Editorial

ଆମ ଖଟି ଖାଣ୍ଟି ଓଡିଆ

ମୁଁହରେ ଲାଜ ବୋଲେ ଟିକେ ନାହିଁ। ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ପଟ୍ଟନାୟକଙ୍କ ପୁରୁଣା ପିଲାମାନେ ରାଜ୍ୟର ସାଂଘାତିକ ଉନ୍ନତ୍ତି କରିବାକୁ ସଂକଳ୍ପ କରିଥିଲେ।

କିନ୍ତୁ …ନିର୍ଭୟରେ ବସିଗଲେ ନବୀନ, ମଙ୍ଗରାଜେ କହିଲେଣି ସତ ମିଛ,

ଇନ୍ନାଡୁ ଗଲା, ରାଜ୍ୟ ଲାଇଭ୍” ଲ୍ୟାପଟପରେ ଦାଣ୍ଡ ଓଳେଇଲା। ଦୟାନିଧି ଦୟାର ସାଗର, ସରସ୍ୱତୀଙ୍କ ଆଶିର୍ବାଦରେ ସୁନିଦ୍ରାରେ ଶାରଦା। ଆଉ ମେଞ୍ଚେ ପେଂଚା ପେଂଚି କ୍ଳୀବଙ୍କୁ ଧରିଲେ।

ତଥାପି ମିଳିଲାନି ବୈଜୟନ୍ତଙ୍କ ବିମାନକୁ ନ୍ୟାୟ। ଆମ ଖଟିଖିଆଙ୍କର କିଏ ବା ? ମା’ ରାଣ ସର୍ବଗିଳାଙ୍କୁ ପାରିବନି…

ସୌଜନ୍ୟ- ପିସି ମଷ୍ଟ ଷ୍ଟପ୍

Leave a Reply

Your email address will not be published. Required fields are marked *