ସ୍ୱାସ୍ଥ୍ୟ

ବ୍ରେନ୍ ଟ୍ୟୁମରର କାରଣ ଅଗରବତୀ ଧୂଆଁ

ଶୁଭ୍ ଭାରତ ଟାଇମ୍ସ, ୧୨/୧୦- ସିଗାରେଟ୍ ଧୂଆଁ ଏବଂ ଧୂପକାଠିର ଧୂଆଁ ଉଭୟ ହାନୀକାରକ। ଅଗରବତୀ ଧୂଆଁ ପାଇଁ ଶିଶୁ ଲ୍ୟୁକୋମିଆର ଶିକାର ହୁଅନ୍ତି। ବ୍ରେନ୍ ଟ୍ୟୁମରର ଅନ୍ୟତମ କାରଣ ମଧ୍ୟ ଜଳୁଥିବା ଅଗରବତୀର ଧୂଆଁ। ଅଗୁରୁ କାଠ ଓ ଚନ୍ଦନକାଠରେ ପ୍ରସ୍ତୁତ ଅଗରବତୀ ଧୂଆଁ ଏବଂ ସିଗାରେଟ ଧୂଆଁ ମଧ୍ୟରେ ତୁଳନା ପରେ ଜଣାଗଲା ଧୂପକାଠି ଧୂଆଁ ସହ ମିଶ୍ରିତ ମ୍ୟୁଟାଜେନିକ୍ ପଦାର୍ଥ ଶରୀରର ଜିନ୍ ସଂରଚନାରେ ପରିବର୍ତନ ଆଣିପାରେ। ସିଗାରେଟ୍ ଧୂଆଁ ଠାରୁ ଅଗରବତୀ Read more

ସ୍ୱାସ୍ଥ୍ୟ

Do and Don’t’ to fight Coronavirus

Do and Don’t to fight Coronavirus > Suvbharat Times, 10/03- A private school in Varanasi has started a ‘corona class’ for students. They are given information about the virus and the precautionary measures needed to escape being infected. It is a novel method to create awareness about the coronavirus and remove misconceptions about it. It Read more

ସ୍ୱାସ୍ଥ୍ୟ

ସଚେତନ ରୁହନ୍ତୁ : କର୍କଟ ଓ ଯକୃତ ରୋଗରୁ ମିଳିବ ମୁକ୍ତି

ସଚେତନ ରୁହନ୍ତୁ : କର୍କଟ ଓ ଯକୃତ ରୋଗରୁ ମିଳିବ ମୁକ୍ତି > ଶୁଭ୍ ଭାରତ ଟାଇମ୍ସ, ୨୦/୨- ବିଶ୍ୱରେ ୮୦ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ କର୍କଟ ରୋଗରେ ଜୀବନ ହରାଉଛନ୍ତି। ସମସ୍ତଙ୍କର ଧାରଣା ଯେ, ଏହା ଏକ ଦୁରାରୋଗ୍ୟ ବ୍ୟାଧି, ଏହି ରୋଗ ଭଲ ହୁଏନା। କିନ୍ତୁ ଏ ଧାରଣା ଭୁଲ୍। ପ୍ରାଥମିକ ଅବସ୍ଥାରେ ଏହି ରୋଗ ଭଲ ହୋଇପାରେ। ସେହିଭଳି ହେପାଟାଇଟିସ୍ ‘ବି’ ମଧ୍ୟ ଏକ ସଂକ୍ରାମକ ରୋଗ। ହେପାଟାଇଟିସ ‘ବି’ ଭୂତାଣୁ ଦ୍ୱାରା Read more

ସ୍ୱାସ୍ଥ୍ୟ

କଙ୍ଗାରୁ ମଦର କେୟାର କିଟ୍

ଶୁଭ୍ ଭାରତ ଟାଇମ୍ସ, ୧୯/୨- ମା’ କୋଳର ଉଷ୍ମତା ହିଁ ନବଜାତ ଶିଶୁର ରକ୍ଷାକବଚ। ଶିଶୁର ଅଧିକ କେୟାର ନେବା ଲାଗି କଙ୍ଗାରୁ ମଦର କେୟାର କିଟ୍ ବ୍ୟବହାର କରିବା ଦରକାର। ଏହା ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଖୁବ୍ ଲାଭଦାୟକ। କଙ୍ଗାରୁ ମଦର କେୟାର ଏଭଳି ଏକ କିଟ୍ ଯାହା ଶିଶୁ ଗର୍ଭରେ ଥିବାବେଳେ ଯେଉଁ ଉଷ୍ମତା ଅନୁଭବ କରିଥାଏ ଏହି କିଟ୍ ମଧ୍ୟରେ ମଧ୍ୟ ସେଭଳି ଅନୁଭବ କରେ। କଙ୍ଗାରୁ ମଦର କେୟାର କିଟ୍ ଭିତରେ Read more

ସ୍ୱାସ୍ଥ୍ୟ

ପ୍ରଜନନ କ୍ଷମତା ହରାଉଛନ୍ତି ମହିଳା

ଶୁଭ୍ ଭାରତ ଟାଇମ୍ସ, ୧୯/୨- ସମ୍ପ୍ରତି ମହିଳାଙ୍କ ପ୍ରଜନନ କ୍ଷମତା ଗୁରୁତର ଭାବରେ ପ୍ରଭାବିତ ହେଉଛି। ଆବଶ୍ୟକତା ଠାରୁ ଓଜନ କମ୍ ଥିଲେ ସନ୍ତାନ ଜନ୍ମ ବା ପ୍ରଜନନ କ୍ଷମତା ସ୍ୱାଭାବିକ ଭାବେ ଦୁର୍ବଳ ହୋଇଥାଏ। ଏଥିପାଇଁ ଟିଭି ଚ୍ୟାନେଲରେ ପ୍ରସାରିତ ବିଭିନ୍ନ ପ୍ରକାର ବ୍ୟାୟାମ ଦେଖି ମହିଳା ନିଜେ ଫିଟ୍ ରହିବାକୁ ଚେଷ୍ଟା କରନ୍ତି। ସ୍ଲିମ୍ ଓ ଶକ୍ତିଶାଳୀ ହେବାରେ ବ୍ୟାୟାମ ସହାୟକ ହେଉଥିଲେ ବି ଅଧିକ ବ୍ୟାୟାମ କରିବା ଯୋଗୁ ଗର୍ଭାଶୟ ପ୍ରଭାବିତ ହେଉଛି। Read more

ସ୍ୱାସ୍ଥ୍ୟ

ଅବୈଧ ଗର୍ଭପାତ

ଡାକ୍ତର ଶୁଭଶ୍ରୀ ମିଶ୍ର, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ, ୦୯/୦୧- ୧୯୭୧ରେ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଆକ୍ଟ ବଳରେ ଗର୍ଭପାତକୁ ବୈଧ କରାଗଲା। ଯାହାର ମୂଳଲକ୍ଷ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। ସ୍ୱାସ୍ଥ୍ୟଗତ ଦିଗକୁ ଲକ୍ଷ୍ୟ କରି ସନ୍ତାନ ଜନ୍ମ ବେଳେ ମା’ର ଜୀବନ ପ୍ରତି ବିପଦ ଥିଲେ ଏମଟିପି ନିୟମ ସହାୟତାରେ ଗର୍ଭପାତ କରାଯାଉଥିଲା। ଯଦ୍ୱାରା ଅସୁରକ୍ଷିତ ଗର୍ଭପାତ ଜନିତ ମାତୃମୃତ୍ୟୁହାର ହ୍ରାସ ପାଇଥିଲା। ତା’ଛଡା ଧର୍ଷଣର ସାମ୍ନା କରିଥିବା ମହିଳା ଗର୍ଭଧାରଣ କଲେ ଆଇନ Read more

ସ୍ୱାସ୍ଥ୍ୟ

ଗର୍ଭାଶୟ ପ୍ରତିରୋପଣ

ଡାକ୍ତର ଶୁଭଶ୍ରୀ ମିଶ୍ର, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ, ୨୧/୧୨- ଗର୍ଭାଶୟ ନଥାଇ ବି ମହିଳାମାନେ ସେମାନଙ୍କ ଗର୍ଭରେ ସନ୍ତାନଙ୍କୁ ଧରିପାରିବେ ଏବଂ ଏହା ସମ୍ଭବ ହୋଇପାରିବ ଗର୍ଭାଶୟ ପ୍ରତିରୋପଣ ଦ୍ୱାରା। ସାରା ବିଶ୍ୱରେ ଏହି ଆଡ଼ଭାନ୍ସ ଟେକ୍ନୋଲୋଜି ଦ୍ୱାରା ଗର୍ଭାଶୟ ନଥାଇ ଜନ୍ମ ହୋଇଥିବା ମହିଳାମାନଙ୍କ ପାଇଁ କିମ୍ବା କୌଣସି ରୋଗ ହେତୁ ଗର୍ଭାଶୟ ହରାଇ ଦେଇଥିବା ମହିଳାମାନଙ୍କ ପାଇଁ ଗର୍ଭାଶୟ ପ୍ରତିରୋପଣ ଏକ ନୂଆ ମାଧ୍ୟମ ରୂପେ ଉଭା ହୋଇଛି। ରିପ୍ରଡକ୍ଟିଭ ମେଡ଼ିସିନ Read more

ସ୍ୱାସ୍ଥ୍ୟ

ଫୋବିୟା ଭର୍ଷେସ୍ ସାଇକୋଥେରାପି

ଡାକ୍ତର ସମ୍ରାଟ କର, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ,୨୫.୧୧- ଫୋବିୟା ହେଉଛି କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟ। ଯେପରିକି କେତେକ ଲୋକ ଭିଡ଼ ଭିତରକୁ ଯିବାକୁ ଭୟ କରନ୍ତି, ଉଚ୍ଚ ସ୍ଥାନକୁ ଯିବାକୁ ଭୟ କରନ୍ତି, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି, କୌଣସି ଜୀବଜନ୍ତୁ କିଛି କ୍ଷତି କରିବ ନାହିଁ ଜାଣି ମଧ୍ୟ ତାକୁ ଭୟ କରନ୍ତି। ସେଥିଯୋଗୁଁ ସେମାନେ ସେହି ସ୍ଥାନ, ବସ୍ତୁ ବା କାର୍ଯ୍ୟଠାରୁ Read more

ସ୍ୱାସ୍ଥ୍ୟ

ଆତ୍ମହତ୍ୟାରେ ରେକର୍ଡ଼

ଡାକ୍ତର ସମ୍ରାଟ କର, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ, ୨୪.୧୧- ଚଳିତ ସପ୍ତାହର ଏକ ଅଭାବନୀୟ ବଡ଼ ଖବର ହେଉଛି ଭୁବନେଶ୍ୱର ବାଣିବହାର ପରିସରସ୍ଥିତ ସୁଉଚ୍ଚ ପାଣି ଟାଙ୍କି ଉପରେ ଜଣେ ଉଦ୍ଭ୍ରାନ୍ତ ଓ ମାନସିକ ଭାବେ ରୁଗ୍ଣ ଯୁବକର ଆତ୍ମହତ୍ୟା ଉଦ୍ୟମ। ଏହି ସମୟରେ ମନେପଡ଼ୁଛି ଭାରତରେ ଇତିହାସ ସୃଷ୍ଟି କରିଥିବା ସ୍ମରଣୀୟ “ସୋଲେ’ ଚଳଚ୍ଚିତ୍ରର ବିରୁ ଭୂମିକାରେ ଅଭିନୟ କରିଥିବା ଧର୍ମେନ୍ଦ୍ରଙ୍କର ସେହିପରି ଏକ ପାଣି ଟାଙ୍କି ଉପରେ ନିଜ ବିବାହ ପାଇଁ Read more

ସ୍ୱାସ୍ଥ୍ୟ

ଆଇଭିଏଫ୍ ମାଧ୍ୟମରେ ସନ୍ତାନ

ଡାକ୍ତର ଶୁଭଶ୍ରୀ ମିଶ୍ର, ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ, ୧୧.୧୧- ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ନେଲାପର୍ତ୍ତିପାଡ଼ୁ ଗାଁର ଇ.ରାଜା ରାଓଙ୍କ ସ୍ତ୍ରୀ ଏରାମତ୍ତି ମାଙ୍ଗାୟାମ୍ମା କୋଠପେଟସ୍ଥିତ ଏକ ଘରୋଇ ହସ୍ପିଟାଲରେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଇନ୍ଭିଟ୍ରୋ ଫର୍ଟିଲାଇଜେଶନ ପଦ୍ଧତିରେ ସେ ଗର୍ଭଧାରଣ କରିଥିଲେ। ସନ୍ତାନ ଜନ୍ମ କରିବାରେ ସେ ଭାରତର ସବୁଠୁ ବୟସ୍କା ମାଆ ବୋଲି ଡାକ୍ତର କହିଛନ୍ତି। ୭୪ ବର୍ଷୀୟା ଏହି ମହିଳା ହେଉଛନ୍ତି ସନ୍ତାନ ଜନ୍ମ କରିବାରେ ଭାରତର ସବୁଠୁ ବୟସ୍କା ମାଆ। Read more