ପେଜ୍-ଥ୍ରୀ

SARA ALI KHAN IS CURRENTLY IN LONDON

Sara Ali Khan is an Indian actress who works in Hindi films. A member of the Pataudi family, she is the daughter of actors Amrita Singh and Saif Ali Khan and the paternal granddaughter of Mansoor Ali Khan Pataudi and Sharmila Tagore. Born: 12 August 1995 (age 23 years), Mumbai, Height: 1.63 m Education : Columbia University (2016), Upcoming movie: Untitled Read more

ବିଜ୍ଞାନ

ତ୍ରିମୂର୍ତ୍ତି > ସୃଷ୍ଟି, ସ୍ଥିତି ଓ ଲୟର ସମଷ୍ଟି

ଆଦିତ୍ୟ ବିକ୍ରମ ପଟ୍ଟନାୟକ > ବୌଦ୍ଧ ଧର୍ମର ତ୍ରିମୂର୍ତ୍ତି ଆମର ଧ୍ୟାନକୁ ସେହି ଦିଗକୁ ଆକର୍ଷିତ କରୁଛି। ଆମକୁ କିଛି କହିବାକୁ ଚାହୁଁଛି। ହିନ୍ଦୁଙ୍କର ତ୍ରିମୂର୍ତ୍ତି ଏବଂ ପ୍ରତ୍ୟେକ ଧର୍ମର ଏହି ପବିତ୍ର ତ୍ରିମୂର୍ତ୍ତି ପଛରେ ଗୁଢ ରହସ୍ୟ ଛୁପି ରହିଛି। ଏହାକୁ ଜାଣିବା ପାଇଁ ଯଦି ଧର୍ମ ପୁସ୍ତକର ପୃଷ୍ଠା ଓଲଟାଇବାକୁ ପଡ଼େ, ତେବେ ଦେଖିବା ପୁରା ମାନବ ଇତିହାସରେ ‘୩’ ସଂଖ୍ୟାର ଏକ ଅଦ୍ଭୂତ ମହତ୍ୱ ରହିଛି। ହେଲେ କାହିଁକି? ବାସ୍ତବରେ ଏହି ‘୩’ Read more

ସ୍ୱାସ୍ଥ୍ୟ

ଫିମେଲ୍ କଣ୍ଡୋମ୍

ଡାକ୍ତର ଶୁଭଶ୍ରୀ ମିଶ୍ର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ, ୦୫ ଜୁନ୍, ୨୦୧୯- ବିଦେଶରେ ରହୁଥିବା ମୋ’ ସ୍କୁଲ ବେଳର ବାନ୍ଧବୀ ଅର୍ଚ୍ଚିତାକୁ ବହୁଦିନ ପରେ ଭୁବନେଶ୍ୱରରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଭେଟିଲି। ଅନେକ ବର୍ଷଧରି ଦୁଇ ବାନ୍ଧବୀ ଅଲଗା ହୋଇଯାଇଥିବାରୁ ଖୁସି ଗପସପ ଭିତରେ କିଏ କାହାର ବୃତ୍ତି ବିଷୟରେ ନା ଜାଣିଥିଲେ କିମ୍ବା ଥିଲା ଯୋଗାଯୋଗ। ମୁଁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ଡାକ୍ତରାଣୀ ଆଉ ସିଏ ଜଣେ ଆଇଟି କମ୍ପାନୀର Read more

ସମ୍ପାଦକୀୟ

ଅମାବାସ୍ୟାର ଚନ୍ଦ୍ର

ଡ଼ଃ.ଅରୁନ୍ଧତୀ ଦେବୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ, ୩୦ ଜୁନ୍ ୨୦୧୯- ବାରିଷ୍ଟର ଗୋବିନ୍ଦ ଦାସ, ସୁପ୍ରିମକୋର୍ଟରେ ଓକିଲାତି କରିଥିବା ପ୍ରଥମ ଓଡ଼ିଆ ଆଇନଜୀବୀ। ଜୀବନ କାଳରେ ସେ ଆଇନ ଜଗତରେ ଯେତିକି ପ୍ରସିଦ୍ଧ, ସାହିତ୍ୟ ଦୁନିଆରେ ମଧ୍ୟ ସେତିକି ପରିଚିତ ଥିଲେ। ‘ଅମାବାସ୍ୟାର ଚନ୍ଦ୍ର’ ତାଙ୍କର ସାହିତ୍ୟିକ ପ୍ରତିଭାର ସାର୍ଥକ ଅଭିବ୍ୟକ୍ତି। ୧୯୬୪ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା। ୨୦୦୮ରେ ତାଙ୍କର ପରଲୋକ ବେଳକୁ ଏହାର ୨୫ତମ ସଂସ୍କରଣ ବଜାରରେ ମିଳୁଥିଲା। ଆଲୋଚକ Read more

ବିଜ୍ଞାନ

ରହସ୍ୟମୟ ସ୍ମାରକ

ଆଦିତ୍ୟ ବିକ୍ରମ ପଟ୍ଟନାୟକ, ୧୯ ଜୁନ୍, ୨୦୧୯- ବିଶାଳକାୟ ପ୍ରସ୍ତର ସ୍ତମ୍ଭ, ଯାହାଦ୍ୱାରା ନିର୍ମାଣ ହୋଇଥିଲା  ସ୍ୱର୍ଗକୁ ଯିବା ରାସ୍ତା। ଏହି ସ୍ଥାନରେ ମନୁଷ୍ୟ ଈଶ୍ୱରଙ୍କ ସହ ମିଶିବା ଭଳି ଅନୁଭବ କରୁଥିଲା। ମନୁଷ୍ୟକୁ ଏହି ସ୍ଥାନଟି ଅଦ୍ଭୂତ ଲାଗୁଥିଲା। ବିଚିତ୍ର କଳାକୃତି, ଯେଉଁଗୁଡ଼ିକୁ ମାଟିର ଗଭୀର ଗର୍ତ୍ତ ଗୁଡ଼ିକରେ ପୋତା ଯାଇଥିଲା। ପ୍ରସ୍ତର ସ୍ମାରକର ଶୀର୍ଷ ଭାଗରେ ପ୍ରାଚୀନ ମନୁଷ୍ୟ ମୁଖାକୃତି ଲମ୍ବା ପତଳା ନାକ, ପତଳା ଓଠ ଓ ଆଖି ସାଦୃଶ୍ୟ ଖୋଦେଇ ଆଦି Read more

ପେଜ୍-ଥ୍ରୀ

ଛୁପା ରୁସ୍ତମ୍

ଶୁଭ୍ ଭାରତ ଟାଇମ୍ସ, ୧୨ ଜୁନ୍, ୧୯- ଗୀତ ଗାଇବା ତାଙ୍କର ରୁଚି। ଏଥିପାଇଁ ଦିନେ ହେଲେ କୌଣସି ଗୁରୁଙ୍କ ସହାୟତାର ଆବଶ୍ୟକ ପଡିନି। ପ୍ରସିଦ୍ଧ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତି(ଖୋକା ଭାଇ) ଏବଂ ହିନ୍ଦି ଚଳଚିତ୍ର ସଙ୍ଗୀତର ବାଦଶାହା କିଶୋର ଦା’ ଗାଇଥିବା ଗୀତଗୁଡିକୁ ଶୁଣି ମନ ଭିତରେ ଗୁଣଗୁଣ କରିବାରେ ସେ ଥିଲେ ଓସ୍ତାଦ୍। କିନ୍ତୁ କେବେ ଭାବିନଥିଲେ କି ତାଙ୍କ ଭିତରେ ଏକ ମଧୂର ସ୍ୱର ଲୁଚି ରହିଛି। ସାଙ୍ଗସାଥି ମେଳରେ ଏମିତି Read more

ମହାନଗର

୫୦ ହଜାର ଶ୍ରମିକଙ୍କ ଦାନାପାଣି ବନ୍ଦ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୧୨ ଜୁନ୍, ୧୯- ଦୀର୍ଘ ଦଶନ୍ଧି ଧରି ଯାହା ଉପରେ ନିର୍ଭର କରୁଥିଲା ପରିବାରର ଦାନାପାଣି ତାହା ଆଜି ଉଜାଡ଼ି ଦେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଆଜକୁ ମାସେ ହେଇଗଲା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଗଲାନାହିଁ। ହାତରେ କାମଧନ୍ଦା ନାହିଁ କିମ୍ବା ପାଖରେ ଅର୍ଥ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତି ସେମାନଙ୍କୁ ଉପାସ ଭୋକରେ କାଳାତିପାତ କରିବାକୁ ବାଧ୍ୟ କରିଛି। ସେମାନେ ଯେଉଁଠୁ ଆସିଥିଲେ, ସେଠାକୁ ଫେରିବା ମଧ୍ୟ Read more

ବିଜ୍ଞାନ

ଈଶ୍ୱରଙ୍କ ସ୍ୱର

ଆଦିତ୍ୟ ବିକ୍ରମ ପଟ୍ଟନାୟକ, ୧୦ ଜୁନ୍ ୧୯- ପ୍ରାଚୀନ ଭାରତୀୟଙ୍କ ଦ୍ୱାରା ରଚିତ ବିଭିନ୍ନ ପାଣ୍ଡୁଲିପିରେ ଲୁଚି ରହିଛି ସେହି ଗୁପ୍ତ ଉପାୟ ଯାହାର ପ୍ରୟୋଗ ଦ୍ୱାରା ସର୍ବପ୍ରାଚୀନ ଇମାରତ୍ ଆଜି ଯାଏଁ ବି ଅକ୍ଷୁର୍ଣ୍ଣ ରହିଛି। ଏଥିରେ ଆକାଶରେ ନିର୍ମିତ ସହର ବିଷୟରେ ମଧ୍ୟ ବିସ୍ତୃତ ତଥ୍ୟ ରହିଛି। ପୂର୍ବ କାଳରେ ରଚିତ ‘ସୁଶ୍ରୁତସଂହିତା’ରେ ଶଲ୍ୟଚିକିତ୍ସାର ବର୍ଣ୍ଣନା କରାଯାଇଛି। ଆଜି ଆଧୁନିକ ମନୁଷ୍ୟ ମନରେ ପ୍ରଶ୍ନ ଆସୁଛି କି ତେବେ କ’ଣ ପ୍ରାଚୀନ ଭାରତ ଏହିସବୁ Read more

ଆନ୍ତର୍ଜାତୀୟ

ଲିଓନାର୍ଡ଼ୋ ଡି ସର୍ ଡା ଭିନସି : ମୋନାଲିସାର ସ୍ରଷ୍ଟା

ଶୁଭ୍ ଭାରତ ଟାଇମ୍ସ, ୦୭ ଜୁନ ୧୯- ଇଟାଲୀୟ ଚିତ୍ରଶିଳ୍ପୀ ଲିଓନାର୍ଡ଼ୋ ଡି ସର୍ ଡା ଭିନସି, ୧୫୦୩-୦୬ ମଧ୍ୟରେ ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଛବି ଭାବେ ପରିଗଣିତ ମୋନାଲିସା’ର ସ୍ରଷ୍ଟା। ମୋନାଲିସାକୁ ଫ୍ଲୋରେନ୍ସର ବ୍ୟବସାୟୀ ଫ୍ରାନସିସକୋ ଡେଲ୍ ଜିଓକୋଣ୍ଡୋଙ୍କ ତୃତୀୟ ପତ୍ନୀ ଲିସା ଡି ନୋଲଡୋ ଘେରାରଡିନିଙ୍କ ପ୍ରତିକୃତି ଭାବେ ଗ୍ରହଣ କରାଯାଇଛି। ମୋନାଲିସା ଛବିର ଭୂରୁ ନାହିଁ। ସେହି ସଭ୍ୟତାରେ ସଂଭ୍ରାନ୍ତ ଇଟାଲୀୟ ମହିଳାମାନେ ଭୂରୁକୁ କ୍ଷୌର କରି ପକାଉଥିଲେ। ଡା ଭିନସି Read more

ବିଜ୍ଞାନ

ଆର୍କ ଅଫ୍‍ କୋଭେନାଣ୍ଟ୍‍

ଆଦିତ୍ୟ ବିକ୍ରମ ପଟ୍ଟନାୟକ, ୮ ଜୁନ, ୧୯- ପ୍ରାଚୀନ ଧାର୍ତ୍ମକ ଉପଲବ୍‍ଧିର ଏକ କୌତୁହଳପ୍ରଦ ବସ୍ତୁ ‘ଆର୍କ ଅଫ୍‍ କୋଭେନାଣ୍ଟ’ ବା ସୁବର୍ଣ୍ଣ ମଞ୍ଜୁଷା। ଯାହା ସର୍ବପ୍ରାଚୀନ ଏବଂ ଦୀର୍ଘ ବିଶ୍ୱାସର ଉତ୍ସ ବୋଲି ପବିତ୍ର ବାଇବେଲ୍‍ ଦର୍ଶାଇଛି। ଏହି କାଷ୍ଠ ନିର୍ମିତ ରହସ୍ୟମୟ ମଞ୍ଜୁଷା ଅତିଭୌତିକ ଶକ୍ତିପୁଞ୍ଜକୁ ନିୟନ୍ତ୍ରଣ କରିବାର କ୍ଷମତା ହାସଲ କଲା ପରେ ଏହାକୁ ସୁବର୍ଣ୍ଣ ଛାଉଣୀ କରାଯାଇଥିଲା। ସେହି ଶକ୍ତିପୁଞ୍ଜ, ଯାହାକୁ ୧୦ଟି ଅଲୌକିକ ଦୈବ ଆଜ୍ଞା ବୋଲି ବାଇବେଲ୍‍ ବର୍ଣ୍ଣନା Read more