ଇ-ପେପର

ସମ୍ପର୍କର ତିନୋଟି ଫର୍ଦ୍ଦ-୧

ସମ୍ପର୍କର ତିନୋଟି ଫର୍ଦ୍ଦ-୧ > ମନୋରଞ୍ଜନ ପଟ୍ଟନାୟକ – www.suvbharattimes.in ଭଲ ପାଇବାର ଲୋଭ ମୋତେ ଏତେ ସ୍ୱାର୍ଥପର କରିଦେଇଥିଲା ଯେ, ମୁଁ ତୁମ ପ୍ରତି ଅନ୍ୟାୟ କରିଚାଲିଲି। ମନ ଭିତରେ ସାଇତା ହୋଇଥିବା ଅଭିମାନ ମୋତେ ବାନ୍ଧି ରଖିଥାଏ । ମୁଁ ଏବେ ସୁଦ୍ଧା ବୁଝିପାରୁନି ମୁଁ କାହିଁକି ଏଭଳି ଘଟଣାକୁ ପ୍ରଶୟ ଦେଇଥିଲି !ଭଲ ପାଇବାର ଏକତରଫା ବିଚାର ବିଚଳିତ କଲା। ମୁଁ ନିଜକୁ ଆୟତ କରିବାର ସାମର୍ଥ୍ୟ ହରାଇ ବସିଥିଲି। ବିବ୍ରତ ଅବସ୍ଥାରେ Read more

ଇ-ପେପର

ସମ୍ପର୍କର ତିନୋଟି ଫର୍ଦ୍ଦ-୨

ସମ୍ପର୍କର ତିନୋଟି ଫର୍ଦ୍ଦ-୨ > ମନୋରଞ୍ଜନ ପଟ୍ଟନାୟକ www.suvbharattimes.in ଏବେବି ପବନରେ ଭାଷି ଆସୁଛି ତୁମ ଦେହର ବାସ୍ନା, ମୋ’ ନିଶ୍ୱାସରେ ମୁଁ ତୁମକୁ ଅନୁଭବ କରୁଛି। ତୁମେ ମୋ’ ଚେତନାରେ ଯୋଡି ହେବା ମାତ୍ରେ ତୁମ ସ୍ପର୍ଶରେ ମୋ’ ଦେହ ଶିହରି ଉଠୁଛି। ମୋତେ ଅନୁଭବ ହେଉଛି ତୁମେ ଯେପରି ମୋ’ ଚାରିପାଖରେ ଘୁରି ବୁଲୁଛ। କେମିତି ଥିଲା ଏହାର ଆରମ୍ଭ! ରିଭର୍ସ ମାରିବା ମାତ୍ରେ ତୁମର ଛୋଟ ଛୋଟ ଅସ୍ପଷ୍ଟ କଥା ମୋତେ ବିଚଳିତ Read more

ଇ-ପେପର

ସମ୍ପର୍କର ତିନୋଟି ଫର୍ଦ୍ଦ-୩

ସମ୍ପର୍କର ତିନୋଟି ଫର୍ଦ୍ଦ -୩ > ମନୋରଞ୍ଜନ ପଟ୍ଟନାୟକ www.suvbharattimes.in ଏତେ ନିବିଡତା ମଧ୍ୟରେ ମୋ’ ମନର ଆଖି ସାମ୍ନାରୁ ତୁମେ ଯଦି ସାମାନ୍ୟ ଦୂରେଇ ଯାଉଛ ମୋତେ ଲାଗେ ମୋ’ କପାଳ ଫାଟି ଯାଉଛି। ଏଥିପାଇଁ ଭାବିନେଇଥିଲି କି ମୁଁ ଯଦି ମାର୍କ ଟ୍ୱାଇନଙ୍କ ଭଳି ଅନ୍ଧ ହୋଇଥାନ୍ତି, ତେବେ ତ ଦେଖିବା ଅସମ୍ଭବ ହେଇଥାନ୍ତା। ମୁଁ ହଜି ଯିବାକୁ ଚାହୁଁଥିଲି ତୁମ ସ୍ୱପ୍ନରେ। ମୁଁ କଳ୍ପନା କରୁଥିଲି, ତୁମ ସହ ସମ୍ପର୍କର ଖିଅ ଏତେ ମଜବୁତ୍ Read more