Editorial

ମାଫିଆ କବ୍ଜାରେ ଚିଲିକା ଉପକୂଳ

ଇକୋ ଟୁରିଜିମ୍ ଯୋଜନା ବିଫଳ, ୨ଶହ ବର୍ଗ କି.ମି ଉପକୂଳରେ ନଳଘାସ ଜଙ୍ଗଲ, ଗରିବ ଗ୍ରାମବାସୀଙ୍କ ସମସ୍ୟାକୁ ପର୍ଯ୍ୟଟକଙ୍କ ଦୃଷ୍ଟିକୁ ନଆଣିବାକୁ ରାଜ୍ୟ ସରକାରର ଷଡଯନ୍ତ୍ର Maoranjan Patnaik | 21 July, 2021 | www.suvbharattimes.in ଚିଲିକା ହ୍ରଦ ଉପକୂଳରୁ ନଳଘାସ ମୁଳୋତ୍ପାଟନ ଯୋଜନା କେବଳ ପ୍ରହସନ। ୯୯ ସୁପର ସାଇକ୍ଲୋନ ପରେ ଚିଲିକା ଉତ୍ତର-ପୂର୍ବ ଉପକୂଳରେ ପତଳା ବାଉଁଶ ଭଳି ଯେଉଁ ଉଦ୍ଭିଦ ଦେଖିବାକୁ ମିଳିଥିଲା, ଏହି ୨୧ ବର୍ଷ ମଧ୍ୟରେ ତାହା ପୁରୀ Read more

Metro

ଗର୍ଭବତୀ ମହିଳା ଝରଣା ବେହେରାଙ୍କୁ ନ୍ୟାୟ ଦେବାରେ ପୋଲିସ ଅକ୍ଷମ

Suvbharat Times | Bhubaneswar 19072021 | www.suvbharattimes.in ଗର୍ଭବତୀ ଝରଣା ବେହେରା ଏବେ ସମ୍ପୂର୍ଣ୍ଣ ଅସହାୟ। ଅଧିକ ଯୌତୁକ ଦାବି କରି ମେ୨୮ ତାରିଖ ଭୋର ୫ଟାରେ ଶାଶୁଘର ଲୋକେ ତାଙ୍କୁ ଘରୁ ତଡି ଦେଇଛନ୍ତି। ଝରଣା ଗର୍ଭ ଯନ୍ତ୍ରଣା ସହି ୨ ଛୁଆଙ୍କ ସହ ବାପଘରେ ଆଶ୍ରୟ ନେଇଛନ୍ତି। ଶାଶୁଘର ଲୋକଙ୍କ ଯିଦ୍ ଯୌତୁକ ଆଣିଲେ ତୋତେ ଶାଶୁଘରେ ଭର୍ତ୍ତି କରିବୁ। କିନ୍ତୁ ଝରଣାଙ୍କ ପିତା ଜୟ ବେହେରା ଏଥିପାଇଁ ଅସମର୍ଥ। ଦୁଇ ଛୁଆଙ୍କ Read more