Religion

ଲର୍ଡ଼ ଅଫ୍ କମ୍ପ୍ୟାସନ୍- ଶ୍ରୀ ଘୃଷ୍ଣେଶ୍ୱର

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ମହାରାଷ୍ଟ୍ର ନିକଟବର୍ତ୍ତୀ ଦୌଲତାବାଦ ରେଳଷ୍ଟେସନ ଠାରୁ ୧୮ କିଲୋମିଟର ଦୂରରେ ବେରୁଲ ଗ୍ରାମରେ ବିରାଜମାନ କରିଛନ୍ତି ପ୍ରଭୁ ଘୃଷ୍ଣେଶ୍ୱର ଦେବ। ପ୍ରଭୂଙ୍କର ଭିନ୍ନ ଭିନ୍ନ ନାମ। କେହି ତାଙ୍କୁ ଘୃଷ୍ଣେଶ୍ୱର ବୋଲି ବିଶ୍ୱାସ କରନ୍ତି ତ ଆଉ କେହି ଘୁସୂଣେଶ୍ୱର, ଧୂମେଶ୍ୱର, କୁସୁମେଶ୍ୱର ଓ କୁଙ୍କୁମେଶ୍ୱର ନାମରେ ପୂଜାର୍ଚ୍ଚନା କରନ୍ତି। ଇତିହାସ ପ୍ରସିଦ୍ଧ ଏଲୋରା ଗୁମ୍ଫାର ଅନତି ଦୂରରେ ପ୍ରଭୂଙ୍କ ଅବସ୍ଥାନ। ପ୍ରବାଦ ଅଛି ମାତା ପାର୍ବତୀ ଦେବୀ ଏଠାରେ ଥିବା Read more

Religion

ଶ୍ରୀ ଚୈତନ୍ୟ ଓ କୃଷ୍ଣଭକ୍ତି

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ମିଡ଼ିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ବୈଷ୍ଣବ ଭକ୍ତି ଯୋଗ ଆନ୍ଦୋଳନର ପ୍ରବକ୍ତା ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କୁ ଗୌଡ଼ୀୟ ବୈଷ୍ଣବମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଗ୍ରହଣ କରିଛନ୍ତି । ‘ଭବିଷ୍ୟ ପୁରାଣ’, ‘ପଦ୍ମପୁରାଣ’, ‘ବ୍ରହ୍ମପୁରାଣ’, ‘ମାର୍କଣ୍ଡେୟ ପୁରାଣ’, ‘ଗରୁଡ଼ ପୁରାଣ’, ‘ସ୍କନ୍ଦ ପୁରାଣ’, ‘ନାରଦ ପୁରାଣ’, ‘ଭାଗବତ ପୁରାଣ’ ଭଳି ପ୍ରାଚୀନ ଶାସ୍ତ୍ରମାନଙ୍କରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁନର୍ଜନ୍ମ ସଂପର୍କରେ ଉଲ୍ଲେଖ ରହିଛି। ଉକ୍ତ ଶାସ୍ତ୍ରମାନଙ୍କର ବର୍ଣ୍ଣନା ଭିତ୍ତିରେ ଚୈତନ୍ୟଙ୍କୁ Read more

Religion

ଉତିଷ୍ଠତ ଜାଗ୍ରତ

ନିଶିକାନ୍ତ ପାଢୀ, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ- ‘ଉତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ, କ୍ଷୁରସ୍ୟ ଧାରା ନିଶିତା ଦୁରତ୍ୟୟା ଦୁର୍ଗଂ ପଥସ୍ତକୁ ବୟୋ ବଦନ୍ତି’। କଠୋପନିଷଦ ପ୍ରଥମ ଅଧ୍ୟାୟର ତୃତୀୟ ବଲ୍ଲାର ଏହା ହେଉଛି ୧୪ ତମ ଶ୍ଳୋକ। ଏହାର ଅର୍ଥ ହେଲା, ହେ ମନୁଷ୍ୟ। ଜାଗ୍ରତ ହୁଅ, ଉଠ ଠିଆ ହୁଅ। ଶ୍ରେଷ୍ଠ ଓ ଜ୍ଞାନୀ ପୁରୁଷଙ୍କ ଠାରୁ ଜ୍ଞାନଲାଭ କରି ପରମାତ୍ମା ତତ୍ୱକୁ ଜାଣ। ଏହାକୁ ଆଧାର କରି ସୁପ୍ତ ମାନବ ଜାତିକୁ Read more