Suvbharat Times/ www.suvbharattimes.in/ 26022021/ କରୋନା ପାଇଁ ଅଟକିଛି “ନୋ ଟାଇମ୍ ଟୁ ଡାଏ”। ଜେମ୍ସ ବଣ୍ଡ ସିରିଜ୍ର ଏହି୨୫ ତମ ସଂସ୍କରଣ ରିଲିଜ୍ ଅପେକ୍ଷାରେ ଥ୍ରୀଲର୍ ଓ ସସପେନ୍ସ ଫିଲ୍ମ ଲଭର୍ସ ଦୁଃଖରେ ଅଛନ୍ତି। ୨୦୧୬ରୁ ଇଅନ୍ ପ୍ରଡକ୍ସନ୍ ଲଗାତାର ତାର ଦର୍ଶକଙ୍କୁ ନୂଆ ନୂଆ ଆକ୍ସନ୍ ମୁଭି ଗିଫ୍ଟ କରି ଆସିଛି। କିନ୍ତୁ ଏହି ହଲିଉଡ୍ ସିରିଜରେ କରୋନା ଭାଇରସ୍ ବ୍ରେକ୍ ଲଗାଇଛି। ୨୦୧୬ରେ ଯାହାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। www.suvbharattimes.in/ “ନୋ ଟାଇମ୍ Read more
Month: February 2021
ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ୧୨ ରୁ ୨୦ ନିୟୁତ ଟନ୍ ଲୁହାପଥର
Suvbharat Times/ Bhubaneswar/ www.suvbharattimes.in/ 18022021/ ଖଣି କ୍ଷେତ୍ରରେ ସଂସ୍କାରକୁ ଓଡିଶା ସର୍ବଦା ସମର୍ଥନ କରିଆସିଛି। ଓଡିଶା ମାଇନିଙ୍ଗ କର୍ପୋରେସନ୍ (ଓଏମସି) ଅଧିନରେ ଥିବା କେନ୍ଦୁଝର-ଗୁଆଳି ଏବଂ ଜିଲିଙ୍ଗ- ଲାଙ୍ଗାଲୋଟା ଅଞ୍ଚଳର ୨ଟି ଖଣି ବାର୍ଷିକ ୧୨ ନିୟୁତ ଟନରୁ ସର୍ବାଧିକ ୨୦ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିବ। ଏହାଦ୍ୱାରା ଲୁହାପଥର ବଜାର ସ୍ଥିର ରହିବା ସହ ଶିଳ୍ପର ଚାହିଦା ପୂରଣ କରିବାରେ ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। www.suvbharattimes.in/ ଫେବୃୟାରୀ Read more
ପଥର ମୂର୍ତ୍ତିରେ ସମ୍ଭୋଗ
Suvbharat Times/ www.suvbharattimes.in/ 18022021/ ପଥର ଦେହରେ ଜୀବନ ଯୈାବନର ଚିତ୍ର। ଯେତିକି ଆଶ୍ଚର୍ଯ୍ୟ ସେତିକି ବିଚିତ୍ର। କୋଣାର୍କ ଏବଂ ଖଜୁରାହୋ ମନ୍ଦିର କାନ୍ଥରେ ଖୋଦିତ ମୂର୍ତ୍ତି ଏସବୁର ସାକ୍ଷୀ। ମୂର୍ତ୍ତିକାରଙ୍କ ନିଚ୍ଛକ ଅଭିବ୍ୟକ୍ତି ଦେଖଣାହାରୀଙ୍କୁ ଅଭିଭୂତ କରୁଛି। ଉଚ୍ଚକୋଟିର ସ୍ଥାପତ୍ୟ ଜ୍ଞାନ, ଜଟିଳ ଖୋଦନ ଏବଂ କାମକଳାର ମୂର୍ତ୍ତି ପାଇଁ ପ୍ରସିଦ୍ଧ ଏହି ଦୁଇଟି ମନ୍ଦିର। ଯଦିଓ ଦେଶର ଅନେକ ମନ୍ଦିର କାନ୍ଥରେ ଏଭଳି ସମ୍ବେଦନଶୀଳ ଏବଂ ଯୈାନ ସମ୍ଭୋଗ ମୂର୍ତ୍ତିଗୁଡିକୁ ସ୍ଥାପନ କରାଯାଇଛି, ମାତ୍ର Read more
ବିଧାୟକଙ୍କ ସୁପାରିଶରେ ଚାଲିଛି ବେଆଇନ୍ ବ୍ଳାଷ୍ଟିଂ, ବୃଷବନ୍ଧ ଛାରଖାର
Suvbharat Times/ Chilika/ www.suvbharattimes.in/ 18022021/ କୋଲକାତା – ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଓ କୟଥପଲ୍ଲା ବସ୍ ଷ୍ଟପେଜ୍ ପାର୍ଶ୍ଵରେ ଥିବା କୁଆଁରୀ ଗୁଡିକରେ ବେଆଇନ୍ ବ୍ଳାଷ୍ଟିଂ ଯୋଗୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। କଳା ମଚମଚ୍ ସ୍ପଲ, ମେଟାଲ ଓ ଚିପ୍ସ ପାଇଁ ବୃଷବନ୍ଧର ଚାହିଦା ଆକାଶ ଛୁଆଁ। କିନ୍ତୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଛତ୍ରଛାୟାରେ ପ୍ରତିପାଳିତ ମାଫିଆ ଗୋଷ୍ଠୀ ୪୦ ଏକର ୪୩୦ ଡେସିମିଲ ପରିମିତ ବହୁଚର୍ଚ୍ଚିତ ବୃଷବନ୍ଧ Read more
ସାଂସଦ, ବିଧାୟକ ନା ବିଜେଡିର ଚାକିରିଆ
Manoranjan Patnaik/ www.suvbharattimes.in/ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳର ନେତା, ସାଂସଦ, ବିଧାୟକଙ୍କ ଅପେକ୍ଷା ବ୍ୟୁରୋକ୍ରାଟ୍ ମାନଙ୍କୁ ଅଧିକ ବିଶ୍ଵସ୍ଥ ଭାବିଛନ୍ତି। ନବୀନଙ୍କ ବ୍ୟୁରୋକ୍ରାଟ୍ ପ୍ରେମର ପ୍ରତିକ୍ରିୟା ରଖିଛି କୋଟିଆ। ଓଡିଶାର ସୀମାନ୍ତ ଅଞ୍ଚଳରେ ଚାଲିଛି ଆନ୍ଧ୍ର ସରକାରର ଶାସନ। ବିରୋଧୀ ଦଳ ନେତା ବିଧାୟକ ପ୍ରଦୀପ୍ତ ନାୟକ କୁନ୍ଦରା, ଲିମା, କୁସୁମି, ଗୁପ୍ତେଶ୍ୱର ଗସ୍ତ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ମିଡିଆକୁ କହିଛନ୍ତି ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚି Read more
ମୋ’ ସରକାର କାହା ସରକାର?
Suvbharat Times/ Bhubaneswar/ www.suvbharattimes.in/ 09022021/ ହାସଟ୍ୟାଗ୍ ଜାରିଆରେ ବ୍ରାଣ୍ଡ୍ ବଞ୍ଚାଇବା ଯୋଜନା ପ୍ରଚଳନ କରିଛି ବିଜେଡି। ଦଳର ସୁପ୍ରିମୋଙ୍କ ପାଖରେ କେନ୍ଦ୍ର ବିଜେପିର ଆନୁଗତ୍ୟ ଏହି ପ୍ରକ୍ରିୟାକୁ ସାମର୍ଥ୍ୟ ଯୁଟାଉଛି। ବିଜେଡି ସରକାର ଅମଳରେ ଶତାଧିକ ଯୋଜନା ହୋଇଛି, ଏବଂ ମୁଖ୍ୟମନ୍ତ୍ରୀଙ୍କ ମୋହର ଲାଗିଯିବା ପରେ ଆର୍କାଇଭକୁ ଚାଲିଯାଉଛି। ଦୁଇ ଟଙ୍କିଆ ଚାଉଳ, ୫ ଟଙ୍କିଆ ଭାତ ଡାଲମା ଯୋଜନା ଛଡା ସମସ୍ତ ଯୋଜନାର ସ୍ଥିତି ଦୋହଲି ଗଲାଣି। ହେଲେ ଶସ୍ତା ଭାତ, ଡାଲମା, ଚାଉଳ Read more
ବିଜେଡି ଛାଡିବେ ପ୍ରଶାନ୍ତ ଜଗଦ୍ଦେବ!
Suvbharat Times/ Chilika/ www.suvbharattimes.in/ 09022021/ ବିଧାୟକଙ୍କ ନାଲି ଆଖି ଭୟରେ ଥରହର ସରକାରୀ କର୍ମଚାରୀ। ଚିଲିକା ନିର୍ବାଚନମଣ୍ଡଳୀରେ ବେଗୁନିଆ ଘଟଣାର ପୁନରାବୃତ୍ତି ଘଟିଛି। ଜନତାଙ୍କ ମନରେ ଧାରଣା ପ୍ରଶାନ୍ତ ଜଗଦ୍ଦେବ ଯେହେତୁ ଚିଲିକା ନିର୍ବାଚନମଣ୍ଡଳୀର ବିଧାୟକ, ଏମିତି ଚର୍ଚ୍ଚା ଲାଗି ରହିବା ସ୍ୱାଭାବିକ। ପ୍ରଶାନ୍ତଙ୍କ ନିକତତମ ବନ୍ଧୁମାନେ କହୁଛନ୍ତି ଜଗଦ୍ଦେବ କୁଚକ୍ରୀ ଗୋଷ୍ଠୀଙ୍କ ଜାଲରେ ଫସି ଯାଇଛନ୍ତି। ତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା କିଛି ବିଧାୟକଙ୍କ ମତ ବିଜେଡି ଡେପୁଟେସନ ସ୍କିମ୍ରୁ ନାମ ନକଟିବା Read more