Entertainment

କେଜିଏଫ୍-୨ ଟିଜର୍ ରିଲିଜ୍

Suvbharat Times/ Bhubaneswar http://www.suvbharattimes.in/ 07012021- କେଜିଏଫ୍ ଚାପ୍ଟର-୨ ପାଇଁ ଦର୍ଶକ ପାଗଳ। ଗତବର୍ଷ ରିଲିଜ୍ ହୋଇଥାନ୍ତା କେଜିଏଫ୍ ଚାପ୍ଟର-୨ । କିନ୍ତୁ କୋଭିଡ୍ ନାଇଁଣ୍ଟିନ ମହାମାରୀ ପାଇଁ ରିଲିଜ୍ ଅଟକି ଯାଇଛି। କେଜିଏଫ୍ ଚାପ୍ଟର-୧ରେ ୮୦ କୋଟି ଖର୍ଚ୍ଚ ହୋଇଥିଲା, ଚାପ୍ଟର-୨ର ବଜେଟ୍ ଶହେ କୋଟି। କନ୍ନଡ ସିନେମା ଇତିହାସରେ ଏହା ସବୁଠାରୁ ମହଙ୍ଗା ଏବଂ ପ୍ରଥମ ଶହେ କୋଟି ବଜେଟର ମୁଭି। Twitter/ https://twitter.com/Suvbharat_Times / Linkedin/www.linkedin.com/in/editor.suvbharattimes   http://www.suvbharattimes.in/ ବ୍ଲକ୍ ବଷ୍ଟର୍ କେଜିଏଫ୍ Read more