Religion

ପ୍ରାର୍ଥନା ମହାମାରୀକୁ ନଷ୍ଟ କରିଦେବ

Suvbharat Times | 24052021 | www.suvbharattimes.in/ ପ୍ରାର୍ଥନାର ନିଜସ୍ୱ କାରଣ ଅଛି। ଖ୍ରୀଷ୍ଟିଆନ ଦାର୍ଶନିକ ତଥା ବୈଜ୍ଞାନିକ ବ୍ଲେଜ ପାସ୍କାଲଙ୍କ ମତରେ, ପ୍ରାର୍ଥନା କରୁଥିବା ବ୍ୟକ୍ତିର ହୃଦୟ ଜାଣେନି ପ୍ରାର୍ଥନା କାହିଁକି ଗୁରୁତ୍ୱପୂର୍ଣ୍ଣ। ହୁଏତ ଏହାର ମୁଖ୍ୟ କାରଣ ହେଉଛି ଈଶ୍ୱର ଆମକୁ ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି। ଯଦି କେହି ତାଙ୍କ ଇଚ୍ଛାକୁ ମାନିବାରେ ବିଶ୍ୱାସ ରଖନ୍ତି, ତେବେ ପ୍ରାର୍ଥନା ତାଙ୍କ ଭିତରେ ଜୀବନର ଏକ ଅଂଶ ହେବା ଜରୁରୀ। ଏହି ବିଶ୍ୱାସ ମହାମାରୀ Read more

Religion

ହନୁମାନ ଜୟନ୍ତୀରେ ୧୦୮ ହନୁମାନ ଚାଳିଶା ପାଠ ଲାଭପ୍ରଦ

Suvbharat Times | 31032021 | www.suvbharattimes.in/ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହନୁମାନ ଜୟନ୍ତୀ। ୨୦୨୧ ପାଇଁ ନିର୍ଦ୍ଧାରିତ ପାଞ୍ଜି ଗଣନା ଅନୁସାରେ ଏପ୍ରିଲ ମାସ ୨୭ ତାରିଖ, ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପାଳନ ହେବ। ଏହି ତିଥି ବିଶେଷ ତାତ୍ପର୍ଯ୍ୟ ବହନ କରୁଛି ବୋଲି ଜ୍ୟୋତିଷବୃନ୍ଦ ଆସ୍ଥାବାଦୀ। ଏହି ତାରିଖ ବ୍ୟତୀତ, ଅନେକ ସ୍ଥାନରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ମଧ୍ୟ ହନୁମାନ ଜୟନ୍ତୀ Read more

Religion

ସାଁଚ୍ୟୁରୀ ଅଫ୍ ଟ୍ରୁଥ୍, ଥାଇଲାଣ୍ଡ୍ ଫଟୋଚିତ୍ରକୁ ନେଇ ଗୁଜବ

Suvbharat Times | 29032021 | www.suvbharattimes.in/ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ‘ସାଁଚ୍ୟୁରୀ ଅଫ୍ ଟ୍ରୁଥ୍’ ଥାଇଲ୍ୟାଣ୍ଡର କିଛି ଫଟୋଚିତ୍ରକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଥିରେ ଏଭଳି କିଛି ସୁନ୍ଦର ମୂର୍ତ୍ତି ନଜରକୁ ଆସିଛି, ଯାହାକୁ ଦେଖିବା ପରେ ସୋସିଆଲ୍ ମିଡିଆ ୟୁଜର୍ସ ଦାବି କରୁଛନ୍ତି ଉତ୍ତରପ୍ରଦେଶ ବନାରସ ସ୍ଥିତ କାଶୀରାଜ କାଳୀ ମନ୍ଦିରର ଫଟୋଚିତ୍ର ସହ ଏହାର ସାମଞ୍ଜସ୍ୟ ଅଛି। ସାଁଚ୍ୟୁରୀ ଅଫ୍ ଟ୍ରୁଥ୍’ ଥାଇଲ୍ୟାଣ୍ଡର ଫଟୋଚିତ୍ର ଭାଇରାଲ ପରେ ଏକ ନିୟୁଜ୍ Read more

Religion

ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୨ତମ ଆର୍ବିଭାବ ମହୋତ୍ସବ

କଟକ(ବ୍ୟୁରୋ) ଶୁଭ୍ ଭାରତ ଟାଇମ୍ସ,୩୦/୧୨- ପରମପ୍ରେମମୟ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୨ତମ ଆର୍ବିଭାବ ମହୋତ୍ସବ ରେଲୱେ ଇନ୍ସଟିଚ୍ୟୁଟ, କଟକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ମୁଖ୍ୟଅତିଥି ତଥା ଶ୍ରୀ ଶ୍ରୀ ଠାକୁରଙ୍କ ପୌତ୍ର ପୂଜ୍ୟପାଦ ବିଦ୍ୟୁତ୍ ରଞ୍ଜନ ଚକ୍ରବର୍ତ୍ତୀ ଓ ପୂଜ୍ୟପାଦ ଡଃ ବୁଦ୍ଧଦେବ ଚକ୍ରବର୍ତ୍ତୀ ଉତ୍ସବର ଉଦଘାଟନ କରିଥିଲେ। ପ୍ରତ୍ୟୁଷରୁ ଉଷା କୀର୍ତ୍ତନ, ନଗର ପରିକ୍ରମା, ସମବେତ ପ୍ରାର୍ଥନା ଓ ଆର୍ଯ୍ୟକୃଷ୍ଟି ପତାକା ଉତ୍ତୋଳନ ହୋଇଥିଲା। ଏହାସହିତ ବୋଧବିକ୍ଷଣୀ ସଭାରେ “ଆଦର୍ଶକେନ୍ଦ୍ରିକ ଜୀବନ-ସମାଜର ତ୍ରାଣକର୍ତ୍ତା’ ଓ ମାତୃସମ୍ମିଳନୀରେ Read more

Religion

ନାଗା ବେଶରେ ଦର୍ଶନ ଦେଲେ ପ୍ରଭୁ ସିଦ୍ଧ ମହାଵୀର

ପୁରୀ(ସଞ୍ଜୀବ ମହାପାତ୍ର), ଶୁଭ୍ ଭାରତ ଟାଇମ୍ସ, ୧୭.୧୧- ଆଜି ମାର୍ଗଶୀର ମାସର ପବିତ୍ର ପଞ୍ଚମୀ ତିଥି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ସିଦ୍ଧମହାବୀର ମନ୍ଦିରରେ ପଞ୍ଚତୀର୍ଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ତିଥିରେ ପ୍ରଭୁ ସିଦ୍ଧ ମହାଵୀର ନାଗା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମନ୍ଦିର ରୀତିନୀତି ଅନୁସାରେ ଏହି ପବିତ୍ର ତିଥିରେ ନାଗା ବେଶରେ ସଜ୍ଜିତ ସିଦ୍ଧ ମହାବୀରଙ୍କୁ ରସଗୋଲା ଭୋଗ ଅର୍ପଣ କରାଯାଇଥିଲା।  ପ୍ରଭୂଙ୍କୁ ଏଭଳି ବେଶରେ ଦର୍ଶନ କରିବା ଲକ୍ଷ୍ୟରେ ମନରେ Read more

Religion

ଚୂଡ଼ାନ୍ତ ପର୍ଯ୍ୟାୟରେ ମହୋତ୍ସବ ପ୍ରସ୍ତୁତି, ଉଛୁଳିବ ଚଣ୍ଡେଶ୍ୱର

ଶୁଭ୍ ଭାରତ ଟାଇମ୍ସ, (ହରିହର ରଣା), o୨.୧୧- ଧର୍ମ ମାସ ପାଇଁ ହବିଷ୍ୟାଳୀଙ୍କ ଭିଡ଼ରେ ଚଳଚଞ୍ଚଳ ଚଣ୍ଡେଶ୍ୱର। ଗାଁରେ ଏମିତି ଏକ ତୁଳସୀ ଚଉରା ନାହିଁ, ଯେଉଁଠି ନାହାଁନ୍ତି ରାଧା ଦାମୋଦର ବ୍ରତରେ ବ୍ରତୀ କଳିଯୁଗର ଗୋପାଙ୍ଗନା। ତୁଳସୀ ଚଉରାକୁ ଚତୁଃପାର୍ଶ୍ଵ ଘେରି କେବେ ଚକ୍କର କାଟୁଛନ୍ତି ତ କେହି କେହି କାର୍ତ୍ତିକ ମାହାତ୍ମ୍ୟ ଶୁଣିବାରେ ମଗ୍ନ। ମନର ଆବେଗ ଲମ୍ବିଛି ଉଦ୍ଧ୍ୱର୍କୁ। ଭାବ ବିନୋଦିଆ ଠାକୁରଙ୍କ ଲୟରେ ଭୋକ ଉପବାସରେ ରହି ପୂଣ୍ୟ ଅର୍ଜନ କରୁଛନ୍ତି। Read more

Religion

ଶ୍ରୀକ୍ଷେତ୍ରରେ ଦୀପାବଳି

ପୁରୀ(ସଞ୍ଜୀବ ମହାପାତ୍ର), ଶୁଭ୍ ଭାରତ ଟାଇମ୍ସ, ୨୭.୧୦- ଆଜି ପବିତ୍ର ଦୀପାବଳି ଅବସରରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଅନେକ ଭକ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ପରେ ବଡ଼ଦାଣ୍ଡରେ କାଉଁରିଆ କାଠିରେ ଆଖୁ ଓ କଇଁଫୁଲ ଗୁଡ଼ାଇ ପୋଲାଙ୍ଗ ତେଲରେ ଦୀପ ଜାଳି, କାଠିରେ ଅଗ୍ନୀ ସଂଯୋଗ କରି ବଡ଼ବଡ଼ିଆ ଡାକିଥିଲେ। ପରମ୍ପରା ଅନୁସାରରେ ଏହି ତିଥିରେ ଲୋକେ ନିଜର ପିତୃ ପୁରୁଷଙ୍କୁ ସମ୍ନାନ ଜଣାଇ କାଇଁରିଆ ଜଳାଇଥାନ୍ତି। ବଡ଼ବଡ଼ିଆ ଡ଼ାକିବାବେଳେ Read more

Religion

ଶିବ ତତ୍ତ୍ୱ ଆଲୋଚନା ସଭା

ଚିଲିକା/ଖୋର୍ଦ୍ଧା(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୫,୧୦- ପରମ କାରୁଣିକ ମଙ୍ଗଳମୟ ମଙ୍ଗଳ ପ୍ରଦାୟକ ଦେବାଧିଦେବ ମହାଦେବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ ଅପଶକ୍ତି, ଅନ୍ୟାୟ ଅନୀତିକୁ ସଂହାର କରି ସଂସାରକୁ ସୁଖ ଶାନ୍ତି ପ୍ରଦାନ କରନ୍ତି। ସେ ଅକାଳ ମୃତ୍ୟୁ ହରଣକର୍ତ୍ତା ମହାଶକ୍ତି ମୃତ୍ୟୁଞ୍ଜୟ। ପ୍ରଭୂଙ୍କ ଠାରୁ ସୃଷ୍ଟିର ଆରମ୍ଭ। ସମଗ୍ର ଜୀବଜଗତ ସେହି ଦିବ୍ୟ ଶକ୍ତି ଦ୍ୱାରା ସଞ୍ଚାଳିତ। ବିଦ୍ୱାନମାନେ ମନୁଷ୍ୟ ଜନ୍ମର ସାର୍ଥକତା ଲଭିବା ପାଇଁ ପ୍ରଭୂଙ୍କର ଶରଣରେ ଆଶ୍ରୟ ନିଅନ୍ତି। ସମାଜରେ ଶାନ୍ତି, ମୈତ୍ରୀ Read more

Religion

ଦିବା ପହୁଡ଼ ନୀତି ଲାଗି ୨ଘଣ୍ଟା ଦର୍ଶନ ବନ୍ଦ

ପୁରୀ(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୯.୧o- ଶନିବାର ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ପାଇଁ ୨ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚିତ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିନଥିଲେ। ଉକ୍ତ କାର୍ଯ୍ୟସୁଚୀରେ ଶ୍ରୀଜିଉଙ୍କ ନିକଟରେ ଦ୍ୱିତୀୟ ଭୋଗ ମଣ୍ଡପ ପୂଜା ପରେ ଦିବା ପହୁଡ଼ ନୀତି କରାଯିବ ବୋଲି ପୂର୍ବରୁ ସୁଚନା ଦିଆଯାଇଥିଲା। ଏଥିପାଇଁ ମନ୍ଦିରକୁ ବନ୍ଦ କରାଯିବା ସହ ଭକ୍ତମାନେ Read more