Metro

ଗର୍ଭବତୀ ମହିଳା ଝରଣା ବେହେରାଙ୍କୁ ନ୍ୟାୟ ଦେବାରେ ପୋଲିସ ଅକ୍ଷମ

Suvbharat Times | Bhubaneswar 19072021 | www.suvbharattimes.in ଗର୍ଭବତୀ ଝରଣା ବେହେରା ଏବେ ସମ୍ପୂର୍ଣ୍ଣ ଅସହାୟ। ଅଧିକ ଯୌତୁକ ଦାବି କରି ମେ୨୮ ତାରିଖ ଭୋର ୫ଟାରେ ଶାଶୁଘର ଲୋକେ ତାଙ୍କୁ ଘରୁ ତଡି ଦେଇଛନ୍ତି। ଝରଣା ଗର୍ଭ ଯନ୍ତ୍ରଣା ସହି ୨ ଛୁଆଙ୍କ ସହ ବାପଘରେ ଆଶ୍ରୟ ନେଇଛନ୍ତି। ଶାଶୁଘର ଲୋକଙ୍କ ଯିଦ୍ ଯୌତୁକ ଆଣିଲେ ତୋତେ ଶାଶୁଘରେ ଭର୍ତ୍ତି କରିବୁ। କିନ୍ତୁ ଝରଣାଙ୍କ ପିତା ଜୟ ବେହେରା ଏଥିପାଇଁ ଅସମର୍ଥ। ଦୁଇ ଛୁଆଙ୍କ Read more

Metro

ପରଲୋକରେ ଜିମୂତ ମଙ୍ଗରାଜ

Suvbharat Times| Bhubaneswar| 27062021| www.suvbharattimes.in/ ରବିବାର ଲୋକପ୍ରିୟ ସାମ୍ବାଦିକ ଡ଼ ଜିମୂତ ମଙ୍ଗରାଜଙ୍କ ଦେହାନ୍ତ ଘଟିଛି। ଡ଼ ମଙ୍ଗରାଜ ଏକ ସ୍କୁଟି (ଓଡି ୦୨-ବିଓ-୯୪୦୨) ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରାବେଳେ ୧୬ନମ୍ବର ଜାତୀୟ ରାଜପଥ ଯାଆଁଳା ଠାରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଉପସ୍ଥିତ ଲୋକ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଭୁବନେଶ୍ୱର(ସିଜୁଆ) ଏମ୍ସ’ରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଯାଞ୍ଚ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ। ଯାଆଁଳା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ Read more

Metro

ରାଜ୍ୟ ମହିଳା କଂଗ୍ରେସ ନୂଆ ସଭାପତି ବନ୍ଦିତା ପରିଡ଼ା

Suvbharat Times | 23062021 | www.suvbharattimes.in/ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ପରେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ାଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଗତ ନିର୍ବାଚନ ସମୟରେ ପୁର୍ବତନ ସଭାପତି ସୁମିତ୍ରା ଜେନ୍ ଦଳୀୟ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ସଭାପତି ପଦରୁ ଇସ୍ତଫା ଦେଇଥିଲେ, ଏବଂ ବନ୍ଦିତା କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ଅଭିଜ୍ଞତା ଦୃଷ୍ଟିରୁ ରାଜ୍ୟ ମହିଳା କଂଗ୍ରେସରେ ଏହି ନୂଆ ଦାୟିତ୍ୱ ବନ୍ଦିତା Read more

Metro

ଜାତୀୟ ରାଜପଥରେ ରାହାଜାନି, ଜଙ୍କିଆ ପୋଲିସ୍ ଜଳକା

Suvbharat Times | Tangi/Khordha | 15042021 | www.suvbharattimes.in/ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ପଲସର୍ ଆତଙ୍କ। ଗୁରୁବାର ଜଙ୍କିଆ ଥାନା ନିକଟରେ ଘଟିଯାଇଛି ବଡଧରଣର ଲୁଟପାଟ୍। ୨ଟି ପଲସର୍’ ରେ ଆସିଥିବା ୬ ଜଣ ଲୁଟେରା ଜଣେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଭୁଜାଲି, ପିସ୍ତଲ ଦେଖାଇ ଲୁଟି ନେଇଛନ୍ତି ୪ ଲକ୍ଷ ୫୦ ହଜାର ଟଙ୍କା। ଲୁଟପାଟ୍ ପରେ ଜଗନ୍ନାଥ ସଡକ ରଣପୁର ରାସ୍ତାରେ ଲୁଟେରା ଗ୍ୟାଙ୍ଗକୁ ପିଛା କରି ପୋଲିସ କୋଣସି Read more

Metro

ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ଦୁର୍ଘଟଣା, ଗୁରୁତର ଚାଳକ ଭୁବନେଶ୍ୱର ସ୍ଥାନାନ୍ତର

Suvbharat Times | Tangi/Khordha | 11042021 | www.suvbharattimes.in/ ରବିବାର ପୁର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏବଂ ନୟାଗଡ ଜିଲ୍ଲା ସୀମାବର୍ତ୍ତୀ କନ୍ଧ ନୟାଗଡ ବାଇପାସ୍ ଛକରେ ଘଟିଛି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍ ହମ୍ପସ୍ ପାଖରେ ହଠାତ୍ ବ୍ରେକ୍ ଦେବାରେ ପଛରୁ ଆସୁଥିବା ମାଲ୍ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଛି। ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଯାତାୟତ ସୁଧାରିବା Read more

Metro

ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ସରକାର ନିରବ

Suvbharat Times | Bhubaneswar | 06042021 | www.suvbharattimes.in/ ରାଜ୍ୟର ୬୬,୭୬୫ ବିଦ୍ୟାଳୟ ମଧ୍ୟରୁ ୪୪୩୩ ଘରୋଇ ବିଦ୍ୟାଳୟ। ସମଗ୍ର ଶିକ୍ଷାନୁଷ୍ଠାନ ମଧ୍ୟରୁ ଅଧିକାଂଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଅଧିନରେ ପରିଚାଳିତ ଏବଂ ଅନ୍ୟଗୁଡିକ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ବୋର୍ଡ ସହ ଜଡିତ। ଆଉ ମାତ୍ର ୨୮ ଦିନ ପରେ ସିବିଏସ୍ଇ ବୋର୍ଡ କ୍ଲାସ୍ ଟେନ୍ ପରୀକ୍ଷା। କିନ୍ତୁ, Read more