ଶବ୍ଦର ଖେଳ

ପ୍ରତିଶୃତି

ମନୀଷା ପଟ୍ଟନାୟକ, ଶୁଭ୍ ଭାରତ ଟାଇମ୍ସ- ମୁଁ କଳ୍ପନା କରେ, ତୁମ ସହ ସମ୍ପର୍କର ଖିଅ ଏତେ ମଜବୁତ୍ ହେଉ ଯାହା ଈଶ୍ୱରଙ୍କ ଇଚ୍ଛା ବିନା କେବେ ଅନ୍ୟ କାହାର ଚେଷ୍ଟାରେ ଛିଣ୍ଡିନଯାଉ। ଖୁସି ଟିକେ ପାଇଁ ତୁମେ ଏତେ ଦିନ ଧରି ମୋତେ ଟଲରେଟ୍ କରି ଆସିଛ। ସେଥିପାଇଁ ପରୀକ୍ଷା ପରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଛି ତୁମକୁ। ତୁମ ଆଗରେ ତୁମ ପରିବାର ଓ ମୁଁ। ଏଇ ଦୁଇଟି ସମସ୍ୟାରୁ ଗୋଟିଏ ଚିରାଚରିତ; ଯେଉଁଥିରେ Read more

ଶବ୍ଦର ଖେଳ

ମକର ମହୋତ୍ସବ

ନାରାୟଣ ଚନ୍ଦ୍ର ଦାଶ, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ- ବସନ୍ତ ଋତୁର ବର୍ଣ୍ଣନା କରି କବି ଗଙ୍ଗାଧର ମେହେର ଲେଖିଥିଲେ, “ବସନ୍ତ ଆଗମ ବାରତା ପ୍ରସରିଲା ଭୂବନେ, ପାଦପ ଆନୀତ ପତର ପରଭୃତ ପଠନେ, ଗ୍ରହରାଜ କର୍ଣ୍ଣେ ପଡିଲା ଋତୁ ସମ୍ରାଟ ଭାଷା, ଗମିଲେ ସରଳ ପଥରେ ତେଜି ଦକ୍ଷିଣା ଆଶା।”କବି ଗଙ୍ଗାଧର ମେହେର ସୂର୍ଯ୍ୟଦେବଙ୍କୁ ଗ୍ରହରାଜ ଆକ୍ଷ୍ୟା ଦେବା ସହ ତାଙ୍କୁ ସକଳ ଶକ୍ତିର ଆଧାର ବୋଲି ଦର୍ଶାଇଛନ୍ତି। ବସନ୍ତ ଆଗମନରେ ଧରାପୃଷ୍ଠରେ ଧିରେ Read more

ଶବ୍ଦର ଖେଳ

ରସିକ କବି ୟିଟସ୍

ଶାରଦା ପ୍ରସନ୍ନ ବେହେରା, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ସାହିତ୍ୟରେ ନୋବେଲ ପାଇଥିବା ପ୍ରଥମ ଆଇରିସ୍ ଲେଖକ ହେଉଛନ୍ତି ୱିଲିଅମ୍ ବଟଲର୍ ୟିଟସ୍। ସେ ଥିଲେ କବି, ପ୍ରାବନ୍ଧିକ, ନାଟ୍ୟକାର ତଥା ରାଜନୀତିଜ୍ଞ। ୧୯୨୩ରେ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ପ୍ରସିଦ୍ଧ ନାଟ୍ୟଗୁଡ଼ିକ ହେଉଛି ଦ କାଉଣ୍ଟେସ୍ କାଥଲିନ୍, ଦ ଲାଣ୍ଡ ଅଫ୍ ହାର୍ଟସ୍ ଡିଜାୟାର ଓ କାଥଲିନ୍ ନିହୁଲିହାନ୍। ଦ ଟାୱାର, ଦ ଉଇଣ୍ଡିଙ୍ଗ୍ ଷ୍ଟେୟାର୍, ଏ ଫୁଲ ମୁନ୍ ଇନ୍ ମାର୍ଚ୍ଚ ଆଦି Read more

ଶବ୍ଦର ଖେଳ

ସାମ୍ୟବାଦ ଅନୁଚିନ୍ତକ ଭଗବତୀ ପାଣିଗ୍ରାହୀ

ଡ଼ଃ.ଅରୁନ୍ଧତୀ ଦେବୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ,୧୫/୩/୨୦୧୮- ଓଡ଼ିଶାରେ ସାମ୍ୟବାଦୀ ଚିନ୍ତନ ଓ ତତ୍କାଳୀନ ବିଂଶ ଶତାବ୍ଦୀର ତୃତୀୟ ଦଶକରେ ରାଜନୈତିକ ମହଲକୁ ଚର୍ଚ୍ଚିତ କରିଥିବା ବିରାଟ ବଡ଼ ବ୍ୟକ୍ତିତ୍ୱ ଥିଲେ ଭଗବତୀ ଚରଣ ପାଣିଗ୍ରାହୀ। ରାଜନୈତିକ କ୍ଷେତ୍ରରେ ବଡ଼ ବିଚିତ୍ରତା ଥିଲା ଏହା ଯେ ଭଗବତୀ ଚରଣ ପାଣିଗ୍ରାହୀ ସମସ୍ତଙ୍କ ପ୍ରିୟ ବାପୁଜୀଙ୍କର ଅହିଂସାର ପଥକୁ ଗ୍ରହଣ ନକରି କମ୍ରେଡ୍ ଲେଲିନଙ୍କ ଚିନ୍ତନକୁ ଆପଣାଇଥିଲେ। ପାଣିଗ୍ରାହୀଙ୍କ ନେତୃତ୍ୱ ସମର୍ଥନରେ ଓଡ଼ିଶାରେ ବିଶେଷକରି ଯୁବକମାନଙ୍କ ମଧ୍ୟରେ Read more

ଶବ୍ଦର ଖେଳ

ପ୍ରତିକ୍ରିୟା

ମନୀଷା ପଟ୍ଟନାୟକ, ମିଡ଼ିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ଭୂଲ୍ ପରେ ପଶ୍ଚାତାପ ମନକୁ ଶାନ୍ତ୍ୱନା ଦିଏ। ଏହା ସମାଧାନ ନୁହେଁ କେବଳ ଫାଲତୁ ଚିନ୍ତାରୁ ମୁକ୍ତି ପାଇବାର ମାଧ୍ୟମ। ପ୍ରେୟସୀ ମନରେ ଲାଗିଥିବା ଆଘାତ ଯେ ଏହାଦ୍ୱାରା ପ୍ରଶମିତ ହୋଇଯିବ କହିବା ବାହୁଲ୍ୟ ମାତ୍ର। ଜୀବନର ପ୍ରତ୍ୟେକ ସମୟ ସହ ଯୋଡି ହୋଇଥାଏ ଏକ ସମ୍ଭାବନାର ବୀଜ। ଯାହା ସ୍ୱର୍ଗରୁ ପ୍ରେରିତ। ମନ ଯଦି ଅଭିମାନ ମାୟା ଜାଲରେ ଛନ୍ଦି ହେଲା ତେବେ ସେ ଅମୃତରୁ ବଂଚିତ Read more

ଶବ୍ଦର ଖେଳ

ପ୍ରତିବିମ୍ବ

ମନୀଷା ପଟ୍ଟନାୟକ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ଡର ଲାଗୁଛି, ମାନେ ତୁମେ କହିଲ ତୁମକୁ ଡର ଲାଗୁଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ତୁମ ସହରଟି ଖୁବ୍ ଛୋଟ ଆଉ ସଂସ୍କୃତି ସମ୍ପର୍ଣ୍ଣ। ତା’ର ସୀମିତ ପରିଧି ମଧ୍ୟରେ ଛନ୍ଦି ହୋଇଛି ଅଂଚଳବାସୀଙ୍କ ଦୈନନ୍ଦିନର ଜୀବନଶୈଳୀ। ସେଠାରେ ଛୁଂଚିଟିଏ ପଡିଗଲେ ଭିଡ ଭିତରେ ବି ଠଉରେଇବା ସହଜ। ତୁମେ ବୁଦ୍ଧିମତୀ, ଜଣେ ଭଲ ଷ୍ଟୁଡେଂଟ୍, ତୁମ ଇଲାକାର ଲୋକଙ୍କୁ ଚିହ୍ନିବାରେ ଭୂଲ୍ କରିନଥିବ। ସେଦିନ Read more