ନ୍ୟାସନାଲ୍

ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ୧୨ ରୁ ୨୦ ନିୟୁତ ଟନ୍ ଲୁହାପଥର

Suvbharat Times/ Bhubaneswar/ www.suvbharattimes.in/ 18022021/ ଖଣି କ୍ଷେତ୍ରରେ ସଂସ୍କାରକୁ ଓଡିଶା ସର୍ବଦା ସମର୍ଥନ କରିଆସିଛି। ଓଡିଶା ମାଇନିଙ୍ଗ କର୍ପୋରେସନ୍ (ଓଏମସି) ଅଧିନରେ ଥିବା କେନ୍ଦୁଝର-ଗୁଆଳି ଏବଂ ଜିଲିଙ୍ଗ- ଲାଙ୍ଗାଲୋଟା ଅଞ୍ଚଳର ୨ଟି ଖଣି ବାର୍ଷିକ ୧୨ ନିୟୁତ ଟନରୁ ସର୍ବାଧିକ ୨୦ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିବ। ଏହାଦ୍ୱାରା ଲୁହାପଥର ବଜାର ସ୍ଥିର ରହିବା ସହ ଶିଳ୍ପର ଚାହିଦା ପୂରଣ କରିବାରେ ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। www.suvbharattimes.in/ ଫେବୃୟାରୀ Read more

ନ୍ୟାସନାଲ୍

ଏମ୍ସ କାର୍ଡିଆକ୍ ଆଇସିୟୁରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

Suvbharat Times/ New Delhi/ 23012021 http://www.suvbharattimes.in/ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଏବଂ ଫୁସଫୁସ୍ ସଂକ୍ରମଣ ହେତୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ରାତିରେ ଏମ୍ସ ହୃଦରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ହୃଦରୋଗ ବିଭାଗର ପ୍ରଫେସର ଡାକ୍ତର ରାକେଶ ଯାଦବଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଲାଲୁଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମେଡିକାଲ୍ କର୍ତ୍ତୃପକ୍ଷ ଅଧିକ ସୂଚନା Read more

ନ୍ୟାସନାଲ୍

ନନ୍ଦିଗ୍ରାମ ଓ ଭବାନୀପୁର ବିଧାନସଭା ଆସନରୁ ଲଢିବେ ମମତା ବାନାର୍ଜୀ

Suvbharat Times/ Kolkata http://www.suvbharattimes.in/ 18012021- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରସ୍ତୁତି ଜୋରଦାର। ଏହାକୁ ଶୁଭାରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଏହି ନିର୍ବାଚନରେ ଏକାବେଳେ ନନ୍ଦିଗ୍ରାମ ଏବଂ ଭବାନୀପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଦିଦି। ଏହା ଘୋଷଣା କରିବା ସହ ତୃଣମୂଳ କଂଗ୍ରେସ (ଟିଏମସି) ଛାଡି ବିଜେପିରେ ଯୋଗ ଦେଇଥିବା ସୁଭେନ୍ଦୁ ଅଧିକାରୀଙ୍କ ଗଡ଼ରେ ସୋମବାର ଏକ ମେଗା ରାଲିରେ ସାମିଲ୍ ହୋଇ ଦିଦି କହିଛନ୍ତି, Read more

ନ୍ୟାସନାଲ୍

ଆସନ୍ତାକାଲି କୃଷି ଆଇନର ବୈଧତା ଉପରେ ସୁପ୍ରିମକୋର୍ଟ ରାୟ ଦେବେ

Suvbharat Times/ New Delhi http://www.suvbharattimes.in/ 11012021 କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବେ। କିସାନ ଆନ୍ଦୋଳନ ସହ ଜଡିତ ଆବେଦନ ଉପରେ ଶୁଣାଣି ବେଳେ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ କୃଷି ଆଇନର କାର୍ଯ୍ୟକାରିତା ବନ୍ଦ କରାଯାଉ। ଆଜି କିଛି ଅର୍ଡର ଆସିପାରେ ଏବଂ କିଛି ଅଂଶ ଆସନ୍ତାକାଲି ଆସିପାରେ। Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes http://www.suvbharattimes.in/ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ (ସିଜେଆଇ) କହିଛନ୍ତି କୋର୍ଟ Read more

ନ୍ୟାସନାଲ୍

ପରିପକ୍ୱତା ପୂର୍ବରୁ ବେଶ୍ୟାବୃତ୍ତି

Suvbharat Times/ Bhubaneswar http://www.suvbharattimes.in/ 04012021- କଳଙ୍କିତ ସହରକୁ ପାଠକ ସାମ୍ନାକୁ ଆଣିବା ପଛରେ କୌଣସି କାରଣ ନାହିଁ। ହେଡ୍ ଲାଇନ୍’ରୁ ଅନେକ ବୁଝି ସାରିବେଣି ଶୁଭ୍ ଭାରତ ଟାଇମ୍ସ କ’ଣ ଜଣାଇବାକୁ ଚାହୁଁଛି। ଘଟଣାର ପୃଷ୍ଠଭୁମି ନିଛକ ସତ୍ୟ ଘଟଣାର କିୟଦଂଶ। ଏହି ପ୍ରସଙ୍ଗରେ ଖବର ପୋଷ୍ଟ୍ କରିବା ପୂର୍ବରୁ ଆମେ ପାଠକଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛୁ। ଦେଶରେ ବେଶ୍ୟାବୃତ୍ତିକୁ ଆୟୁଧ କରି ଯେଉଁ ସାମ୍ରାଜ୍ୟ ଠିଆ ହୋଇଛି, Read more

ନ୍ୟାସନାଲ୍

ପଶ୍ଚିମବଙ୍ଗରେ ଅନୁକମ୍ପା ସାଉଁଟୁଛି ବିଜେପି

Suvbharat Times http://www.suvbharattimes.in/ #Bhubaneswar  12122020- ପଶ୍ଚିମବଙ୍ଗରେ ଇମରଜେନ୍ସି ଜାରି ପାଇଁ ମସୁଧା କରୁଛି କେନ୍ଦ୍ର ସରକାର। ବିଜେପି ଅଧକ୍ଷ ଜେପି ନଡ୍ଡାଙ୍କ ଗାଡିକୁ ପଥର ଫିଙ୍ଗିବା ଘଟଣା ପରେ ରାଜ୍ୟର ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କୁ ଭୟଭୀତ କରାଯାଉଛି। ତୃଣମୂଳ କଂଗ୍ରେସ ଦଳ ଅଭିଯୋଗ କରିଛି ବିଜେପି ନେତୃତ୍ୱ ପଶ୍ଚିମବଙ୍ଗ ଦଖଲ ନିଶାରେ ଆକ୍ରୋଶମୂଳକ ପଦକ୍ଷେପ ନେବାକୁ ତତ୍ପର ହୋଇଛନ୍ତି। ପ୍ରକାରାନ୍ତରେ ପଶ୍ଚିମବଙ୍ଗ ପୋଲିସ୍ ଓ ପ୍ରଶାସନିକ ସେବାରେ ନିୟୋଜିତ ୩ ଜଣ ଅଧିକାରୀମାନଙ୍କୁ ଡେପୁଟେସନରେ Read more

ନ୍ୟାସନାଲ୍

କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱାସ କରିବା ?

Suvbharat Times / http://www.suvbharattimes.in/ 27112020 ନରେନ୍ଦ୍ର ମୋଦୀ ସରକାର ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ଦେଶର କୃଷକ। ଏମାନେ ଦାବି କରୁଛନ୍ତି କୃଷି ଆଇନ ପ୍ରତ୍ୟାହାର ହେଉ। ଏମଏସପି ଗ୍ୟାରେଣ୍ଟି ଆଇନ ଏବଂ ପ୍ରସ୍ତାବିତ ବିଦ୍ୟୁତ ବିଲ୍- ୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହାକୁ ଶାଣିତ କରିବାକୁ ହଜାର ହଜାର କୃଷକ ‘ଚଲୋ ଦିଲ୍ଲୀ’ ଅଭିଯାନକୁ ଦିଲ୍ଲୀରେ ପହଁଚି ସଫଳ କରିଛନ୍ତି। କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରି ଶୀତରେ Read more

ନ୍ୟାସନାଲ୍

ପର୍ଯ୍ୟାପ୍ତ ସୁନାର ଭଣ୍ଡାର କେ.ଜି.ଏଫ୍‌

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ପ୍ରେକ୍ଷାଳୟରେ ଆଶାତୀତ ରୋଜଗାର କରିଛି କେ.ଜି.ଏଫ୍‌। ଭାରତରେ ମହଜୁଦ୍ ସୁନା ଖଣି ଉପରେ ପର୍ଯ୍ୟବସିତ କେ.ଜି.ଏଫ୍ ସିନେମାରୁ ଦର୍ଶକ ଭରପୁର ମଜା ନେଇଛନ୍ତି। ସିନେମା ରିଲିଜ୍ ପରେ ଅନେକଙ୍କ ପ୍ରଶ୍ନ, ସତରେ କଣ ଆମ ଦେଶରେ ଗୋଲ୍ଡ ଫିଲ୍ଡ ଥିଲା, ନା ଏହା କୌଣସି କାଳ୍ପନିକ କାହାଣୀ! ମାତ୍ର, ଏହା ସତ୍ୟ ଯେ, କେ.ଜି.ଏଫରେ ବିପୁଳ ସୁନା ମହଜୁଦ୍ ଅଛି। କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ଶହେ କିଲୋମିଟର ଦୂରବର୍ତ୍ତୀ କୋଲାର ଗୋଲ୍ଡ Read more

ନ୍ୟାସନାଲ୍

ବଲିଉଡ୍ ମୋହ ଛାଡୁନି ଶିବସେନା

ଶୁଭ୍ ଭାରତ ଟାଇମ୍ସ, ୧୧/୧୦- ଦଶନ୍ଧି ମଧ୍ୟରେ ବଲିଉଡ୍‌ରେ ଚାଲିଥିବା ଦରିନ୍ଦାଗିରୀ ସୀମା ଲଂଘିଛି। ମହାରାଷ୍ଟ୍ର ଶାସକ ଦଳ ଶିବସେନା ବଲିଉଡକୁ କବଜା କରିଥିବା ଦରିନ୍ଦାମାନଙ୍କ ଠାରୁ ବିପୁଳ ବଟି ନେଉଛି। ମାୟା ନଗରୀକୁ ହତ୍ୟାକାରୀଙ୍କ ଆଡ୍ଡାସ୍ଥଳୀରେ ପରିଣତ କରିଛି ଶିବସେନା। ଦେଶବାସୀ ସଂଘ ପ୍ରତି ଆନୁଗତ୍ୟ ଦେଖାଉଛନ୍ତି। ସଂଘୀୟ ବ୍ୟବସ୍ଥାରେ ହିଂସାର କୌଣସି ସ୍ଥାନ ନାହିଁ। କିନ୍ତୁ ବିପୁଳ ଅର୍ଥ ଲୋଭରେ ମାୟା ନଗରୀକୁ ହତ୍ୟାକାରୀଙ୍କ ହାତମୁଠାକୁ ଟେକି ଦେଇଛି ଶିବସେନା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ Read more

ନ୍ୟାସନାଲ୍

ଟେଷ୍ଟିଂ କିଟ୍ସରେ ତ୍ରୁଟି,୨ ଦିନ ଯାଏଁ ରାପିଡ୍ ଟେଷ୍ଟିଂ ବନ୍ଦ ନିର୍ଦ୍ଦେଶ

ଟେଷ୍ଟିଂ କିଟ୍ସରେ ତ୍ରୁଟି,୨ ଦିନ ଯାଏଁ ରାପିଡ୍ ଟେଷ୍ଟିଂ ବନ୍ଦ ନିର୍ଦ୍ଦେଶ > www.suvbharattimes.in Suvbharat Times, 21/04- କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଦେଶରେ ଚାଲିଥିବା ରାପିଡ୍ ଟେଷ୍ଟିଂ ୨ ଦିନ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ। ୨ଦିନ ପରେ ଆଉଥରେ ମାର୍ଗଦର୍ଶିକା ଜାରି ହେବା ପରେ କାର୍ଯ୍ୟ ଜାରିରହିବ। କରୋନା ମୁକାବିଲା ନେଇ ରାଜ୍ୟ ସମୁହ ଯେଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ ସେଥିରେ ରୋକ୍ ଲାଗିଛି। Read more