Suvbharat Times/ New Delhi/ 23012021 http://www.suvbharattimes.in/ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଏବଂ ଫୁସଫୁସ୍ ସଂକ୍ରମଣ ହେତୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ରାତିରେ ଏମ୍ସ ହୃଦରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ହୃଦରୋଗ ବିଭାଗର ପ୍ରଫେସର ଡାକ୍ତର ରାକେଶ ଯାଦବଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଲାଲୁଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମେଡିକାଲ୍ କର୍ତ୍ତୃପକ୍ଷ ଅଧିକ ସୂଚନା Read more
Month: January 2021
Kamala Harris, US Vice-President took the oath
Kamala Harris, US Vice-President took the oath Suvbharat Times/ Source/ 200121 http://www.suvbharattimes.in/ Kamla Harris, of Indian descent, has been sworn in as US Vice President. The United States has strengthened its ties by strengthening support for an Indian-born family. http://www.suvbharattimes.in// https://twitter.com/suvbharat_times www.linkedin.com/in/editor.suvbharattimes
ଜ୍ଞାନ କୌଶଳ ଅପେକ୍ଷା ଭାବପ୍ରବଣତାକୁ ଅଧିକ ଗୁରୁତ୍ୱ
Suvbharat Times/ Bhubaneswar http://www.suvbharattimes.in/ 19012021- କରୋନା ମହାମାରୀ ଯୁଗରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ତଥାପି, ଧୀରେ ଧୀରେ ଜୀବନ ପୁଣିଥରେ ଫେରିବା ଆରମ୍ଭ କରିଛି। କେତେକ କମ୍ପାନୀ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଷ୍ପତ୍ତି ନେବାର କ୍ଷମତା ରଖିଛନ୍ତି। କମ୍ପାନୀଗୁଡିକ ଚାହାଁନ୍ତି ପ୍ରାର୍ଥୀ ଏହି ସଙ୍କଟରୁ କିପରି ବାହାରକୁ ଆସିବେ। ଚାକିରି ଆଶାୟୀ ବିନା ଭୟରେ ଏଥିପାଇଁ ନିଷ୍ପତ୍ତି ନେଇପାରିବେ। ତେଣୁ ଚାକିରି ପାଇବାରେ କୌଣସି Read more
ହୋଲ୍ ହୋ ଗୟା ରେ ବାବା
Suvbharat Times/ Mumbai http://www.suvbharattimes.in/ 19012021- ଅଭିନୟ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ଜ୍ୟାକଲିନ୍ ତାଙ୍କର ହଟ୍ ଏବଂ ବୋଲ୍ଡ ଫଟୋ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଚାଲିଛନ୍ତି। ପ୍ରଶଂସକମାନେ ଜ୍ୟାକଲିନଙ୍କ ଏହି ଫଟୋଗୁଡ଼ିକୁ ମଧ୍ୟ ପସନ୍ଦ କରନ୍ତି। ତାଙ୍କର ପ୍ରତ୍ୟେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହି ସମୟରେ ତାଙ୍କର କିଛି ଫଟୋ ନଜରକୁ ଆସିଛି, ଯେଉଁଗୁଡିକ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି। Read more
ନନ୍ଦିଗ୍ରାମ ଓ ଭବାନୀପୁର ବିଧାନସଭା ଆସନରୁ ଲଢିବେ ମମତା ବାନାର୍ଜୀ
Suvbharat Times/ Kolkata http://www.suvbharattimes.in/ 18012021- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରସ୍ତୁତି ଜୋରଦାର। ଏହାକୁ ଶୁଭାରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଏହି ନିର୍ବାଚନରେ ଏକାବେଳେ ନନ୍ଦିଗ୍ରାମ ଏବଂ ଭବାନୀପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଦିଦି। ଏହା ଘୋଷଣା କରିବା ସହ ତୃଣମୂଳ କଂଗ୍ରେସ (ଟିଏମସି) ଛାଡି ବିଜେପିରେ ଯୋଗ ଦେଇଥିବା ସୁଭେନ୍ଦୁ ଅଧିକାରୀଙ୍କ ଗଡ଼ରେ ସୋମବାର ଏକ ମେଗା ରାଲିରେ ସାମିଲ୍ ହୋଇ ଦିଦି କହିଛନ୍ତି, Read more
ଆମେରିକା ପାଇଁ ଲଜ୍ଜିତ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍
Suvbharat Times/ New Delhi http://www.suvbharattimes.in/ 17012021- ଉତ୍ତର କୋରିଆରେ ଅନୁଷ୍ଠିତ ପ୍ୟାରେଡରେ ସବୁଠାରୁ ବିଶେଷ ଥିଲା ସବ୍-ମେରାଇନରୁ ଆରମ୍ଭ ହୋଇଥିବା ଏକ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଉତ୍ତର କୋରିଆର ନ୍ୟୁଜ୍ ଏଜେନ୍ସି କେସିଏନ୍ଏ କହିଛି ଏହି କ୍ଷେପଣାସ୍ତ୍ର ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ମାରାତ୍ମକ ଅସ୍ତ୍ର। ସେଗୁଡିକ ମୋବାଇଲ୍ ଲଞ୍ଚର୍ ମାଧ୍ୟମରେ ମଧ୍ୟ ଡ୍ରପ୍ ହୋଇପାରେ। ଯାହାକୁ ବିଶ୍ୱର ସବୁଠାରୁ ବିପଜ୍ଜନକ କ୍ଷେପଣାସ୍ତ୍ର ବୋଲି ଦାବି କରୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ Read more
ଆସନ୍ତାକାଲି କୃଷି ଆଇନର ବୈଧତା ଉପରେ ସୁପ୍ରିମକୋର୍ଟ ରାୟ ଦେବେ
Suvbharat Times/ New Delhi http://www.suvbharattimes.in/ 11012021 କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବେ। କିସାନ ଆନ୍ଦୋଳନ ସହ ଜଡିତ ଆବେଦନ ଉପରେ ଶୁଣାଣି ବେଳେ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ କୃଷି ଆଇନର କାର୍ଯ୍ୟକାରିତା ବନ୍ଦ କରାଯାଉ। ଆଜି କିଛି ଅର୍ଡର ଆସିପାରେ ଏବଂ କିଛି ଅଂଶ ଆସନ୍ତାକାଲି ଆସିପାରେ। Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes http://www.suvbharattimes.in/ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ (ସିଜେଆଇ) କହିଛନ୍ତି କୋର୍ଟ Read more
ସମଲିଙ୍ଗୀଙ୍କ ସମ୍ପର୍କରେ ବଲିଉଡ୍ ଅଭିନେତ୍ରୀ
Suvbharat Times/ Bhubaneswar http://www.suvbharattimes.in/ 10012021- ବଲିଉଡର ନାମୀଦାମୀ ଅଭିନେତ୍ରୀମାନେ ସମଲିଙ୍ଗୀଙ୍କ ସମ୍ପର୍କରେ ଅଛନ୍ତି। ଘଟଣାକୁ ନେଇ ଚର୍ଚ୍ଚା ହେବାରେ ସିନେ ବଜାର ହୁଲସ୍ତୁଲ୍। ସମଲିଙ୍ଗୀ ଜଣକ ପେଶାରେ ଫ୍ୟାସନ୍ ଡିଜାଇନର୍। ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, କରିନା କପୁର୍, ଦୀପିକା ପଦୁକୋନ୍, ଅନୁଷ୍କା ଶର୍ମାଙ୍କ ଭଳି ବଲିଉଡ୍ ଅଭିନେତ୍ରୀମାନେ ତାଙ୍କ ସହ ନିବିଡ ସମ୍ପର୍କରେ ଅଛନ୍ତି। ଚର୍ଚ୍ଚା ଉପରୁ ପର୍ଦା ହଟିବା ପରେ ଘଟଣା ସହ ଆଉ ଏକ ଟୁଇଷ୍ଟ୍ ସିନେ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। Twitter/ Read more
କେଜିଏଫ୍-୨ ଟିଜର୍ ରିଲିଜ୍
Suvbharat Times/ Bhubaneswar http://www.suvbharattimes.in/ 07012021- କେଜିଏଫ୍ ଚାପ୍ଟର-୨ ପାଇଁ ଦର୍ଶକ ପାଗଳ। ଗତବର୍ଷ ରିଲିଜ୍ ହୋଇଥାନ୍ତା କେଜିଏଫ୍ ଚାପ୍ଟର-୨ । କିନ୍ତୁ କୋଭିଡ୍ ନାଇଁଣ୍ଟିନ ମହାମାରୀ ପାଇଁ ରିଲିଜ୍ ଅଟକି ଯାଇଛି। କେଜିଏଫ୍ ଚାପ୍ଟର-୧ରେ ୮୦ କୋଟି ଖର୍ଚ୍ଚ ହୋଇଥିଲା, ଚାପ୍ଟର-୨ର ବଜେଟ୍ ଶହେ କୋଟି। କନ୍ନଡ ସିନେମା ଇତିହାସରେ ଏହା ସବୁଠାରୁ ମହଙ୍ଗା ଏବଂ ପ୍ରଥମ ଶହେ କୋଟି ବଜେଟର ମୁଭି। Twitter/ https://twitter.com/Suvbharat_Times / Linkedin/www.linkedin.com/in/editor.suvbharattimes http://www.suvbharattimes.in/ ବ୍ଲକ୍ ବଷ୍ଟର୍ କେଜିଏଫ୍ Read more
ପରିପକ୍ୱତା ପୂର୍ବରୁ ବେଶ୍ୟାବୃତ୍ତି
Suvbharat Times/ Bhubaneswar http://www.suvbharattimes.in/ 04012021- କଳଙ୍କିତ ସହରକୁ ପାଠକ ସାମ୍ନାକୁ ଆଣିବା ପଛରେ କୌଣସି କାରଣ ନାହିଁ। ହେଡ୍ ଲାଇନ୍’ରୁ ଅନେକ ବୁଝି ସାରିବେଣି ଶୁଭ୍ ଭାରତ ଟାଇମ୍ସ କ’ଣ ଜଣାଇବାକୁ ଚାହୁଁଛି। ଘଟଣାର ପୃଷ୍ଠଭୁମି ନିଛକ ସତ୍ୟ ଘଟଣାର କିୟଦଂଶ। ଏହି ପ୍ରସଙ୍ଗରେ ଖବର ପୋଷ୍ଟ୍ କରିବା ପୂର୍ବରୁ ଆମେ ପାଠକଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛୁ। ଦେଶରେ ବେଶ୍ୟାବୃତ୍ତିକୁ ଆୟୁଧ କରି ଯେଉଁ ସାମ୍ରାଜ୍ୟ ଠିଆ ହୋଇଛି, Read more