Food & Travel

ସମୟ ମିଳିଲେ ଓଡ଼ିଆ ଖାଦ୍ୟର ଟେଷ୍ଟ୍ ନେବେ ଜରୀନ୍‌ ଖାନ୍

Suvbharat Times/ Bhubaneswar/ 10112019/ ‘ଓଡ଼ିଶା କୁଇନ୍‌-୨୦୧୯’ ବିୟୁଟି ପ୍ୟାଜେଣ୍ଟର ଗ୍ରାଣ୍ଡ ଫିନାଲେରେ ଜଜ୍‌ ଭାବେ ଯୋଗ ଦେବାକୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍‌। ଏହା ହେଉଛି ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ଏଥର ତାଙ୍କୁ ସମୟ ମିଳିଲେ ସେ ଓଡ଼ିଶା ଖାଦ୍ୟର ଟେଷ୍ଟ୍ ନେବେ ବୋଲି କହିଛନ୍ତି। ଓଡ଼ିଶା କୁଇନ୍‌-୨୦୧୯’ର ଫାଇନାଲ୍‌ ରାଉଣ୍ଡ ପୂର୍ବରୁ ପ୍ରତିଯୋଗୀମାନଙ୍କୁ ନେଇ ଚାରୋଟି ପର୍ଯ୍ୟାୟରେ ଅଡିସନ୍‌ ହୋଇଥିଲା। ଏଥିରେ ମୋଟ୍‌ ୨୧ ଜଣ ସୁନ୍ଦରୀ Read more

Food & Travel

Srinagar’ the summer capital

Suvbharat Times, 14/3- Scenic Srinagar, the summer capital of Jammu & Kashmir state sprawls elegantly on both sides of the river Jhelum. This city of lakes and gardens was originally named as Srinagar and was founded by Ashoka in 3rd-century B.C.Persian influence over the city’s art and culture was introduced by the Afghan Badshah Zain-ul-Abidin (1420-70). Read more

Food & Travel

ନ୍ୟକା ଫେମିନା ବିୟୁଟି ଆୱାର୍ଡ-୧୯

Suvbharat Times/ www.suvbharattimes.in/ 21022019/ ରେଡ୍ କାର୍ପେଟରେ ନିଜ ନିଜ ସେକ୍ସି ଚେହେରାର ଜଲୱା ଦେଖାଇଥିଲେ ବଲିଉଡ୍ କ୍ୟୁଟି ଆକ୍ଟ୍ରେସ୍। ଖାସ୍ ଦୀପିକାଙ୍କ ପାଇଁ କାର୍ପେଟ୍ ରେ ସୋ ପେୟାର୍ ବନିଗଲେ ରଣବୀର ସିଂ। ଏହି ଆୱାର୍ଡ ସେରିମୋନୀରେ ସାରା ଅଲ୍ଲୀ ଖାନ୍ ଙ୍କ ଠାରୁ ମାନୁଷୀ ଚିଲ୍ଲାର ଯାଏଁ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ଆୱାର୍ଡ ଫଙ୍କସନ୍ ରେ ଯେଉଁଠି ଦୀପିକା ବ୍ଳାକ ଡିପ୍ ନେକ୍ ଗାଉନ୍ ରେ ଖୁବ୍ ସୁନ୍ଦର ମିଜାଜରେ ଥିଲେ ସେଠାରେ Read more

Food & Travel

ଯୁବପିଢୀଙ୍କ ଜିମ୍ କ୍ରେଜ୍

Suvbharat Times/ 07022019/ ସ୍ୱାସ୍ଥ୍ୟ ହିଁ ସମ୍ପଦ। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବି ବଡି ଫିଟନେସ୍ ପାଇଁ ଯତ୍ନବାନ ହେବା ନିହାତି ଜରୁରୀ। ଜୀବନରେ ପାଇବାକୁ ଆଶା ରଖିଥିବା ସୁଖ, ଶାନ୍ତି, ସମୃଦ୍ଧି ସହ ଉପଯୁକ୍ତ ସ୍ୱାସ୍ଥ୍ୟ ପାଇଁ ଅଭିଳାଷ ରଖିବା ଆବଶ୍ୟକ। ଏହି ଦୃଷ୍ଟିରୁ ଆଜିର ଯୁବପିଢିଙ୍କ ପ୍ରଥମ ପସନ୍ଦ ଜିମ୍ ଅର୍ଥାତ୍ ବ୍ୟାୟାମଶାଳା। ଏହି ଟ୍ରେଣ୍ଡ୍ କେବଳ ପୁରୁଷଙ୍କ ମଧ୍ୟରେ ସିମିତ ହୋଇ ରହିନାହିଁ, ବରଂ ଅଧିକାଂଶ ଯୁବତୀ ଓ ମହିଳାଙ୍କ ପ୍ରଧାନ ଆକର୍ଷଣ Read more

Food & Travel

ସନ୍ନି ବନାମ୍ ବିକ୍ଷୋଭକାରୀ

Suvbharat Times/ 31012019/ଚର୍ଚ୍ଚାର ହଟସ୍ପଟ୍ ସନ୍ନି ଲିଓନେ। ତାଙ୍କ ଦକ୍ଷତା ପାଇଁ ସେ ଆଜି ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସନ୍ନି ଖୁବ୍ ମିଜାଜୀ, ହାତରେ ସିନେମାର ଲମ୍ବା ଧାଡି, ତା’ ସହ ବିଜ୍ଞାପନ। ସନ୍ନି ମ୍ୟାନଫୋର୍ସ କଣ୍ଡୋମ୍ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର୍ ମଧ୍ୟ। ଯୁବଗୋଷ୍ଠି ତାଙ୍କ ବ୍ରାଣ୍ଡ୍ କଣ୍ଡୋମ୍ ବ୍ୟବହାର କରିବା ପାଇଁ ସେ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରାନ୍ତି। ମାତ୍ର ବିଜ୍ଞାପନ ଯେତେବେଳେ ଦେଶର ନାଗରିକଙ୍କ ଧାର୍ମିକ ଭାବନାକୁ ପ୍ରଭାବିତ କରେ ଆରମ୍ଭ ହୁଏ ବିବାଦ। ନିକଟ Read more

Food & Travel

ଐତିହାସିକ ସହର କୋଲକାତା

Suvbharat Times/ www.suvbharattimes.in/ Kolkata/ 23012019/  ଭାରତର ଆତ୍ମା ହେଉଛି କୋଲକାତା। ୧୯୧୨ ମସିହା ପର୍ଯ୍ୟନ୍ତ ଏହି ବୃହତ୍ତମ ମହାନଗର ଥିଲା ଆମ ଦେଶର ରାଜଧାନୀ। ଏକ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କୋଲକାତା ଭାରତର ରୁଚି ଓ ସଂସ୍କୃତିର ମହାନଗର। ଭିକ୍ଟୋରିଆ ଇଂଲଣ୍ଡର ଛାପ ଏବେ ମଧ୍ୟ କୋଲକାତାର କୋଠାବାଡି, ରାଜମାର୍ଗ ଏବଂ ଜନଜୀବନରେ ପରିଦୃଷ୍ଟ ହୁଏ। ଏହା ପୂର୍ବ ଭାରତର ବୃହତ୍ତମ ବାଣିଜ୍ୟ କେନ୍ଦ୍ର। ଝୋଟକଳ, ବସ୍ତ୍ର ଶିଳ୍ପ, ଚମଡା କାରଖାନା, ଔଷଧ ପ୍ରସ୍ତୁତି, ରସାୟନିକ ଶିଳ୍ପ Read more