Metro

ଜାତୀୟ ରାଜପଥରେ ରାହାଜାନି, ଜଙ୍କିଆ ପୋଲିସ୍ ଜଳକା

Suvbharat Times | Tangi/Khordha | 15042021 | www.suvbharattimes.in/ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ପଲସର୍ ଆତଙ୍କ। ଗୁରୁବାର ଜଙ୍କିଆ ଥାନା ନିକଟରେ ଘଟିଯାଇଛି ବଡଧରଣର ଲୁଟପାଟ୍। ୨ଟି ପଲସର୍’ ରେ ଆସିଥିବା ୬ ଜଣ ଲୁଟେରା ଜଣେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଭୁଜାଲି, ପିସ୍ତଲ ଦେଖାଇ ଲୁଟି ନେଇଛନ୍ତି ୪ ଲକ୍ଷ ୫୦ ହଜାର ଟଙ୍କା। ଲୁଟପାଟ୍ ପରେ ଜଗନ୍ନାଥ ସଡକ ରଣପୁର ରାସ୍ତାରେ ଲୁଟେରା ଗ୍ୟାଙ୍ଗକୁ ପିଛା କରି ପୋଲିସ କୋଣସି Read more