Religion

ରହସ୍ୟମୟ କେଶର କ୍ଷେତ୍ର

ଚିଲିକା/ଖୋର୍ଦ୍ଧା, ଶୁଭ୍ ଭାରତ ଟାଇମ୍ସ, ୧୪.୧୦- ଓଡ଼ିଶାର ପ୍ରସିଦ୍ଧ ଶୈବ ଉପାସନା କ୍ଷେତ୍ର ମଧ୍ୟରୁ ଅନ୍ୟତମ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମହାଦେବ ଶ୍ରୀଚଣ୍ଡେଶ୍ୱରଙ୍କ ପୀଠ। କ୍ଷେତ୍ର ଅଧୀଶ୍ୱର ଶ୍ରୀଚଣ୍ଡେଶ୍ୱର ଦେବଙ୍କ ପର୍ବପର୍ବାଣୀକୁ ନେଇ ମାଦଳା ପାଞ୍ଜି ଏବଂ ପୁରୀ ଶ୍ରୀମନ୍ଦିରରେ ପ୍ରଚଳିତ ପୁରାତନ ପଞ୍ଜିକାରେ ଲିପିବଦ୍ଧ ହୋଇଛି ଶ୍ରୀଲିଙ୍ଗରାଜ ଦେବ, ଶ୍ରୀଚଣ୍ଡୀହର ଦେବ ଓ ଲଡୁବାବାଙ୍କ ପାବନ କ୍ଷେତ୍ରରେ ୧୨ ମାସରେ ଚତ୍ତୁର୍ଦଶ ଯାତ୍ରା ପାଳିତ ହୋଇଥାଏ। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes Read more

Religion

ବଡ଼ଗଡ଼ ନେତାଜୀ କ୍ଲବ୍ ପକ୍ଷରୁ ‘ମାଟି ଅନୁକୂଳ’

ଭୁବନେଶ୍ୱର(ଏକାମ୍ର), ଶୁଭ୍ ଭାରତ ଟାଇମ୍ସ, o୪.o୯ – ଆସନ୍ତା ଆଶ୍ୱିନ ମାସ ଶୁକ୍ଲ ପକ୍ଷରେ ପାଳିତ ହେବ  ମା’ ଦୁର୍ଗାଦେବୀଙ୍କର ପାରମ୍ପରିକ ଦଶହରା ପର୍ବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟ ସମ୍ପଣ୍ଣ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଡ଼ଗଡ଼ ନେତାଜୀ ଯୁବକ ସଂଘର ସଦସ୍ୟବୃନ୍ଦ ମଙ୍ଗଳବାର କ୍ଲବ୍ ପରିସରରେ ୪୩ତମ ହରପାର୍ବତୀ ପୂଜା ଲକ୍ଷରେ ମାଟି ଅନୁକୂଳ ସମ୍ପାଦନ କରିଛନ୍ତି। ନେତାଜୀ ଯୁବକ ସଂଘ ସଭାପତି ସନ୍ତୋଷ Read more

Religion

ଶିବାଳୟ ଚଣ୍ଡେଶ୍ୱର: ପୁରାତନ କୀର୍ତ୍ତିରାଜିର ଅନନ୍ୟ ପୀଠ

ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୧୦ ଅଗଷ୍ଟ, ୨୦୧୯- ଅବିଭକ୍ତ ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବାଳୟ ଚଣ୍ଡେଶ୍ୱର ପୀଠ। ପ୍ରଗଲ୍ଭ ଭକ୍ତ ବାବାଙ୍କୁ ଶ୍ରଦ୍ଧାରେ ଚଣ୍ଡୀହର ଦେବ ବୋଲି ସମ୍ବୋଧନ କରନ୍ତି। ଏଠାରେ ଦେବ ଦେବ ମହାଦେବ ଚଣ୍ଡେଶ୍ୱରଙ୍କ ଆବିର୍ଭାବ ସମ୍ବନ୍ଧରେ ସଠିକ ତଥ୍ୟ ଦେବା ଅସହଜ। ଐତିହାସିକଙ୍କ ମତରେ ଆଜକୁ ଅଢେଇ ହଜାର ବର୍ଷ ପୂର୍ବେ ଗଜପତି ଚୋଡ଼ଗଙ୍ଗଦେବଙ୍କ ସମୟରେ ଏହି କାରୁକାର୍ଯ୍ୟମୟ ମନ୍ଦିରଟି ନିର୍ମିତ। ମନ୍ଦିରର ପୀଠାଧୀଶ ପ୍ରଭୂ ଚଣ୍ଡେଶ୍ୱର ଦେବଙ୍କ ସହ ଅଷ୍ଟଶମ୍ଭୁ Read more

Religion

ଶ୍ରୀମଦ୍ଭଗବଦଗୀତା- ଅଥ ଦ୍ୱିତୀୟୋଽଧ୍ୟାୟଃ (୧ମ ରୁ ୧୮ଶ ଅଧ୍ୟାୟ ପର୍ଯ୍ୟନ୍ତ)

ଅବତରଣିକାଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ ଦୁଇସେନାଙ୍କ କଥା କହିଲେ, ହେଲେ ଦ୍ରୋଣାଚାର୍ଯ୍ୟ କିଛି କହିଲେ ନାହିଁ; ଫଳରେ ଦୁର୍ଯ୍ୟୋଧନ ଦୁଃଖରେ ଭାଙ୍ଗି ପଡିଲେ, ତେଣୁ ଦୁର୍ଯ୍ୟୋଧନଙ୍କୁ ପ୍ରସନ୍ନ କରାଇବା ପାଇଁ ପିତାମହ ଭୀଷ୍ମ ଉଚ୍ଚ ସ୍ୱରରେ ଶଙ୍ଖ ବଜାଇଲେ। ଭୀଷ୍ମଙ୍କ ଶଙ୍ଖ ବାଜିଲା ପରେ କୌରବ ଓ ପାଣ୍ଡବ ସେନାଙ୍କ ରଣବାଦ୍ୟ ବାଜି ଉଠିଲା। ତତପଶ୍ଚାତ୍ (୨୦ଶ ଶ୍ଳୋକଠାରୁ) ଶ୍ରୀକୃଷ୍ଣାର୍ଜୁନସଂବାଦ ଆରମ୍ଭ ହେଲା।ଅର୍ଜୁନ ନିଜ ରଥକୁ ଉଭୟ ସେନାଙ୍କ ମଧ୍ୟରେ ରଖିବା ପାଇଁ ଭଗବାନଙ୍କୁ କହିଲେ। ଭଗବାନ ଉଭୟ ସେନାଙ୍କ Read more

Religion

ଶ୍ରୀମଦ୍ଭଗବଦ୍ ଗୀତା- ଅଥ ପ୍ରଥମୋଽଧ୍ୟାୟଃ (୨୮ଶ ରୁ ୪୭ଶ ଶ୍ଳୋକ ପର୍ଯ୍ୟନ୍ତ)

ଅର୍ଜୁନ ଉବାଚଦୃଷ୍ଟୱେମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍।।୨୮।।ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି।ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ।।୨୯।।ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ତ୍ୱକଚୈବ ପରିଦହ୍ୟତେ।ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ।।୩୦।।ଅର୍ଜୁନ କହିଲେ- ହେ କୃଷ୍ଣ! ଏହି ଯୁଦ୍ଧେଚ୍ଛୁ କୁଟୁମ୍ବମାନଙ୍କୁ ନିଜ ସମ୍ମୁଖରେ ଉପସ୍ଥିତ ହୋଇଥିବାର ଦେଖି ମୋର ଅଙ୍ଗଗୁଡିକ ଶିଥିଳ ହୋଇଯାଉଛି, ପାଟି ଶୁଖିଯାଉଛି, ଶରୀର କମ୍ପି ଉଠୁଛି ଓ ରୋମ ଟାଙ୍କୁରି ଉଠୁଛି। ହାତରୁ ଗାଣ୍ଡୀବ ଧନୁ ଖସି ପଡୁଛି ଏବଂ ଚର୍ମ Read more

Religion

ଶ୍ରୀମଦ୍ଭଗବଦଗୀତା- ଅଥ ପ୍ରଥମୋଽଧ୍ୟାୟଃ (୧୨ଶ ରୁ ୨୭ଶ ଶ୍ଳୋକ ପର୍ଯ୍ୟନ୍ତ)

ତସ୍ୟ ସଞ୍ଜନୟନହର୍ଷଂ କୁରୁବୃଦ୍ଧଃ ପିତାମହଃ।ସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖଂ ମେଧ୍ମୌ ପ୍ରତାପବାନ୍।।୧୨।।ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷ ଜାତ କରି ପ୍ରଭାବଶାଳୀ କୁରୁବୃଦ୍ଧ ପିତାମହ ଭୀଷ୍ମ ସିଂହ ପରି ଗର୍ଜନ କରି ଉଚ୍ଚ ସ୍ୱରରେ ଶଙ୍ଖ ବଜାଇଲେ। ତତଃ ଶଙ୍ଖାଶ୍ଚ ଭେର୍ଯ୍ୟଶ୍ଚ ପଣବାନକଗୋମୁଖାଃ।ସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍।।୧୩।।ତା’ପରେ ଶଙ୍ଖ, ଭେରୀ (ନାଗରା), ଢୋଲ, ମୃଦଙ୍ଗ, ଶିଙ୍ଗା ଇତ୍ୟାଦି ବାଦ୍ୟ ଏକସଙ୍ଗେ ବାଜି ଉଠିଲା। ସେଗୁଡିକର ସେହି ଶବ୍ଦ ଅତି ଭୟଙ୍କର ହେଲା। ତତଃ ଶ୍ୱେତୈର୍ହୟୈର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ।ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ Read more

Religion

ଶ୍ରୀମଦ୍ଭଗବଦଗୀତା – ଅଥ ପ୍ରଥମୋଽଧ୍ୟାୟଃ (୧ମ ରୁ ୧୧ଶ ଶ୍ଳୋକ ପର୍ଯ୍ୟନ୍ତ)

ଓଁ ଶ୍ରୀ ପରମାତ୍ମନେ ନମଃଅବତରଣିକାପାଣ୍ଡବମାନେ ବାର ବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତବାସ କରିବା ପରେ ପୂର୍ବ ପ୍ରତିଜ୍ଞା ଅନୁସାରେ ଯେତେବେଳେ ନିଜର ଅଧା ରାଜ୍ୟ ମାଗିଲେ, ସେତେବେଳେ ଅଧା ରାଜ୍ୟ କ’ଣ, ବିନା ଯୁଦ୍ଧରେ ତୀକ୍ଷ୍ଣ ସୂଚ୍ୟଗ୍ର ପରିମିତ ଭୂମି ଦେବା ପାଇଁ ମଧ୍ୟ ଦୁର୍ଯ୍ୟୋଧନ ସ୍ୱୀକାର କଲେ ନାହିଁ। ତେଣୁ ପାଣ୍ଡବମାନେ ମାତା କୁନ୍ତୀଙ୍କ ଆଦେଶ ଅନୁସାରେ ଯୁଦ୍ଧ ସ୍ୱୀକାର କଲେ, ଏହି ରୂପେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହେବା Read more

Religion

ଅଗିରା ପୂର୍ଣ୍ଣିମା- ଅଗ୍ନି ମିଳେ ପୁରୋହିତଂ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ଶୀତ ଋୁତର ଶେଷ ମାଘ ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ କହିଥାନ୍ତି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଅଗିଜଳା ଏକ ପରିଚିତ ଦୃଶ୍ୟ। ପ୍ରକୃତରେ ଅଗ୍ନି ଦେବତାଙ୍କ ପୂଜା ବୈଦିକ ଯୁଗରୁ ରହିଆସିଛି। ବୈଦିକ ଭାଷାରେ- “ଅଗ୍ନି ମିଳେ ପୁରୋହିତଂ’ ତେଣୁ ବେଦରେ ଅଗ୍ନି ହେଉଛନ୍ତି ପ୍ରଥମ ଦେବତା। ଓଡ଼ିଆ ଜନଜୀବନରେ ଚିର ପରିଚିତ ଅଗିରା ପୂନେଇଁ ଏକ ପରିଚିତ ଦିନଟି। କେବଳ Read more

Religion

ଅକ୍ଷର ପୁରୁଷ ପରଂବ୍ରହ୍ମ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ସୃଷ୍ଟିର ଦର୍ଶନରେ ସ୍ରଷ୍ଟାଙ୍କୁ ଉପଲବ୍ଧି କରିହୁଏ। ସୃଷ୍ଟିର ପ୍ରାରମ୍ଭରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସ୍ୱରୂପରେ ବ୍ରହ୍ମ ବିକଟିତ ହୋଇଥିଲେ। ବ୍ରହ୍ମା ଓ ବିଷ୍ଣୁ କିଏ କାହାଠାରୁ ବଡ ବୋଲି କୌଣସି ସିଦ୍ଧାନ୍ତରେ ପହଁଚିନପାରି, ମହେଶ୍ୱରଙ୍କ ଆଦି ଅନ୍ତ ଅନ୍ୱେଷଣରେ ମଗ୍ନ ହେଲେ। ଶେଷରେ ପ୍ରଭାସ ତୀର୍ଥରେ ବ୍ରହ୍ମା ଓ ବିଷ୍ଣୁଙ୍କୁ ଜ୍ୟୋତିର୍ଲିଂଗ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହେଲା। ମର୍ତ୍ତ୍ୟ ଲୋକର କଲ୍ୟାଣ ନିମନ୍ତେ ଦେବାଧିଦେବ ମହାଦେବ ଦ୍ୱାଦଶ ଜ୍ୟୋତିର୍ଲିଂଗ ସ୍ୱରୂପ ଧାରଣ Read more

Religion

ମୁଖୌଟା ମଧ୍ୟରେ ତ୍ର୍ୟମ୍ବକେଶ୍ୱର

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ମୃତ୍ୟୁଂଜୟ ମହାଦେବ ମହେଶ୍ୱରଙ୍କୁ ମହାମୃତ୍ୟୁଂଜୟ ମନ୍ତ୍ରରେ ତ୍ର୍ୟମ୍ବକ ଅର୍ଥାତ୍ ତ୍ରିଲୋଚନ ରୂପେ ପୂଜା କରାଯାଏ। ଭଗବାନ ତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ମହାରାଷ୍ଟର ନାସିକ୍ ଜିଲ୍ଲାର ପଞ୍ଚବଟୀରୁ ୨୭ କିଲୋମିଟର ଦୂର ବ୍ରହ୍ମଗିରି ପର୍ବତ ପାର୍ଶ୍ଵ ପୂର୍ଣ୍ଣ୍ୟତୋୟା ଗୋଦାବରୀ ନଦୀ ତଟରେ ବିରାଜିତ। ଅଲୌକିକ ଘଟଣାଟି ହେଲା ଏହି କ୍ଷେତ୍ର ଗୋଦାବରୀ ନଦୀର ଉତ୍ପତି ସ୍ଥଳ। ଏଠାରେ ଶ୍ରୀ ତ୍ର୍ୟମ୍ବକେଶ୍ୱରଙ୍କ ଆରାଧନା ଯୋଗୁଁ ଏହାକୁ ତ୍ର୍ୟମ୍ବକ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ପ୍ରତି ୧୨ ବର୍ଷ Read more