Metro

ଜାତୀୟ ରାଜପଥରେ ରାହାଜାନି, ଜଙ୍କିଆ ପୋଲିସ୍ ଜଳକା

Suvbharat Times | Tangi/Khordha | 15042021 | www.suvbharattimes.in/ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ପଲସର୍ ଆତଙ୍କ। ଗୁରୁବାର ଜଙ୍କିଆ ଥାନା ନିକଟରେ ଘଟିଯାଇଛି ବଡଧରଣର ଲୁଟପାଟ୍। ୨ଟି ପଲସର୍’ ରେ ଆସିଥିବା ୬ ଜଣ ଲୁଟେରା ଜଣେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଭୁଜାଲି, ପିସ୍ତଲ ଦେଖାଇ ଲୁଟି ନେଇଛନ୍ତି ୪ ଲକ୍ଷ ୫୦ ହଜାର ଟଙ୍କା। ଲୁଟପାଟ୍ ପରେ ଜଗନ୍ନାଥ ସଡକ ରଣପୁର ରାସ୍ତାରେ ଲୁଟେରା ଗ୍ୟାଙ୍ଗକୁ ପିଛା କରି ପୋଲିସ କୋଣସି Read more

Metro

ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ଦୁର୍ଘଟଣା, ଗୁରୁତର ଚାଳକ ଭୁବନେଶ୍ୱର ସ୍ଥାନାନ୍ତର

Suvbharat Times | Tangi/Khordha | 11042021 | www.suvbharattimes.in/ ରବିବାର ପୁର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏବଂ ନୟାଗଡ ଜିଲ୍ଲା ସୀମାବର୍ତ୍ତୀ କନ୍ଧ ନୟାଗଡ ବାଇପାସ୍ ଛକରେ ଘଟିଛି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍ ହମ୍ପସ୍ ପାଖରେ ହଠାତ୍ ବ୍ରେକ୍ ଦେବାରେ ପଛରୁ ଆସୁଥିବା ମାଲ୍ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଛି। ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଯାତାୟତ ସୁଧାରିବା Read more

National

Board exams have been suspended in Chhattisgarh

Suvbharat Times | Bhubaneswar | 09042021 | www.suvbharattimes.in/ Corona epidemics are spreading rapidly in the country. Demands have been made to suspend board exams due to an increase in corona disease. In this connection, the hashtag #cancleboardexams2021 has received more than 1.2 million likes. The trend is gaining the support of countless users across the Read more

National

ଛତିଶଗଡରେ ବୋର୍ଡ ପରୀକ୍ଷା ସ୍ଥଗିତ

Suvbharat Times | Bhubaneswar | 09042021 | www.suvbharattimes.in/ ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ବୃଦ୍ଧି ହେତୁ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଛତିଶଗଡ ସିଏମଓ ଏକ ଟ୍ୱିଟ୍ ଜରିଆରେ ଦଶମ ବୋର୍ଡ ପରୀକ୍ଷା ସ୍ଥଗିତ ହେଲା ବୋଲି ଘୋଷଣା କରିଛନ୍ତି। #cancleboardexams2021 ହାସଟ୍ୟାଗ୍’କୁ ୧.୨ ମିଲିୟନରୁ ଅଧିକ ଲାଇକ୍ ମିଳିଛି। ଏହି ଟ୍ରେଣ୍ଡ ଦେଶର ଅସଂଖ୍ୟ ୟୁଜର୍ସଙ୍କ ସମର୍ଥନ ହାସଲ Read more

Metro

ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ସରକାର ନିରବ

Suvbharat Times | Bhubaneswar | 06042021 | www.suvbharattimes.in/ ରାଜ୍ୟର ୬୬,୭୬୫ ବିଦ୍ୟାଳୟ ମଧ୍ୟରୁ ୪୪୩୩ ଘରୋଇ ବିଦ୍ୟାଳୟ। ସମଗ୍ର ଶିକ୍ଷାନୁଷ୍ଠାନ ମଧ୍ୟରୁ ଅଧିକାଂଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଅଧିନରେ ପରିଚାଳିତ ଏବଂ ଅନ୍ୟଗୁଡିକ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ବୋର୍ଡ ସହ ଜଡିତ। ଆଉ ମାତ୍ର ୨୮ ଦିନ ପରେ ସିବିଏସ୍ଇ ବୋର୍ଡ କ୍ଲାସ୍ ଟେନ୍ ପରୀକ୍ଷା। କିନ୍ତୁ, Read more

Metro

କର୍ଫ୍ୟୁ କଟକଣାର ବିକଳ୍ପ ଖୋଜନ୍ତୁ ରାଜ୍ୟ ସରକାର

Suvbharat Times | Bhubaneswar | 04042021 | www.suvbharattimes.in/  ରାଜଧାନୀ ଭୁବନେଶ୍ୱରରେ କର୍ଫ୍ୟୁ ଜାରି କରିବାକୁ ସରକାର ତତ୍ପର। ଯଦି ରାଜଧାନୀ ଉପରେ ଏତେ ଦୃଷ୍ଟି, ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ତଥା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ନିର୍ବାଚନ ରାଲିରେ ପ୍ରଥମେ କର୍ଫ୍ୟୁ ଲଗାନ୍ତୁ। ନଚେତ ସରକାର କର୍ଫ୍ୟୁର ବିକଳ୍ପ ଖୋଜନ୍ତୁ। ବର୍ଷକେ ଏକାଧିକବାର ଯେଉଁ ବେତନଭୋଗୀ କର୍ମଚାରୀଙ୍କୁ ଅନାୟାସରେ ବର୍ଦ୍ଧିତ ମହାଙ୍ଗା ଭତ୍ତା ଦେଇ ଗେହ୍ଲାକରି ପୋଷିଛନ୍ତି, ସେମାନଙ୍କୁ ରାସ୍ତାଘାଟ, ବଜାର Read more

International

John Kerry set out on a trip to India, Bangladesh, and UAE

Suvbharat Times | 01042021 | www.suvbharattimes.in/ US President Joe Biden has invited 40 world leaders, including Prime Minister Narendra Modi, to a two-day virtual summit. John Forbes Kerry, the special Presidential envoy of US President Joe Biden, will be visiting India, Bangladesh, and the UAE from April 1-9 on matters related to climate change. He Read more