Entertainment

ନଗ୍ନ ନୃତ୍ୟଶାଳାର ଶିକ୍ଷୟତ୍ରୀ ହେଲେନ୍

Suvbharat Times/ 22052021/ www.suvbharattimes.in/ ଭାରତୀୟ ସିନେମାର ପ୍ରସିଦ୍ଧ ଡ୍ୟାନ୍ସର ହେଲେନ୍ ଜୈରାଗ୍ ରିଚାର୍ଡସନ୍। ୧୯୩୮ ନଭେମ୍ବର ୨୧ରେ ଜନ୍ମିତ ହେଲେନ୍‌ଙ୍କ ପିତା ଜଣେ ଆଙ୍ଗଲୋ-ଇଣ୍ଡିଆନ୍‌ ଏବଂ ମାତା ବର୍ମିଜ୍। ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହ ସମୟକୁ ଅଙ୍ଗେ ନିଭେଇଥିବା ହେଲେନ୍‌ଙ୍କ ବାଲ୍ୟବସ୍ଥା ଅନେକ କଷ୍ଟରେ ଅତିବାହିତ। ସେହି ସମୟରେ ହେଲେନଙ୍କ ପିତାଙ୍କର ଆକଷ୍ମିକ ମୃତ୍ୟୁ ଘଟିଥିଲା। ତା’ସହ ସୈନ୍ୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ବର୍ମିଜ୍‌ଙ୍କୁ ପାଦରେ ଚାଲି ଚାଲି ହିନ୍ଦୁସ୍ତାନରେ ବିସ୍ଥାପିତ କରାଯାଇଥିଲା। www.suvbharattimes.in/ Read more