ପେଜ୍-ଥ୍ରୀ

ସମୟ ମିଳିଲେ ଓଡ଼ିଆ ଖାଦ୍ୟର ଟେଷ୍ଟ୍ ନେବେ ଜରୀନ୍‌ ଖାନ୍

ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୦.୧୧- ‘ଓଡ଼ିଶା କୁଇନ୍‌-୨୦୧୯’ ବିୟୁଟି ପ୍ୟାଜେଣ୍ଟର ଗ୍ରାଣ୍ଡ ଫିନାଲେରେ ଜଜ୍‌ ଭାବେ ଯୋଗ ଦେବାକୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍‌। ଏହା ହେଉଛି ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ଏଥର ତାଙ୍କୁ ସମୟ ମିଳିଲେ ସେ ଓଡ଼ିଶା ଖାଦ୍ୟର ଟେଷ୍ଟ୍ ନେବେ ବୋଲି କହିଛନ୍ତି। ଓଡ଼ିଶା କୁଇନ୍‌-୨୦୧୯’ର ଫାଇନାଲ୍‌ ରାଉଣ୍ଡ ପୂର୍ବରୁ ପ୍ରତିଯୋଗୀମାନଙ୍କୁ ନେଇ ଚାରୋଟି ପର୍ଯ୍ୟାୟରେ ଅଡିସନ୍‌ ହୋଇଥିଲା। ଏଥିରେ ମୋଟ୍‌ ୨୧ ଜଣ Read more

ପେଜ୍-ଥ୍ରୀ

ସିଲଭର ଗାନ୍ଧୀ ଭୂମିକାରେ ହିତେନ୍ ତେଜୱାନୀ

ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୮.୧୦- ଓଡ଼ିଆ ଫିଲ୍ମ ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ଅବିନାଶ ନନ୍ଦଙ୍କ ଆଗାମୀ ହିନ୍ଦି ମୁଭି ‘ସିଲଭର ଗାନ୍ଧୀ’ର ସୁଟିଂ ଶେଷ ହୋଇଛି। ଏଥିପାଇଁ ଭୂବନେଶ୍ୱର ଓ କଟକ ଦ୍ୱୈତ ନଗରୀର ବିଭିନ୍ନ ଲୋକେସନକୁ ଚୁଜ୍ କରାଯାଇଥିଲା। ଫିଲ୍ମର ଲିଡ୍ ରୋଲ୍ ରେ ଅଛନ୍ତି ‘କ୍ୟୁଁକି ଶାଶ୍ ଭି କଭି ବୋହୁ ଥି ଫେମ୍’ ହିତେନ୍ ତେଜୱାନୀ ଓ ପଶ୍ଚିମବଙ୍ଗ ମନୋରଞ୍ଜନ ଦୁନିଆର ହଟ୍ ଆସେଟ ଅନନ୍ୟା ସେନ୍ ଗୁପ୍ତା। କାହାଣୀରେ ସ୍ପେଶାଲ୍ Read more

ପେଜ୍-ଥ୍ରୀ

ବିଗ୍ ବସ୍-୧୩: ଫାଷ୍ଟ ଏଲିମିନେସନ ରାଉଣ୍ଡରେ ବିଦାୟ ନେବେ ୨ କଣ୍ଟେଷ୍ଟାଣ୍ଟ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୧୨.୧o- ସଲମାନ ଖାନଙ୍କ ସୋ’ ବିଗ୍ ବସ୍ -୧୩ ଆରମ୍ଭରୁ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଥିଲା। ସୋ’ରେ କଣ୍ଟେଷ୍ଟାଣ୍ଟଙ୍କ ମଧ୍ୟରେ ଚାଲିଥିବା ଲଢାଇ ଝଗଡ଼ା ଏବଂ ରୋମାନ୍ସ ଦର୍ଶକଙ୍କୁ ଏଣ୍ଟରଟେନିଙ୍ଗ ଲାଗୁଥିଲା। ତେବେ ଏଲିମିନେସନ ପ୍ରସଙ୍ଗରେ ଶୁକ୍ରବାର ଖୋଦ୍ ବିଗ୍ ବସ୍ ହୋଷ୍ଟ ସଲମାନ ଖାନ୍ ଅଡିୟାନ୍ସଙ୍କୁ ସୂଚନା ଦେଇସାରିଛନ୍ତି ଯେ ସୋ’ର ଫାଷ୍ଟ ଏଲିମିନେସନ ରାଉଣ୍ଡରେ ୨ ଜଣଙ୍କୁ ବିଗ୍ ବସ୍  ଘରୁ ବିଦାୟ ଦିଆଯିବ। ଯେହେତୁ ସେମାନଙ୍କ Read more

ପେଜ୍-ଥ୍ରୀ

ବିଗ୍ ବସ୍ ହାଉସ୍’ରେ ଅମୀଷା ମିଷ୍ଟ୍ରି

ମୁମ୍ବାଇ, ଶୁଭ୍ ଭାରତ ଟାଇମ୍ସ, o୧.୧o- ଆରମ୍ଭ ହୋଇଛି ବିଗ୍ ବସ୍ ସିଜିନ- ୧୩, ଯେଉଁଥିରେ ‘କହୋନା ପ୍ୟାର୍ ହେ’ ଫେମ୍ ଚୁଲବୁଲ୍ ଅମୀଷା ପଟେଲଙ୍କ ଯୋଗଦାନ ଦେଖିବାକୁ ମିଳିଛି। ଅମୀଷା ଏହି ସିଜିନରେ ପୁରା ଘର ସମ୍ଭାଳିବେ। ଏହି ଲୋକପ୍ରିୟ ରିୟଲିଟି ସୋ’ର ପ୍ରିମିୟର ଡେ’ରେ ହୋଷ୍ଟ୍ ସଲମାନ୍ ଖାନ୍ ଅମୀଷାଙ୍କୁ ବିଗ୍ ବସ୍ ହାଉସ୍ ର ମାଲକିନ୍ ବୋଲି ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି। ସମସ୍ତ କଣ୍ଟେଷ୍ଟାଣ୍ଟଙ୍କୁ ଗୃହର ମର୍ଯ୍ୟାଦା ବଜାୟ ରଖିବାକୁ ଗମ୍ଭୀରବାଣୀ ଶୁଣାଇବା ସହ Read more

ପେଜ୍-ଥ୍ରୀ

ସାୟ ରା ନରସିଂହା ରେଡ୍ଡି ବନାମ ୱାର୍

ଚେନ୍ନାଇ, ଶୁଭ୍ ଭାରତ ଟାଇମ୍ସ, o୧.୧o- ସାଉଥ ସୁପରଷ୍ଟାର ଚିରଞ୍ଜିବୀ ଆକ୍ସନ କିଙ୍ଗ୍ ଭାବେ ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବହୁ ସୁପରହିଟ୍ ମୁଭି ଗିଫ୍ଟ ଦେଇଥିବା ଏହି ମେଗାଷ୍ଟାର ଅଭିନୀତ ‘ସାୟ ରା ନରସିଂହା ରେଡ୍ଡି’ ବୁଧବାର ପ୍ରେକ୍ଷାଳୟକୁ ଆସୁଛି। ଏଥିରେ ଭେଟେରାନ୍ ଅମିତାଭ୍ ବଚ୍ଚନଙ୍କ ଯୋଗଦାନ ପାଇଁ ଫିଲ୍ମଟି ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ଆୟ କରିବ ବୋଲି ପ୍ରଡକ୍ସନ ହାଉସ ଆଶାବାଦୀ। ଦୀର୍ଘ ବ୍ୟବଧାନ ପରେ ଚିରଞ୍ଜିବୀ ‘ସାୟ ରା ନରସିଂହା Read more

ପେଜ୍-ଥ୍ରୀ

ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ପାଇଁ ଅମିତାଭ ବଚ୍ଚନ ମନୋନୀତ

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୨୪.o୯- ଫ୍ରେଞ୍ଚ ଡିରେକ୍ଟର୍ ଫ୍ରାଙ୍କୋଇସ ଟ୍ରୁଫୋର୍ଡ଼ଙ୍କ ବୟାନ ଅନୁସାରେ ‘’ୱାନ ମ୍ୟାନ ଇଣ୍ଡଷ୍ଟ୍ରି’’ ଭାବେ ପରିଚିତ ହିନ୍ଦୀ ସିନେ ଦୁନିଆର ଦିଗ୍ଗଜ ବିଗ୍‌ ବି ଅମିତାଭ ବଚ୍ଚନ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହା ନିଶ୍ଚିତ ରୂପେ ଏକ ବଡ ଖବର। ଅମିତାଭଙ୍କର ଆଜୀବନ ସାଧନା ଓ ସିନେ ଜଗତ ପ୍ରତି ମହାର୍ଘ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଁ ଯୋଗ୍ୟ Read more

ପେଜ୍-ଥ୍ରୀ

Sara Ali Khan was in London

Sara Ali Khan is an Indian actress who works in Hindi films. A member of the Pataudi family, she is the daughter of actors Amrita Singh and Saif Ali Khan and the paternal granddaughter of Mansoor Ali Khan Pataudi and Sharmila Tagore. Born: 12 August 1995 (age 23 years), Mumbai, Height: 1.63 m Education : Columbia University (2016), Upcoming movie: Untitled Read more

ପେଜ୍-ଥ୍ରୀ

ଛୁପା ରୁସ୍ତମ୍

ଶୁଭ୍ ଭାରତ ଟାଇମ୍ସ, ୧୨ ଜୁନ୍, ୧୯- ଗୀତ ଗାଇବା ତାଙ୍କର ରୁଚି। ଏଥିପାଇଁ ଦିନେ ହେଲେ କୌଣସି ଗୁରୁଙ୍କ ସହାୟତାର ଆବଶ୍ୟକ ପଡିନି। ପ୍ରସିଦ୍ଧ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତି(ଖୋକା ଭାଇ) ଏବଂ ହିନ୍ଦି ଚଳଚିତ୍ର ସଙ୍ଗୀତର ବାଦଶାହା କିଶୋର ଦା’ ଗାଇଥିବା ଗୀତଗୁଡିକୁ ଶୁଣି ମନ ଭିତରେ ଗୁଣଗୁଣ କରିବାରେ ସେ ଥିଲେ ଓସ୍ତାଦ୍। କିନ୍ତୁ କେବେ ଭାବିନଥିଲେ କି ତାଙ୍କ ଭିତରେ ଏକ ମଧୂର ସ୍ୱର ଲୁଚି ରହିଛି। ସାଙ୍ଗସାଥି ମେଳରେ ଏମିତି Read more

ପେଜ୍-ଥ୍ରୀ

୨. ଓ’ ପରେ ‘ପେଟା’

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୧/୦୧- ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ପେଟା’ ର ହିନ୍ଦି ଟ୍ରେଲର ରିଲିଜ୍ ହୋଇସାରିଛି। ଏହା ପୂର୍ବରୁ ଫିଲ୍ମର ତାମିଲ ଓ ତେଲଗୁ ଟ୍ରେଲର ରିଲିଜ କରାଯାଇଥିଲା। ଏହି ମଲ୍ଟି ଷ୍ଟାରର୍ ଫିଲ୍ମରେ ରଜନୀକାନ୍ତଙ୍କ ଜଲୱା ସହିତ ଆହୁରି ଦମଦାର ସିକୁଏନ୍ସ ଦେଖିବାକୁ ମିଳୁଛି। ଏଥିରେ ନୱାଜୁଦ୍ଧିନ୍ ସିଦ୍ଧିକ୍, ତୃଷା, ବବି ସିହ୍ନା, ବିଜୟ ଏବଂ ସିମରନ୍ ଚମତ୍କାର ଭୂମିକାରେ ଅଛନ୍ତି। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ସୁପରଷ୍ଟାର୍ ତାଙ୍କ ପ୍ରଶଂସକଙ୍କ ନିକଟରେ Read more