Suvbharat Times | Tangi/Khordha | 15042021 | www.suvbharattimes.in/ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ପଲସର୍ ଆତଙ୍କ। ଗୁରୁବାର ଜଙ୍କିଆ ଥାନା ନିକଟରେ ଘଟିଯାଇଛି ବଡଧରଣର ଲୁଟପାଟ୍। ୨ଟି ପଲସର୍’ ରେ ଆସିଥିବା ୬ ଜଣ ଲୁଟେରା ଜଣେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଭୁଜାଲି, ପିସ୍ତଲ ଦେଖାଇ ଲୁଟି ନେଇଛନ୍ତି ୪ ଲକ୍ଷ ୫୦ ହଜାର ଟଙ୍କା। ଲୁଟପାଟ୍ ପରେ ଜଗନ୍ନାଥ ସଡକ ରଣପୁର ରାସ୍ତାରେ ଲୁଟେରା ଗ୍ୟାଙ୍ଗକୁ ପିଛା କରି ପୋଲିସ କୋଣସି Read more
Year: 2021
Odisha Govt torturing state CBSE students
Suvbharat Times | Bhubaneswar | 13042021 | www.suvbharattimes.in/ The Chhattisgarh, Maharashtra, and Delhi governments, including the Punjab government, have appealed to the central government to suspend the CBSE exams or take a decision about online exams or pass the students on an internal basis. But the Chief Minister of Odisha is engaged in the Pipili Read more
ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ଦୁର୍ଘଟଣା, ଗୁରୁତର ଚାଳକ ଭୁବନେଶ୍ୱର ସ୍ଥାନାନ୍ତର
Suvbharat Times | Tangi/Khordha | 11042021 | www.suvbharattimes.in/ ରବିବାର ପୁର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏବଂ ନୟାଗଡ ଜିଲ୍ଲା ସୀମାବର୍ତ୍ତୀ କନ୍ଧ ନୟାଗଡ ବାଇପାସ୍ ଛକରେ ଘଟିଛି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍ ହମ୍ପସ୍ ପାଖରେ ହଠାତ୍ ବ୍ରେକ୍ ଦେବାରେ ପଛରୁ ଆସୁଥିବା ମାଲ୍ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଛି। ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଯାତାୟତ ସୁଧାରିବା Read more
Board exams have been suspended in Chhattisgarh
Suvbharat Times | Bhubaneswar | 09042021 | www.suvbharattimes.in/ Corona epidemics are spreading rapidly in the country. Demands have been made to suspend board exams due to an increase in corona disease. In this connection, the hashtag #cancleboardexams2021 has received more than 1.2 million likes. The trend is gaining the support of countless users across the Read more
ଛତିଶଗଡରେ ବୋର୍ଡ ପରୀକ୍ଷା ସ୍ଥଗିତ
Suvbharat Times | Bhubaneswar | 09042021 | www.suvbharattimes.in/ ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ବୃଦ୍ଧି ହେତୁ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଛତିଶଗଡ ସିଏମଓ ଏକ ଟ୍ୱିଟ୍ ଜରିଆରେ ଦଶମ ବୋର୍ଡ ପରୀକ୍ଷା ସ୍ଥଗିତ ହେଲା ବୋଲି ଘୋଷଣା କରିଛନ୍ତି। #cancleboardexams2021 ହାସଟ୍ୟାଗ୍’କୁ ୧.୨ ମିଲିୟନରୁ ଅଧିକ ଲାଇକ୍ ମିଳିଛି। ଏହି ଟ୍ରେଣ୍ଡ ଦେଶର ଅସଂଖ୍ୟ ୟୁଜର୍ସଙ୍କ ସମର୍ଥନ ହାସଲ Read more
ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ସରକାର ନିରବ
Suvbharat Times | Bhubaneswar | 06042021 | www.suvbharattimes.in/ ରାଜ୍ୟର ୬୬,୭୬୫ ବିଦ୍ୟାଳୟ ମଧ୍ୟରୁ ୪୪୩୩ ଘରୋଇ ବିଦ୍ୟାଳୟ। ସମଗ୍ର ଶିକ୍ଷାନୁଷ୍ଠାନ ମଧ୍ୟରୁ ଅଧିକାଂଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଅଧିନରେ ପରିଚାଳିତ ଏବଂ ଅନ୍ୟଗୁଡିକ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ବୋର୍ଡ ସହ ଜଡିତ। ଆଉ ମାତ୍ର ୨୮ ଦିନ ପରେ ସିବିଏସ୍ଇ ବୋର୍ଡ କ୍ଲାସ୍ ଟେନ୍ ପରୀକ୍ଷା। କିନ୍ତୁ, Read more
କର୍ଫ୍ୟୁ କଟକଣାର ବିକଳ୍ପ ଖୋଜନ୍ତୁ ରାଜ୍ୟ ସରକାର
Suvbharat Times | Bhubaneswar | 04042021 | www.suvbharattimes.in/ ରାଜଧାନୀ ଭୁବନେଶ୍ୱରରେ କର୍ଫ୍ୟୁ ଜାରି କରିବାକୁ ସରକାର ତତ୍ପର। ଯଦି ରାଜଧାନୀ ଉପରେ ଏତେ ଦୃଷ୍ଟି, ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ତଥା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ନିର୍ବାଚନ ରାଲିରେ ପ୍ରଥମେ କର୍ଫ୍ୟୁ ଲଗାନ୍ତୁ। ନଚେତ ସରକାର କର୍ଫ୍ୟୁର ବିକଳ୍ପ ଖୋଜନ୍ତୁ। ବର୍ଷକେ ଏକାଧିକବାର ଯେଉଁ ବେତନଭୋଗୀ କର୍ମଚାରୀଙ୍କୁ ଅନାୟାସରେ ବର୍ଦ୍ଧିତ ମହାଙ୍ଗା ଭତ୍ତା ଦେଇ ଗେହ୍ଲାକରି ପୋଷିଛନ୍ତି, ସେମାନଙ୍କୁ ରାସ୍ତାଘାଟ, ବଜାର Read more
John Kerry set out on a trip to India, Bangladesh, and UAE
Suvbharat Times | 01042021 | www.suvbharattimes.in/ US President Joe Biden has invited 40 world leaders, including Prime Minister Narendra Modi, to a two-day virtual summit. John Forbes Kerry, the special Presidential envoy of US President Joe Biden, will be visiting India, Bangladesh, and the UAE from April 1-9 on matters related to climate change. He Read more
ହନୁମାନ ଜୟନ୍ତୀରେ ୧୦୮ ହନୁମାନ ଚାଳିଶା ପାଠ ଲାଭପ୍ରଦ
Suvbharat Times | 31032021 | www.suvbharattimes.in/ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହନୁମାନ ଜୟନ୍ତୀ। ୨୦୨୧ ପାଇଁ ନିର୍ଦ୍ଧାରିତ ପାଞ୍ଜି ଗଣନା ଅନୁସାରେ ଏପ୍ରିଲ ମାସ ୨୭ ତାରିଖ, ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପାଳନ ହେବ। ଏହି ତିଥି ବିଶେଷ ତାତ୍ପର୍ଯ୍ୟ ବହନ କରୁଛି ବୋଲି ଜ୍ୟୋତିଷବୃନ୍ଦ ଆସ୍ଥାବାଦୀ। ଏହି ତାରିଖ ବ୍ୟତୀତ, ଅନେକ ସ୍ଥାନରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ମଧ୍ୟ ହନୁମାନ ଜୟନ୍ତୀ Read more
Mumbai HC raps Param Bir
Suvbharat Times | 31032021 | www.suvbharattimes.in/ The former Mumbai police commissioner Param Bir Singh is a senior police officer. He was duty-bound to register a complaint against any wrongdoing. Despite knowing that an offense is being committed by his boss, but Singh remained silent. The Chief Justice Dipankar Datta of the Bombay high court on Read more