ଆନ୍ତର୍ଜାତୀୟ

ପାକିସ୍ତାନ : ୪ ଦିନରେ ଫାଶୀ ଦଣ୍ଡାଦେଶ

ଶୁଭ୍ ଭାରତ ଟାଇମ୍ସ (ସୋର୍ସ୍)– ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା। ୬ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ପାକିସ୍ତାନ ଅଦାଲତ ଅଭିଯୁକ୍ତକୁ ମାତ୍ର ୪ ଦିନରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ସୂତ୍ର ଅନୁସାରେ, ଗତ ଜାନୁଆରି ୫ରେ ଲାହୋର ନିକଟରେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସମଗ୍ର ପାକିସ୍ତାନକୁ ସ୍ତବ୍ଧ କରିଦେଇଥିଲା। ଘଟଣାକୁ ନେଇ ବିଦେଶରେ ମଧ୍ୟ ଖୁବ୍ ଚର୍ଚା ହୋଇଥିଲା। ଦୁଷ୍କର୍ମକାରୀ ନାବାଳିକାକୁ ପ୍ରଥମେ ଅପହରଣ କରିବା ପରେ ଦୁଷ୍କର୍ମ କରି ଶେଷରେ ହତ୍ୟା Read more

ସ୍ୱାସ୍ଥ୍ୟ

ସଡ଼କ ଯାତ୍ରା ଓ ମାନସିକ ବିକୃତି

ଡାକ୍ତର ସମ୍ରାଟ କର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଭାବେ ପାଳିତ ହୋଇଥାଏ। ସଡ଼କ ଦୁର୍ଘଟଣା ଓ ସଡ଼କରେ ଯାତ୍ରା ନେଇ ଗାଡ଼ି ଚାଳକଙ୍କ ଠାରୁ ପଦଚାଳକଙ୍କ ପର୍ଯ୍ୟନ୍ତ ସଚେତନତାର ସୂଚନା ଦେବା ପାଇଁ ପ୍ରତିବର୍ଷ ଏହି ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସଡ଼କରେ ଯାତ୍ରା ପାଇଁ ସମସ୍ତଙ୍କୁ ଆନନ୍ଦ ଲାଗେ। ଆକାଶ ପଥରେ ବିମାନ ଯାତ୍ରା ହେଉ ବା ଜଳଯାତ୍ରା ଭାବରେ ଡଙ୍ଗା Read more

ଧର୍ମ

ଉତିଷ୍ଠତ ଜାଗ୍ରତ

ନିଶିକାନ୍ତ ପାଢୀ, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ- ‘ଉତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ, କ୍ଷୁରସ୍ୟ ଧାରା ନିଶିତା ଦୁରତ୍ୟୟା ଦୁର୍ଗଂ ପଥସ୍ତକୁ ବୟୋ ବଦନ୍ତି’। କଠୋପନିଷଦ ପ୍ରଥମ ଅଧ୍ୟାୟର ତୃତୀୟ ବଲ୍ଲାର ଏହା ହେଉଛି ୧୪ ତମ ଶ୍ଳୋକ। ଏହାର ଅର୍ଥ ହେଲା, ହେ ମନୁଷ୍ୟ। ଜାଗ୍ରତ ହୁଅ, ଉଠ ଠିଆ ହୁଅ। ଶ୍ରେଷ୍ଠ ଓ ଜ୍ଞାନୀ ପୁରୁଷଙ୍କ ଠାରୁ ଜ୍ଞାନଲାଭ କରି ପରମାତ୍ମା ତତ୍ୱକୁ ଜାଣ। ଏହାକୁ ଆଧାର କରି ସୁପ୍ତ ମାନବ ଜାତିକୁ Read more

ସ୍ୱାସ୍ଥ୍ୟ

ଲୁଚିରହେ ଲ୍ୟୁପସ୍

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ଲ୍ୟୁପସ୍ ଏକପ୍ରକାର ରୋଗ ଯେଉଁଥିରେ ପ୍ରତିରୋଧକ ଶକ୍ତି ତ୍ରୁଟିପୂର୍ଣ୍ଣ ଭାବେ କାର୍ଯ୍ୟ କରେ। ଏହାକୁ ବି ସିଷ୍ଟମିକ ଲ୍ୟୁପସ୍ ଏରିଥିମାଟୋସ କୁହାଯାଏ। ଏହି ରୋଗରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ସୁସ୍ଥ କୋଷଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଲାଟିନ୍ ଭାଷା ଲ୍ୟୁପ୍ ର ଅର୍ଥ ହେଟାବାଘ ବା ଗଧିଆ ଯେଉଁଥିରୁ ଏହି ରୋଗର ନାମ ଆସିଛି। ଏହା ଶରୀରର ଯେକୌଣସି ଅଂଶକୁ ସଂକ୍ରମିତ କରିପାରେ, ଅଙ୍ଗ ଫୁଲିଯାଏ, Read more

ସମ୍ପାଦକୀୟ

ପରିଚୟ

ମନୋରଞ୍ଜନ ପଟ୍ଟନାୟକ- ଭାରତରେ ରାଜନୈତିକ ପରିବେଶ ପାଇଁ ଏକ ଚର୍ଚ୍ଚିତ ବିଷୟବସ୍ତୁ ପାଲଟି ଯାଇଛନ୍ତି ଭାରତୀୟ ମୁସଲୀମ୍। ଦେଶ ସ୍ୱାଧୀନତା ପୂର୍ବରୁ ଏମାନଙ୍କୁ ନେଇ ଚାଲିଛି ଖେଳ। ପୂର୍ବାପର ଭୁଲ୍ ସୁଧାରିବାକୁ ଯାଇ ରାଜୀବ ଗାନ୍ଧୀ ସରକାର ଆରମ୍ଭ କରିଥିଲେ ମୁସଲୀମ୍ ସନ୍ତୁଷ୍ଟିକରଣ ପ୍ରକ୍ରିୟା। ପ୍ରାୟତଃ ସେହି ସମୟ ଠାରୁ ଏହି ସମ୍ପ୍ରଦାୟ ବିଭିନ୍ନ ଅଭିଯୋଗର ଶିକାର ହେଉଛନ୍ତି। ୧୯୭୦ ବେଳକୁ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ଦେଖାଦେଲା। ୧୯୮୦ ସୁଦ୍ଧା ମୁସଲମାନମାନେ ଭାରତ ପ୍ରତି ଆନୁଗତ୍ୟ Read more

ବିଜ୍ଞାନ

ଆଲବର୍ଟ ଆଇନଷ୍ଟାଇନ୍ ଓ ନକଲି ଗେଷ୍ଟ୍

ଶ୍ରୀଜାଶ୍ରୀ ତ୍ରିପାଠୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ, ୧/୨/୨୦୧୮- ଏମିତି ଏହି ପୃଥିବୀରେ ବହୁ ବିଖ୍ୟାତ ବୈଜ୍ଞାନିକ ଅଛନ୍ତି ସେମାନଙ୍କ ଜୀବନକାଳ ମଧ୍ୟରେ ବେଳେ ବେଳେ ହାସ୍ୟରସାତ୍ମକ ମୁହୁର୍ତ୍ତ ଆସିଯାଇଥାଏ। ଯାହା ଆମ୍ଭମାନଙ୍କୁ ବହୁ ଆନନ୍ଦ ଦିଏ। ସେହିଭଳି ଏକ ଘଟଣା ଘଟିଥିଲା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଜୀବନରେ। ଏକଦା ଆଇନଷ୍ଟାଇନଙ୍କୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ନିମନ୍ତ୍ରଣ କରାଗଲା। ସମସ୍ତ ପଦାର୍ଥ ବିଜ୍ଞାନର ପ୍ରଫେସରମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷାରତ ଥିଲେ। ସେମାନେ କେବେ ଆଇନଷ୍ଟାଇନଙ୍କୁ Read more

ଏଣ୍ଟରଟେନମେଣ୍ଟ

ପ୍ରତିକ୍ରିୟା

ମନୋରଞ୍ଜନ ପଟ୍ଟନାୟକ – ଭୂଲ୍ ପରେ ପଶ୍ଚାତାପ ମନକୁ ଶାନ୍ତ୍ୱନା ଦିଏ। ଏହା ସମାଧାନ ନୁହେଁ କେବଳ ଫାଲତୁ ଚିନ୍ତାରୁ ମୁକ୍ତି ପାଇବାର ମାଧ୍ୟମ। ପ୍ରେୟସୀ ମନରେ ଲାଗିଥିବା ଆଘାତ ଯେ ଏହାଦ୍ୱାରା ପ୍ରଶମିତ ହୋଇଯିବ କହିବା ବାହୁଲ୍ୟ ମାତ୍ର। ଜୀବନର ପ୍ରତ୍ୟେକ ସମୟ ସହ ଯୋଡି ହୋଇଥାଏ ଏକ ସମ୍ଭାବନାର ବୀଜ। ଯାହା ସ୍ୱର୍ଗରୁ ପ୍ରେରିତ। ମନ ଯଦି ଅଭିମାନ ମାୟା ଜାଲରେ ଛନ୍ଦି ହେଲା ତେବେ ସେ ଅମୃତରୁ ବଂଚିତ ହେବା ସ୍ୱାଭାବିକ। ଏଭଳି ତିକ୍ତ Read more

ଏଣ୍ଟରଟେନମେଣ୍ଟ

ପ୍ରତିବିମ୍ବ

ମନୋରଞ୍ଜନ ପଟ୍ଟନାୟକ –ଡର ଲାଗୁଛି, ମାନେ ତୁମେ କହିଲ ତୁମକୁ ଡର ଲାଗୁଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ତୁମ ସହରଟି ଖୁବ୍ ଛୋଟ। ତା’ର ସୀମିତ ପରିଧି ମଧ୍ୟରେ ଛନ୍ଦି ହୋଇଛି ଅଂଚଳବାସୀଙ୍କ ଦୈନନ୍ଦିନର ଜୀବନଶୈଳୀ। ସେଠାରେ ଛୁଂଚିଟିଏ ପଡିଗଲେ ଭିଡ ଭିତରେ ବି ଜାଣିବା ସହଜ। ତୁମେ ବୁଦ୍ଧିମତୀ, ଭଲ ଷ୍ଟୁଡେଂଟ୍, ତୁମ ଇଲାକାର ଲୋକଙ୍କୁ ଚିହ୍ନିବାରେ ଭୂଲ୍ କରିନଥିବ। ସେଦିନ ତୁମେ ନେଇଥିବା ତ୍ୱରିତ୍ ନିଷ୍ପତି ମୋତେ ବିଚଳିତ କରିଥିଲା, କିନ୍ତୁ ଠିକ୍ Read more