Metro

ପରଲୋକରେ ଜିମୂତ ମଙ୍ଗରାଜ

Suvbharat Times| Bhubaneswar| 27062021| www.suvbharattimes.in/ ରବିବାର ଲୋକପ୍ରିୟ ସାମ୍ବାଦିକ ଡ଼ ଜିମୂତ ମଙ୍ଗରାଜଙ୍କ ଦେହାନ୍ତ ଘଟିଛି। ଡ଼ ମଙ୍ଗରାଜ ଏକ ସ୍କୁଟି (ଓଡି ୦୨-ବିଓ-୯୪୦୨) ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରାବେଳେ ୧୬ନମ୍ବର ଜାତୀୟ ରାଜପଥ ଯାଆଁଳା ଠାରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଉପସ୍ଥିତ ଲୋକ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଭୁବନେଶ୍ୱର(ସିଜୁଆ) ଏମ୍ସ’ରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଯାଞ୍ଚ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ। ଯାଆଁଳା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ Read more

Metro

ରାଜ୍ୟ ମହିଳା କଂଗ୍ରେସ ନୂଆ ସଭାପତି ବନ୍ଦିତା ପରିଡ଼ା

Suvbharat Times | 23062021 | www.suvbharattimes.in/ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ପରେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ାଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଗତ ନିର୍ବାଚନ ସମୟରେ ପୁର୍ବତନ ସଭାପତି ସୁମିତ୍ରା ଜେନ୍ ଦଳୀୟ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ସଭାପତି ପଦରୁ ଇସ୍ତଫା ଦେଇଥିଲେ, ଏବଂ ବନ୍ଦିତା କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ଅଭିଜ୍ଞତା ଦୃଷ୍ଟିରୁ ରାଜ୍ୟ ମହିଳା କଂଗ୍ରେସରେ ଏହି ନୂଆ ଦାୟିତ୍ୱ ବନ୍ଦିତା Read more

National

ଆଦିବାସୀମାନଙ୍କ ସମୃଦ୍ଧିରେ ଶାନ୍ତି ଏବଂ ବିକାଶ ସମ୍ଭବ: ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍

Suvbharat Times | 21062021 | www.suvbharattimes.in/ ଛତିଶଗଡ ବସ୍ତର ଜିଲ୍ଲାରେ ଶାନ୍ତି ଏବଂ ବିକାଶ ପାଇଁ ଆଦିବାସୀଙ୍କ ସମୃଦ୍ଧି ଆବଶ୍ୟକ। ସମାଜର ସହଯୋଗ ବିନା ଏହି କାର୍ଯ୍ୟ ହୋଇପାରିବ ନାହିଁ। ସର୍ବ ଆଦିବାସୀ ସମାଜର ବରିଷ୍ଠ ନେତାଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏହା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଦିବାସୀଙ୍କ ସମୃଦ୍ଧି ଓ ବିକାଶ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସମାଜ ସହଯୋଗର ହାତ ବଢ଼ାଇଲେ ଆଦିବାସୀମାନଙ୍କୁ ନିଜ ଅଧୀନରେ ଥିବା ଜମିର Read more

National

କରୋନାରେ ମୃତ ଇପିଏଫ୍ ସଦସ୍ୟଙ୍କ ବୀମା କଭରର ଲାଭ ପାଇବେ ନୋମିନୀ

Suvbharat Times | 20062021 | www.suvbharattimes.in/ କରୋନା କାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ବୀମା କଭରର ଲାଭ ପାଇବେ ଇପିଏଫ୍ ସଦସ୍ୟଙ୍କ ପତ୍ନୀ କିମ୍ବା ଉତ୍ତରାଧିକାରୀ। ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛି ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ। ଆବେଦନକାରୀ ନାବାଳକ ହୋଇଥିଲେ ତାଙ୍କ ଅଭିଭାବକ ତାଙ୍କ ତରଫରୁ ଦାବି କରିପାରିବେ। କର୍ମଚାରୀଙ୍କ ମୃତ୍ୟୁ ପ୍ରମାଣପତ୍ର, ଉତ୍ତରାଧିକାର ପ୍ରମାଣପତ୍ର, ନାବାଳକ ନାମାଙ୍କନ ପତ୍ରରେ ଆବେଦନ କରୁଥିବା ଅଭିଭାବକଙ୍କ ପ୍ରମାଣପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ବୀମା କମ୍ପାନୀକୁ Read more

International

୩୧ ମୋଷ୍ଟ ୱାଣ୍ଟେଡ ତାଲିକାରେ ହାଫିଜ ସଇଦ ଓ ମୌଲାନା ମାସୁଦ ଅଜହର

Suvbharat Times | 20062021 |www.suvbharattimes.in/ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପ୍ରତିଷ୍ଠାତା ମୌଲାନା ମାସୁଦ ଅଜହର, ଲଶ୍କର-ଇ-ତାଇବା ସହ-ପ୍ରତିଷ୍ଠାତା ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ମହମ୍ମଦ ସଇଦ ଏବଂ ମୁମ୍ବାଇ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାକି-ଉର-ରେହମାନ ଲାଖଭି ଭାରତର ୩୧ ମୋଷ୍ଟ ୱାଣ୍ଟେଡ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଏହି ଆତଙ୍କବାଦୀଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ବୁକ୍ କରାଯାଇଛି। ବୋମା ବିସ୍ଫୋରଣ, ହତ୍ୟା, ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଖେଳିବା ଏବଂ ଅନ୍ୟାନ୍ୟ ଷଡଯନ୍ତ୍ର Read more

Lifestyle

The Daughter-in-law of “Kumkum Bhagya” in a bikini

Suvbharat Times | www.suvbharattimes.in/ The bikini incarnation of the culturally beautiful daughter-in-law Shraddha Arya is very exciting. She has recently shared many bold pictures on her Insta account and being trolled. Actress Shraddha Arya has acted as a daughter-in-law on the popular television serial “Kumkum Bhagya”, who recently surprised the viewers and fans by posting Read more

Editorial

ଗିଲୟ, ଗଞ୍ଜେଇ ବନାମ୍ ବିଜନେସମ୍ୟାନ୍ ରାମଦେବ

ମନୋରଞ୍ଜନ ପଟ୍ଟନାୟକ / ୦୩୦୬୨୦୨୧/ ଗିଲୟ, ଦେଶର ଏକ ଜାତୀୟ ଔଷଧ ବୋଲି ଘୋଷଣା କରିବେ କେନ୍ଦ୍ର ସରକାର। ଯାହା କରୋନା ମହାମାରୀରୁ ମୁକ୍ତି ପାଇଁ ସହାୟକ ହେବ। ସେପାଖେ ଗଞ୍ଜେଇ ଉତ୍ପାଦନର ବ୍ୟବହାର ଅନୁସନ୍ଧାନରେ ଅଗ୍ରଣୀ ଇସ୍ରାଏଲ୍ ସରକାର ଗଞ୍ଜେଇ ଗୁଣବତ୍ତା ମାଧ୍ୟମରେ କରୋନା ପ୍ରତିଶେଧକ ଉଦ୍ଭାବନ ପାଇଁ ପ୍ରତିବଦ୍ଧ। ବିଶ୍ୱର ବିକଶିତ ରାଷ୍ଟ୍ର ସମୂହ ଯେତେବେଳେ କରୋନା ମୂଳତ୍ପାଟନ ପାଇଁ ଚେଷ୍ଟିତ ସେତେବେଳେ ଭାରତ ସରକାର ବିଜନେସମ୍ୟାନ୍ ରାମଦେବ ପାଇଁ ଚିନ୍ତିତ। ଗିଲୟ ମୋଦୀ Read more

National

ସିବିଏସ୍ଇ ପରି ରାଜ୍ୟ ବୋର୍ଡ ନିଷ୍ପତ୍ତି ନେବା ଉଚିତ୍: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

Suvbharat Times | New Delhi (Agency) 02062021 | www.suvbharattimes.in/ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ରାଜ୍ୟ ବୋର୍ଡର ଦ୍ୱାଦଶ ପରୀକ୍ଷା ସମ୍ପର୍କରେ ‘ଛାତ୍ର ଅନୁକୁଳ’ ନିଷ୍ପତ୍ତି ନେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏବଂ ଆଞ୍ଚଳିକ ଶିକ୍ଷା ବୋର୍ଡ ଛାତ୍ର ଅନୁକୁଳ ନିଷ୍ପତ୍ତି ନେବା ଉଚିତ୍। ପ୍ରିୟଙ୍କା ଗାନ୍ଧୀ ଭଦ୍ରା Read more