, ଦ୍ୱାପର ଯୁଗରୁ ପୂଜାପାଇ ଆସୁଥିବା ଜ୍ୟୋତିର୍ଲିଂଗ କଳି ଯୁଗରେ ଅକ୍ଷର ପୁରୁଷ ପରଂବ୍ରହ୍ମ।

Leave a Reply

Your email address will not be published. Required fields are marked *