ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ୧୨ ରୁ ୨୦ ନିୟୁତ ଟନ୍ ଲୁହାପଥର
Suvbharat Times/ Bhubaneswar/ www.suvbharattimes.in/ 18022021/ ଖଣି କ୍ଷେତ୍ରରେ ସଂସ୍କାରକୁ ଓଡିଶା ସର୍ବଦା ସମର୍ଥନ କରିଆସିଛି। ଓଡିଶା ମାଇନିଙ୍ଗ କର୍ପୋରେସନ୍ (ଓଏମସି) ଅଧିନରେ ଥିବା କେନ୍ଦୁଝର-ଗୁଆଳି ଏବଂ ଜିଲିଙ୍ଗ- ଲାଙ୍ଗାଲୋଟା ଅଞ୍ଚଳର ୨ଟି ଖଣି ବାର୍ଷିକ ୧୨ ନିୟୁତ ଟନରୁ ସର୍ବାଧିକ ୨୦ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିବ। ଏହାଦ୍ୱାରା ଲୁହାପଥର ବଜାର ସ୍ଥିର ରହିବା ସହ ଶିଳ୍ପର ଚାହିଦା ପୂରଣ କରିବାରେ ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। www.suvbharattimes.in/ ଫେବୃୟାରୀ Read more
You have remarked very interesting details ! ps de...