Food & Travel

ସନ୍ନି ବନାମ୍ ବିକ୍ଷୋଭକାରୀ

Suvbharat Times/ 31012019/ଚର୍ଚ୍ଚାର ହଟସ୍ପଟ୍ ସନ୍ନି ଲିଓନେ। ତାଙ୍କ ଦକ୍ଷତା ପାଇଁ ସେ ଆଜି ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ।

ସନ୍ନି ଖୁବ୍ ମିଜାଜୀ, ହାତରେ ସିନେମାର ଲମ୍ବା ଧାଡି, ତା’ ସହ ବିଜ୍ଞାପନ। ସନ୍ନି ମ୍ୟାନଫୋର୍ସ କଣ୍ଡୋମ୍ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର୍ ମଧ୍ୟ।

SONY DSC

ଯୁବଗୋଷ୍ଠି ତାଙ୍କ ବ୍ରାଣ୍ଡ୍ କଣ୍ଡୋମ୍ ବ୍ୟବହାର କରିବା ପାଇଁ ସେ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରାନ୍ତି। ମାତ୍ର ବିଜ୍ଞାପନ ଯେତେବେଳେ ଦେଶର ନାଗରିକଙ୍କ ଧାର୍ମିକ ଭାବନାକୁ ପ୍ରଭାବିତ କରେ ଆରମ୍ଭ ହୁଏ ବିବାଦ।

ନିକଟ ଅତୀତରେ ସନ୍ନିଙ୍କ ଫଟୋ ସହ ମ୍ୟାନଫୋର୍ସ କମ୍ପାନୀର ଏକ ବିଜ୍ଞାପନ ହୋର୍ଡିଂକୁ ନେଇ ଗୁଜୁରାଟରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ତାହା ଥିଲା ନବରାତ୍ରୀ ଶୁଭକାମନା, କିନ୍ତୁ ଭିନ୍ନ ଢଙ୍ଗରେ। ଏହାର ପ୍ରତିବାଦରେ ବିକ୍ଷୋଭକାରୀ କେନ୍ଦ୍ର ସରକାରଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି।

One Reply to “ସନ୍ନି ବନାମ୍ ବିକ୍ଷୋଭକାରୀ

Leave a Reply

Your email address will not be published. Required fields are marked *